ବ୍ୟକ୍ତି ଜଣକ ମଜାର ସହ ନି-ଆଁ ସାଙ୍ଗରେ ଖେଳୁଥିଲା , ପରେ ଯାହା ଘ-ଟି-ଲା ଆପଣ ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଜଣେ ବ୍ୟକ୍ତି କ୍ଷେତରେ କିଛି କାମ କରିବା ପାଇଁ ନି-ଆଁ ଜ-ଳା-ଇଥି-ଲେ । କିଛି ସମୟ ପରେ ସେ ସେହି ନି-ଆଁରେ କି-ରୋସି-ନ ତେଲ ଢା-ଳିବା-କୁ ଲାଗିଲେ । ସେ ତେଲକୁ କିଛି ମଜାଳିଆ ଶୈଳୀରେ ଢା-ଳିବା-କୁ ଲାଗିଲେ । ସେହି ସମୟରେ କିଛି ନି-ଆଁ ତାଙ୍କ ପାଖକୁ ଚାଲିଆସିଥିଲା ।

ଆଜିକାଲି ଲୋକମାନେ ପ୍ରସିଦ୍ଧ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କିଛିଥର ଲୋକମାନେ ଲୋକପ୍ରିୟ ହେବା ପାଇଁ ସମସ୍ତ ସୀମା ଟପିଯାନ୍ତି । ଆଜିକାଲିର ସମୟରେ ଲୋକପ୍ରିୟ ହେବାପାଇଁ ସୋସିଆଲ ମିଡିଆ ଏକ ସରଳ ରାସ୍ତା ହୋଇଯାଇଛି । ଏଥିରେ ଲୋକମାନେ ମଜାଳିଆ ଭିଡ଼ିଓ ସେୟାର କରୁଛନ୍ତି । ଏହା ଭିତରୁ କିଛି ମଜାଳିଆ ତ କିଛି ଆଶ୍ଚର୍ଯ୍ୟ କରିଥାଏ । ଏହି ପର୍ଯ୍ୟାୟରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ଯେଉଁଥିରେ ଜଣେ ବ୍ୟକ୍ତି ନି-ଆଁ ସହ ଖେ-ଳୁଛ-ନ୍ତି । ଖେଳ ଭିତରେ ଫଳାଫଳ ଏପରି ଭ-ୟଙ୍କ-ର ହେବ ବୋଲି ସେ କ-ଳ୍ପ-ନା କରି ନଥିଲେ ।

Google

କୁହାଯାଏ ନି-ଆଁ ସହ କେବେବି ଖେଳିବା ଉଚିତ ନୁହେଁ । ଏହା ସହ ମଜାକରିବା ଏବଂ ଖେଳିବା ଦ୍ୱାରା ଲୋକମାନେ ବହୁତ ଅସୁବିଧାରେ ପଡିଛନ୍ତି । ଏହି ଭିଡିଓରେ ଆପଣଙ୍କୁ ଏହାହିଁ ଦେଖିବାକୁ ମିଳିବ । ଜଣେ ବ୍ୟକ୍ତି କ୍ଷେ-ତରେ କାମ କରିବା ଲାଗି ନି-ଆଁ ଜ-ଳା-ଇଥିଲେ । କିଛି ସମୟ ପରେ ସେ ସେହି ନି-ଆଁରେ କିରୋସିନ ଢାଳିବାକୁ ଲାଗିଲେ । ସେ ମଜାଳିଆ ଶୈଳୀରେ କି-ରୋସି-ନ ଢା-ଳୁଥା-ଏ । କିନ୍ତୁ ସେହି ସମୟରେ ନି-ଆଁର କିଛି ଅଂଶ ତାଙ୍କ ପାଖରେ ପଡି ଚତୁର୍ପାଶ୍ୱକୁ ବ୍ୟାପିଯାଏ । ନି-ଆଁ ଲାଗିବ ଦେଖି ସେ ଡ-ରିଯା-ଇ ଦୌଡ଼ିବାକୁ ଲାଗେ । ତ ସର୍ବପ୍ରଥମେ ଆପଣ ଏହି ଭିଡ଼ିଓଟିକୁ ଦେଖନ୍ତୁ ।

https://twitter.com/HldMyBeer/status/1381635012441825281?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1381635012441825281%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fman-play-with-fire-then-what-happened-watch-viral-video-615743.html

ଏହି ଭିଡ଼ିଓଟିକୁ ଦେଖି ଆପଣମାନେ ଜାଣିପାରିଥିବେ ଯେ ନି-ଆଁ ସହ ମଜାକରିବା ଉଚିତ ନୁହେଁ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରେ ଏହି ଭିଡ଼ିଓଟିକୁ ‘ ହୋଲଡ଼ ମାଇ ବି-ଅ-ର ‘ ନାମକ ଏକାଉଣ୍ଟରେ ସେୟାର କରାଯାଇଛି ତାହା ସହ କିଛି ମଜାଳିଆ କ୍ୟାପସନ ମଧ୍ୟ ଲେଖାଯାଇଛି । ଏହି ଭିଡ଼ିଓଟି ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଖବର ଲେଖା ହେବା ପୂର୍ବରୁ ଏହି ଭିଡ଼ିଓଟିକୁ 14 ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଲୋକମାନେ ଏହି ଭିଡ଼ିଓ ଉପରେ ଅନବରତ କମେଣ୍ଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *