ଉତ୍ତେଜିତ ନଦୀ ମଝିରେ ଲେହେଙ୍ଗା ଟେକିଲା ନୂଆ ବୋହୁ , ତାର ପରେ କଲା ଏମିତି କାମ ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖିଲେ

ବିବାହ ଦୁଇ ଜଣଙ୍କ ଜୀବନ କୁ ପରସ୍ପର ମଧ୍ୟରେ ଯୋଡି ଦେଇଥାଏ। ଭାରତ ରେ ବିବାହ କୌଣସି ପର୍ବ ଠାରୁ କମ ନୁହେଁ। କେତେକ ମାସ ର ଆୟୋଜନ ପରେ ବିବାହ ହୋଇଥାଏ। କେବଳ ଭାରତ ରେ ନୁହେଁ ବଂର ବିଦେଶ ରେ ବି ମଧ୍ୟ ଦମ୍ପତି ଙ୍କ ବିବାହ ର ସାଜ ସୁଜା ମାସକ ପୂର୍ବର ଆରମ୍ଭ ହୋଇଥାଏ। କିନ୍ତୁ ଯଦି ଠିକ ସମୟ ରେ କୌଣସି ସମସ୍ୟା ହେଲା , ତେବେ କିଏ କଣ କରିପାରିବ। ଏମିତି ହି କିଛି ର୍ଦୁଭାଗ୍ୟ ପୂର୍ଣ୍ଣ ଘଟଣା ଘଟିଛି ଫିଲିପିନ ରେ ରହୁଥିବା ଏକ ଦମ୍ପତି ଙ୍କ ସହିତ। ଏହି ଦମ୍ପତି ମାସକ ପୂର୍ବ ରୁ ବିବାହ ର ଆୟୋଜନ କରୁଥିଲେ। କିନ୍ତୁ ବିବାହ ଦିନ ହୋଇଗଲା ଛୋଟ ବନ୍ୟା। ବିବାହ କ୍ୟାନସଲ ହେବାର ଦେଖି କନ୍ୟା ଜଣକ କଲା ଏ ପରି କାମ ଯେଉଁଟା କେବେ ବି କିଏ ବି କଳ୍ପନା କରିନଥିଲେ।

ସୋଶିଆଲ ମିଡିଆ ରେ ଏବେ ଜଣେ କନ୍ୟାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି କନ୍ୟା ଜଣକ ନିଜର ବିବାହ କୁ କୌଣସି ବି ପ୍ରକାରେ ରୋକି ବାକୁ ଚାହୁ ନଥିଲେ। ବିବାହ ଯେତେବେଳେ ବନ୍ୟା ପାଇଁ ବନ୍ଦ କରିବାକୁ ପଡିଲା ସେତେବେଳେ ସେ ବନ୍ୟା କୁ ମଧ୍ୟ ଟକ୍କର ଦେଲେ।

ଫିଲିପିନ ଷ୍ଟାର ନାମକ ଏକ ଲୋକାଲ ଖବର କାଗଜ ରେ ଏହି ଦମ୍ପତି ଙ୍କର ଫଟୋ ଛପା ଯାଇଛି। ଦମ୍ପତି ଙ୍କ ପରିଚୟ ରୋନିଲ ଗିଲିପା ଏବଂ ଜେଜିଏଲ ମାସୁଏଲା । ଦୁଇ ଜଣ ନିଜର ବିବାହ କାର୍ଯ୍ୟ ରେ ମାସ ମାସ ଧରି ବ୍ୟସ୍ତ ଥିଲେ। କିନ୍ତୁ ବିବାହ ର ଗୋଟିଏ ଦିନ ପୂର୍ବରୁ ସେହି ଯାଗାରେ ବହୁତ ବର୍ଷା ହେବାକୁ ଲାଗିଲା ଯାହା ପାଇଁ ଚର୍ଚ ପର୍ଯ୍ୟନ୍ତ ପହଁଚିବା ଅସମ୍ଭବ ହେଲା।

ଝିଅ ଘରୁ ବାହାରି ଥିଲା ଗାଡି ରେ କିନ୍ତୁ ବନ୍ୟା କାରଣ କୁ ଗାଡି ଜାଇପାରିଲା ନାହିଁ। ଯେଉଁଥି ପାଇଁ କନ୍ୟା ଜଣକ ପାଦରେ ଚାଲି ନଦୀ ପାର କରିବାର ନିସ୍ପତି ନେଲେ।

ପୁଅ ପ୍ରଥମରୁ ହିଁ ଚର୍ଚ ରେ ପହଁଚି ଯାଇଥିଲା। କେତେକ ଲୋକଙ୍କୁ ଲାଗିଲା କି ବର୍ଷା କାରଣ ରୁ ଏହି ବିବାହ କୁ ବନ୍ଦ କରିଦିଆ ଯିବ କିନ୍ତୁ କନ୍ୟା ଜଣକ ବିବାହ କ୍ୟାନସଲ କରିବାକୁ ଚାହୁଁ ନଥିଲା।

ଅକ୍ଟୋବର ୨୩ ରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଥିବା ଝିଅ ଗାଡିରୁ ଓହ୍ଲାଇ ନିଜର ଗାଉନ କୁ ହାତରେ ଉଠେଇଲା ଏବଂ ନିଜର ପରିବାର ଲୋକଙ୍କ ସାହାର୍ଯ୍ୟ ରେ ରାସ୍ତା ପାର କରିଲେ। ଏହା ପରେ ଝିଅ ଜଣକ ଅନ୍ୟ ପଟରେ ପହଁଚିଲା ଏବଂ ସେ ଚର୍ଚ ରେ ପହଁଚି ବିବାହ ର ସପଥ ନେଲା।

ବିବାହ ପରେ ଦମ୍ପତି ଚର୍ଚ ର ବାହାର କୁ ଆସି ପାରିଲେ ନାହିଁ। ଯେମିତି କନ୍ୟା ଯାଇ ଚର୍ଚ ରେ ପହଁଚିଛି ବର୍ଷା ବହୁତ ଯୋରେ ହେଲା ଏବଂ ପୁରା ଇଲାକା ବୁଡି ଗଲା। ସେ ଝିଅ ର ଭାଗ୍ୟ ଏମିତି କି ସବୁ ବାଧା, ବିଘ୍ନ ପରେ ମଧ୍ୟ ଶେଷ କୁ ବିବାହ ହେଲା।

ସୋଶିଆଲ ମିଡିଆରେ ଏହି ଅଜବ ପ୍ରକାର ବିବାହ ର ଫଟୋ ସୋଶିଆଲ ମିଡିଆ ରେ ଭାଇରାଲ ହେଉଛି। କେତେକ ଲୋକ ଏହି ଦମ୍ପତି ଙ୍କୁ ଶୁବେସ୍ଛା ଜଣେଇଲେ। ଏହା ସହିତ ଝିଅ ଜଣକୁ ଏହି ସମସ୍ୟା ର ସାମ୍ମନା କରିଥିବାରୁ ପ୍ରଶଂସା କଲେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *