ବଲିଉଡରେ ରାନୁ ମଣ୍ଡଳଙ୍କୁ ମିଳିଲା ପୁଣି ଥରେ କାମ କରିବାର ସୁଯୋଗ,ଏହି ଫିଲ୍ମ ସଂଗୀତରେ ଦେବେ ନିଜ ସ୍ବର

ଦୀପୀକା ଚିଖଲିୟା ନିଜର ଟ୍ବୁଇଟର ହୈଂଡଲ ରେ ରାନୁ ମଣ୍ଡଳଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ରାନୁ ମଣ୍ଡଳ କହୁଛନ୍ତି କି ସେ ଧୀରଜ ମିଶ୍ରାଙ୍କ ସହ କାମ କରୁଛନ୍ତି ।

ଦୀପୀକ ଚିଖଲିଆ ଫିଲ୍ମ ସରୋଜିନୀକୁ ନେଇ ବହୁତ ଖୁସି ଅଛନ୍ତି। ଏହା ଏକ ବାୟୋପିକ ଫିଲ୍ମ ଅଟେ। ଫିଲ୍ମ ରେ ସେ ସରୋଜିନୀ ନାଇଡୁଙ୍କ ଚରିତ୍ର କରିବେ। ତାଙ୍କର ଏହି ଫିଲ୍ମରେ ରାନୁ ମଣ୍ଡଳ  ଗୀତ ଗାଉଛନ୍ତି। ସୋଶିଆଲ ମିଡିଆରେ ଦୀପୀକା ଏହା ବିଷୟରେ ଜଣାଇଛନ୍ତି। ଦୀପୀକା ଲେଖିଛନ୍ତି କି ମୋ ମୁଭି ଧିରଜ ମିଶ୍ରାଙ୍କ ଦ୍ବାରା ଲେଖିଯାଇଛି ଏବଂ ସଙ୍ଗୀତ ରାନୁ ମଣ୍ଡଳ ଗାଉଛନ୍ତି। ଏହା ସହିତ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓ ରେ ରାନୁ ମଣ୍ଡଳ କହିଛନ୍ତି କି ସେ ଧିରଜ ମିଶ୍ରାଙ୍କ ସହ କାମ କରୁଛନ୍ତି। ସେ ସରୋଜିନୀ ଗୀତ ଗାଉଛନ୍ତି। ଫିଲ୍ମ ର ସବୁ ଗୀତ ସେ ଗାଇଛନ୍ତି। ରାନୁ କହିଛନ୍ତି କି ମୋର ଆଶା ଅଛି କି ସେହି ଭଲପାଇବା ଏବଂ ସମ୍ମାନ ମିଳିବ ଯାହା ଆପଣ ମତେ ଦେଇଆସିଛନ୍ତି।

କିଏ ସେ ରାନୁ ମଣ୍ଡଳ?

ରାନୁ ମଣ୍ଡଳ ଙ୍କ ସ୍ଟେଶନ ରେ ଗୀତ ଗାଉ ଥିବାର ଭିଡିଓ ଭାଇରାଲ ହୋଇଥିଲା। ଯାହା ପରେ ସେ ରାତା ରାତି ସ୍ଟାର ବନି ଯାଇଥିଲେ। ଲତା ମଙ୍ଗେଶକର ଙ୍କ ପ୍ୟାର କା ନଗମା ହେ ଗୀତ ରାନୁ ମଣ୍ଡଳ ଙ୍କୁ ଲୋକପ୍ରୀୟ କରିଥିଲା। ଏହା ପରେ ହିମେଶ ରେଶମିୟା ମଧ୍ୟ ନିଜର ଗୀତ ଗାଇବାର ସୁଯୋଗ ଦେଇଥିଲେ। ଆଜି ରିନୁ ଫେମସ ନାଁ ହୋଇସାରିଛି।

କିଛି ସମୟ ପୂର୍ବରୁ ଖବର ଆସିଥିଲା କି ପୁଣି ରାନୁ ମଣ୍ଡଳ ଙ୍କ ଜୀବନ ଅନ୍ଧକାରମୟ ହୋଇଯାଇଛି। ସେ ତାଙ୍କର ନୂଆ ଘର ଛାଡି ପୁରୁଣା ଘର କୁ ଚାଲି ଯାଇଛନ୍ତି। ରାନୁ ମଣ୍ଡଳ ଙ୍କ ପାଖରେ ବର୍ତ୍ତମାନ କୌଣସି କାମ ନାହିଁ। ବଲିଉଡ୍ ରେ କୋରୋନା ଭାଇରସ ଚାଲୁ ଥିବାରୁୁ କାମ ନ ମିଳିବାରୁ କାରଣ ରୁ ତାଙ୍କର ଫାଇନେଂଶିଆଲ ପ୍ରୋବଲେମ ହେଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *