ଯେତେବେଳେ କୁକୁଡା ପିନ୍ଧିଥାଏ କ-ଣ୍ଡୋ-ମ ସେତେବେଳେ ଏପରି ଅଣ୍ଡା ହୋଇଥାଏ, ସୋଶି-ଆଲ ମିିଡି-ଆରେ ଏହି ଅଣ୍ଡା ବହୁ ମାତ୍ରାରେ ଭାଇ-ରାଲ ହେଉଛି।

ସୋଶି-ଆଲ ମିଡି-ଆ ଏକ ଏପରି ଯାଗା ଅଟେ ଯେଉଁଠି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ। କିଛି ଏପରି ଜିନିଷ ଥାଏ ଯାହାକୁ ବିଶ୍ବାସ କରିବା ଅସମ୍ଭବ ହୋଇଥାଏ। କେତେକ ଜିନିଷ ଏଡିଟ ମଧ୍ୟ କରି ଭାଇ-ରାଲ କରା ଯାଇଥାଏ। ଏହି ସମୟରେ ସୋଶି-ଆଲ ମିଡି-ଆରେ ଏକ ଅଣ୍ଡାର ଫଟୋ ଭାଇ-ରାଲ ହେଉଛି। ଯେଉଁ ଅଣ୍ଡାରେ କେଶର ନାହିଁ। ବିନା କେଶରର ଅଣ୍ଡା ଏବେ ଭାଇ-ରାଲ ହେଉଛି। କିଏ ଏହାକୁ ପାଇଲସ୍ କହୁଛି ତ ଆଉ କିଏ କୁକୁଡା କ-ଣ୍ଡୋ-ମ ବ୍ୟବହାର କରୁଛି ବୋଲି ଏପରି ଅଣ୍ଡା ହେଉଛି କହୁଛନ୍ତି।

ଭାଇ-ରାଲ ହେଉଥିବା ଏହି ଅଣ୍ଡାର କେଶର ନାହିଁ କେବଳ ତାର ଧଳା ଅଂଶ ରହିଛି। ଏହି ଅଣ୍ଡା କୁ ଦେଖି କେତେ ଲୋକ କେତେ ପ୍ରକାରର କମେଣ୍ଟ କରୁଛନ୍ତି, କିଏ କହୁଛି ଏହା ପାଇଲସ୍ ତ ଆଉ କିଏ କହୁଛି ମିଛ। ସେହି ସମୟରେ ଅନ୍ୟ କେତକ କମେଣ୍ଟରେ କହୁଛନ୍ତି କୁକୁଡା କ-ଣ୍ଡୋ-ମ ବ୍ୟବହାର କରୁଛି ବୋଲି ଏପରି ଅଣ୍ଡା ଦେଉଛି।

ଲୋକମାନେ ଏହି ଅଣ୍ଡାକୁ ଜିମ ଫ୍ରିକ୍ସଙ୍କ ପାଇଁ ବେଷ୍ଟ କହିଛନ୍ତି। ଜିମ ଯାଉଥିବା ଲୋକ କେଶର କାଢି ଅଣ୍ଡା ଖାନ୍ତି। ଲୋକମାନେ ଭାଇରାଲ ହେଉଥିବା ଏହି ଅଣ୍ଡାକୁ ଜିମ ଯାଉଥିବା ଲୋକମାନଙ୍କ ପାଇଁ ବେଷ୍ଟ କହିଛନ୍ତି। ଏବେ ଲୋକମାନଙ୍କୁ କେଶର ଫୋପାଡିବାର ଆବଶ୍ୟକ ନାହିଁ।

କିଛି ଜଣ ଏହି ଅଣ୍ଡାକୁ ଚାଇନିଜ ବୋଲି କହୁଛନ୍ତି। ଏହି ଫଟୋକୁ କେତେ ଥର ସେୟାର କରାଯାଇଛି। ବର୍ତ୍ତମାନ ଏପର୍ଯ୍ୟନ୍ତ ଜଣା ପଡି ନାହିଁ କି ସେ ଅଣ୍ଡା ଫେକ କି ସତ। ଲୋକମାନେ ଏହାକୁ ବହୁ ମାତ୍ରାରେ ସେୟାର କରୁଛନ୍ତି।

ଅଣ୍ଡାର କେଶରରେ ପୋଷକ ତତ୍ବ ରହିଥାଏ, କେଶର ଖାଇବା ଦ୍ବାରା ହାଡ ମଜବୂତ ହୋଇଥାଏ। ଏଥିରେ ଥିବା ଫ୍ୟାଟରୁ ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଏହାପରେ ବି ଜିମ ଲୋକମାନେ କେଶର ବାହାର କରି ଅଣ୍ଡା ଖାଇଥାନ୍ତି।

ଯେଉଁ ଲୋକମାନେ ଜଳଖିଆରେ ଅଣ୍ଡାର ଧଳା ଅଂଶକୁ ଖାଇଥାନ୍ତି, ସେମାନଙ୍କର ତିବ୍ରରେ ଓଜନ କମିଥାଏ। ଅଣ୍ଡାରେ ଥିବା ପ୍ରୋଟିନ ପାଇଁ ପେଟ ଭରା ଭରା ରହିଥାଏ। ଏମିତିରେ ଲୋକମାନେ କମ ଖାଦ୍ୟ ଖାଇଥାନ୍ତି ଏବଂ ଏଥିରେ ଓଜନ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ ହୋଇଥାଏ।

କେତେକ ଲୋକମାନଙ୍କୁ ଅଣ୍ଡାର କେଶର ଖାଇବାକୁ ପସନ୍ଦ ଲାଗେ କିନ୍ତୁ ଓଜନ ହ୍ରାସ ପାଇଁ ସେମାନେ କେଶର ଫୋପାଡି ଦିଅନ୍ତି। କିନ୍ତୁ ଭାଇ-ରାଲ ହେଉଥିବା ଅଣ୍ଡାରେ କେଶର ନାହିଁ। ତେଣୁ ଏହାକୁ ଫୋପାଡିବାର କୌଣସି ଆବଶ୍ୟକ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *