ଯଦି ଆପଣଙ୍କ ନଖରେ ଏପରି ଦାଗ ରହିଛି ତେବେ ଜାଣନ୍ତୁ ଆପଣଙ୍କର ଧନ ଲାଭ ହେବାର ସମ୍ଭାବନା ରହିଛି

ପ୍ରତ୍ୟକ ଝିଅ ନିଜକୁ ସୁନ୍ଦର ଏବଂ ଆକର୍ଷିତ ଦେଖାଇବା ପାଇଁ ନିଜର ଖାସ ଯତ୍ନ ନେଇଥାନ୍ତି। ଏମିତିରେ ସେମାନେ ହାତ , ମୁହଁ ଏବଂ ନଖ ସୁନ୍ଦର ଦେଖାଯିବା ପାଇଁ ଖାସ ପରିଶ୍ରମ କରିଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ନଖକୁ ଦେଖି ସ୍ବଭାବ , ହାବଭାବ ଏବଂ ଭବିଷ୍ୟତ ବିଷୟରେ ମଧ୍ୟ ଜଣା ପଡିଥାଏ। ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମଧ୍ୟମରେ ନଖର କିଛି ଖାସ ଗୁଣ ବିଷୟରେ ଜଣାଇବୁ।

ଗୋଲାପି ନଖ

ଏମିତିରେ ଗୋଲାପି ନଖ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ଏବଂ ଗୋଲାପି ନଖକୁ ମଧ୍ୟ ଲକି ବୋଲି କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ନଖ ଗୋଲାପି ହୋଇଥାଏ ତାଙ୍କର ଆର୍ଥିତ ସ୍ଥିତି ବହୁତ ମଜବୁତ ହୋଇଥାଏ। ଏହି ଲୋକମାନଙ୍କୁ କେବେବି ଆର୍ଥିକ ସମସ୍ୟା ହୋଇ ନଥାଏ।

ଗୋଲାପି ନଖ ଥିବା ଲୋକମାନଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ। ଏମାନେ ନିଜ ଲକ୍ଷ୍ୟରେ ପହଁଚି ଥାନ୍ତି ଯଦି କୌଣସି କାରଣବଶତଃ ଏମାନେ ନିଜ ଲକ୍ଷ୍ୟରେ ପହଁଚି ପାରି ନଥାନ୍ତି ତେବେ ମଧ୍ୟ ଘର ଏବଂ ଅଫିସ ଲୋକ ଏମାନଙ୍କ କଥାର ଧ୍ୟାନ ଦେଇଥାନ୍ତି। ଏମାନଙ୍କ ମସ୍ତିଷ୍କ ବହୁତ ତିବ୍ର ହୋଇଥାଏ ସେଥିପାଇଁ ଏମାନେ ବହୁତ ବଡ ବଡ ସମସ୍ୟାକୁ ଗୋଟିଏ ଚୁଟକିରେ ସମାଧାନ କରିଥାନ୍ତି।

ଲାଲ ନଖ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲାଲ ନଖ କୁ ବହୁତ ଲକି ବୋଲି କୁହାଯାଏ , ଏହାକୁ ଦେଖିବା ବହୁତ ସୁନ୍ଦର ଲାଗେ। ଯେଉଁ ଝିଅ ମାନଙ୍କର ନଖ ଦେଖିବାକୁ ଲାଲ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି। ଏମାନଙ୍କର ସୁନ୍ଦରତା ଦେଖି ସମସ୍ତେ ଏମାନଙ୍କ ସହ ବନ୍ଧୁତା କରିବାକୁ ଚାହିଁଥାନ୍ତି ଏବଂ ଏଥିପାଇଁ ତାଙ୍କ ଫ୍ରେଣ୍ଡ ଲିଷ୍ଟ ବହୁତ ଅଧିକ।

ଏପରି ଝିଅଙ୍କୁ ବହୁତ ଭାଗ୍ୟଶାଳୀ ମଧ୍ୟ କୁହାଯାଇଥାଏ ଏବଂ ଏମାନଙ୍କୁ କେବେବି ଆର୍ଥିକ ସମସ୍ୟା ହୋଇନଥାଏ। ଏମିତିରେ ଏମାନଙ୍କୁ ଧନ , ସମ୍ପତି ର କୌଣସିର ସମସ୍ୟା ହୋଇନଥାଏ। ଏହି ଝିଅ ମାନଙ୍କର ବିବାହିତ ଜୀବନ ମଧ୍ୟ ବହୁତ ସୁଖ ମୟ ହୋଇଥାଏ।

ନଖରେ ହୋଇଥିବା ଅର୍ଧ୍ଧ ଚନ୍ଦ୍ରର ଚିହ୍ନ

ଯେଉଁ ଝିଅ ମାନଙ୍କର ନଖରେ ଅର୍ଧ୍ଧ ନକ୍ଷେତ୍ରର ଚିହ୍ନ ଥାଏ ସେମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି। ଏମାନଙ୍କୁ କାହା କଥା ଅନୁସାରେ ବଞ୍ଚିବା ପସନ୍ଦ ନୁହେଁ ଏମାନେ ନିଜ ଇଛାରେ ଜୀବନ ବିତେଇବାକୁ ପସନ୍ଦ କରନ୍ତି।

ଏହି ଝିଅ ମାନଙ୍କୁ ନିଜ ଜୀବନରେ ବହୁତ ଜଲଦି ସଫଳତା ମିଳିଥାଏ ସେଥିପାଇଁ ଏମାନେ ବହୁତ ଖୁସିରେ ଜୀବନ ବିତାଇ ଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଝିଅ ମାନଙ୍କ ଜୀବନରେ ରାଜଯୋଗ ଥାଏ। ଏମାନଙ୍କୁ ଜୀବନରେ କେବେବି କୌଣସି ଜିନିଷର ଅଭାବ ନଥାଏ।

ହଳଦିଆ ରଙ୍ଗର ନଖ

କେତେକ ଝିଅ ମାନଙ୍କର ନଖ ହଳଦିଆ ହୋଇଥାଏ , ଏହି ଝିଅ ମାନଙ୍କର ସ୍ବାସ୍ଥ ସମସ୍ୟା ବହୁତ ରହିଥାଏ। ଏହି ଝିଅ ମାନଙ୍କର ବହୁତ ରକ୍ତର ସମସ୍ୟା ସହିତ ବେଶି ସମୟ ମୁଣ୍ଡ ବିନ୍ଧା ହୋଇଥାଏ। ହଳଦିଆ ନଖ ଥିବା ଝିଅ ମାନେ ବହୁତ ଚିଡଚିଡ ସ୍ବଭାବ ଏବଂ ବହୁତ ରାଗି ହୋଇଥାନ୍ତି। ଏମିତିରେ ଏମାନଙ୍କର ବିବାହିତ ଜୀବନ ବହୁତ ଖରପ ରହିଥାଏ।

ନଖରେ ଧଳା ରଙ୍ଗର ଦାଗ

ଯେଉଁ ଝିଅର ନଖରେ ଧଳା ରଙ୍ଗ ବା କଳା ରଙ୍ଗର ଦାଗ ଥାଏ , ତାଙ୍କର ଦେହ ବହୁତ ସମୟ ଖରପ ରହିଥାଏ। ଏହି ଝିଅ ମାନଙ୍କର ନିଜ ଦେହର ଖାସ ଯତ୍ନ ନେବା ଆବଶ୍ୟକ। ଏମାନଙ୍କ ବିବାହିତ ଜୀବନ ବହୁତ ଖରପ ରିହିଥାଏ। ଏମାନେ ନିଜ ପାର୍ଟନର ସହିତ ବହୁତ ଝଗଡା କରିଥାନ୍ତି।

Leave a Reply

Your email address will not be published. Required fields are marked *