ପତି କରୁଥିଲା ଦ୍ୱିତୀୟ ବିବାହ, ମଣ୍ଡପ ପାଖରେ ଝିଅକୁ ନେଇ ପହଞ୍ଚି ଗଲା ପ୍ରଥମ ପତ୍ନୀ:-

ଦ୍ୱିତୀୟ ବିବାହ କରିବାକୁ ପ୍ରୟାସ:-

ପଞ୍ଝାବର ଫିରୋଜପୁରରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିବା ପାଇଁ ଉ-ଦ୍ୟ-ମ କରୁଥିଲା, ସେତେବେଳେ ବିବାହ କାର୍ଯ୍ୟକର୍ମ ରେ ପହଂଚି ପ୍ରଥମ ପତ୍ନୀ ହ-ଙ୍ଗା-ମା କଲା। ଦୋ-ଷ ଏହାକି ବ୍ୟକ୍ତିର ପ୍ରଥମ ପତ୍ନୀ ଓ ଏକ ଝିଅ ଅଛି ତା ପରେ ବି ସେ ଧୋ-କା ଦେଇ ଆଉ ଏକ ମହିଳାକୁ ବିବାହ କରୁଛି।

Google

୧୩ ମାସ ପୂର୍ବରୁ ବିବାହ ହୋଇଥିଲା:-

ଘ-ଟ-ଣାଟି ଫିରୋଜପୁରର ଗୁରୁହର ସହାୟ କସବେର ଅଟେ। ରି-ପୋ-ର୍ଟ ଅନୁସାରେ ବୁଟା ସିଂ ନାମକ ବ୍ୟକ୍ତି ୧୩ ମାସ ପୂର୍ବରୁ ସୁନିତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହ ପରେ ସୁନିତା ଏବଂ ବୁଟା ସିଂ ମଧ୍ୟରେ ଏକ ବି-ବା-ଦ ହୋଇଗଲା। ଏହାପରେ ସୁନିତା ଶଶୁର ଘରଲୋକଙ୍କ ଉପରେ ମା-ଡ଼ ମାରିବାର ଦୋ-ଷ ଲଗାଇ ନିଜ ବାପଘରକୁ ଚାଲିଯାଇଥିଲେ, ଯେଉଁଠି ସେ ଏକ ଝିଅ ଜନ୍ମ କରିଥିଲେ।

ବୁଟା ସିଂ ସହ ସମାଧାନ:-

ପତି ବୁଟା ସିଂଙ୍କ ସହ ସମାଧାନ କରିବା ପାଇଁ ଗାଁରେ ଅନେକ ପଞ୍ଚାୟତ ହୋଇଥିଲା କିନ୍ତୁ ଦୁଇ ଜଣଙ୍କ ଭିତରେ କଥା ପଡ଼ିଲା ନାହିଁ। ଏହା ଭିତରେ ସୁନିତା କୁ ଖବର ମିଳିଲା ଯେ, ତାର ପତି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଯାହାପରେ ସେ ନିଜର ସମ୍ପର୍କୀୟଙ୍କ ସହ ସିଧା ବିବାହ ସ୍ଥାନରେ ପହଂଛି ହ-ଙ୍ଗା-ମା କଲେ।

Google

ଥା-ନାରେ କଲେ ଅ-ଭିଯୋ-ଗ:-

ସେଠାରେ ଦ୍ୱତୀୟ ବିବାହ କଥା ଯେତେବେଳେ ଝିଅଘର ଜାଣିଲେ, ସେତେବେଳେ ସେ ବୁଟା ସିଂ ସହ ସମ୍ପର୍କ ଭା-ଙ୍ଗି ଦେଲେ ଏବଂ ବୁଟା ସିଂ ବି-ରୁ-ଦ୍ଧରେ ଥା-ନାରେ ଅ-ଭିଯୋ-ଗ ଦେଇଦେଲେ। ଏହା ପରେ ଧୋ-କା ଦେଇ ଦ୍ୱିତୀୟ ଥର ବର ହେବା ପାଇଁ ବୁଟା ସିଂଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା।

Google

ବୁଟା ସିଂଙ୍କୁ ଜା-ମି-ନ:-

ଯଦିଓ ପରେ ବୁଟା ସିଂଙ୍କୁ ଥା-ନାରେ ଜା-ମି-ନ ମିଳିଗଲା। ଏହା ପରେ ବୁଟା ସିଂର ପ୍ରଥମ ପତ୍ନୀ ନିଜର ସମ୍ପର୍କୀୟଙ୍କ ସହ ଥା-ନାରେ ପହଞ୍ଚି ଶଶୁର ଘରଲୋକଙ୍କ ବି-ରୁ-ଦ୍ଧରେ ମା-ମ-ଲା ଦ-ର୍ଜ କରିବା ପାଇଁ ମାଗିବା ପ୍ରଦର୍ଶନ କରିଥିଲେ। ପୀଡ଼ିତ ସୁନିତା ସିଂ କହିଲେ ବୁଟା ସିଂଙ୍କ ସହ ତାଙ୍କର ବିବାହ ୧୬ ଫେବ୍ରୁଆରୀ ୨୦୨୦ ମସିହାରେ ହୋଇଥିଲା। କିନ୍ତୁ ଏହାପରେ କେତେଥର ବେ-ଆଇ-ନ ସମ୍ପର୍କ ରଖିବା ଦ୍ୱାରା ତାହା ଉପରେ ମା-ଡ଼ମା-ରି ଘରୁ ବାହାର କରିଦେଇଥିଲା।

Leave a Reply

Your email address will not be published. Required fields are marked *