ପାଞ୍ଚ ବର୍ଷର ଝିଅ ସବୁଦିନ ସନ୍ଧ୍ୟାରେ ଘରୁ ହୋଇଯାଉଥିଲା ନିଖୋଜ, ବାପା ଝିଅ ପଛରେ ଗଲେତ ସାମ୍ନାକୁ ଆସିଲା ସତ

କୁହାଯାଇଥାଏ କି ପିଲା ମଧ୍ୟରେ ଭଗବାନ ଥାନ୍ତି ଏଥିପାଇଁ ପିଲା ଦୟାଳୁ ଏବଂ କୋମଳ ହୋଇଥାନ୍ତି। ପିଲାଙ୍କ ମଧ୍ୟରେ ଏତେ ମଣିଷତ୍ବ ଥାଏ କି ନିଜ ଉପରେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏମିତି ମଧ୍ୟ ଥରେ ପାଞ୍ଚ ବର୍ଷର ଝିଅ ଠାରେ ଦେଖାଯାଇଛି। କହିଦେବାକୁ ଚାହୁଁଛୁ କି ପ୍ରତିଦିନ ଏହି ଝିଅ ଖାଇ ସାରିବା ପରେ ନିଖୋଜ ହୋଇଯାଏ।

ଯାହା ବିଷୟରେ ତାର ମାତା ପିତାଙ୍କୁ ମଧ୍ୟ କିଛି ଜଣା ନଥିଲା। ପାଖାପାଖି ତିନି ଚାରି ଦିନ ପର୍ଯ୍ୟନ୍ତ ଯେବେ ପିତା ତା ଝିଅକୁ ଘରେ ଦେଖିନଥିଲା ତ ସେ ନିଜ ଝିଅ ପଛରେ ଯିବା ପାଇଁ ଭାବି ଥିଲେ । ଝିଅଟି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ଗାଏବ ହୋଇଯାଉଥିଲା ଯେବେ ତାର ପିତା ଟମ ତାକୁ ପିଛାକରିଥିଲେ। ଯେବେ ତାଙ୍କୁ ସତ୍ୟ ଜଣା ପଡିଥିଲା ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଟମ ଏହା ପରେ ପୋଲିସ କୁ ଜଣାଇଥିଲେ ଏବଂ ତାପରେ ମିଡିଆକୁ କହିଥିଲେ ତାଙ୍କର ଝିଅ ଏତେ ଛୋଟ ହୋଇକି ବି ଏମିତି କଣ କାମ କରୁଛନ୍ତି ସେ ଜାଣିପାରୁ ନଥିଲେ।

ଝିଅକୁ ଏକଲା ଆସିବା ପାଇଁ ମିଳୁଥିଲା ନୋଟ:

ଯେବେ ଟାମ ଏବଂ ତାଙ୍କ ପତ୍ନୀ ଦେଖିଥିଲେ କି ତାଙ୍କ ଝିଅ ପ୍ରତିଦିନ ସନ୍ଧ୍ୟାରେ ଗାଏବ ହୋଇଯାଉଛି । ସେମାନେ ତାଙ୍କ ଝିଅକୁ ପଚାରିଥିଲେ କିନ୍ତୁ ତାଙ୍କ ଝିଅ କିଛି କହିନଥିଲେ। ଯେବେ ଲଗାତାର ପଞ୍ଚମ ଦିନ ବାହାରକୁ ଗଲାତ ଟାମ ତାଙ୍କ ଘରର ତଲାସି ନେଇଥିଲେ। ଟାମକୁ ତାଙ୍କ ଝିଅଙ୍କର ତକିଆରେ ଥିବା ଗୋଟେ କାଗଜ ର ପର୍ଚିରେ ଲେଖା ହୋଇଥିବା ଗୋଟେ ନୋଟ ମିଳିଥିଲା।

ନୋଟ ରେ ଲେଖାଯାଇଥିଲା କି, ସନ୍ଧ୍ୟାରେ ଠିକ ସାଢ଼େ ଛଅଟା ରେ ପଡିଆର ପଛ ପଟ ଘରକୁ ଆସିଯିବ ଏବଂ ସୁନିଶ୍ଚିତ କରିବ କି ତୁମେ ଏକଲା ଅଛ। ଏହାକୁ ପଢିକି ଟାମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ କିଛି ବୁଝା ପଡ଼ିନଥିଲା କି ତାଙ୍କ ଝିଅ କୁ ଏମିତି କିଏ ଡାକୁଛି। ଏଥି ପାଇଁ ତାଙ୍କ ଝିଅ ଏମା ର ପିଛା କରିଥିଲେ।

ଘର ପଛ ଜଙ୍ଗଲରେ ହୋଇ ଯାଉଥିଲା ଗାଏବ:

ଷଷ୍ଠ ଦିନ ୬ଟା ସମୟ ଠାରୁ ନଜର ରଖିବା ଆରମ୍ଭ କରିଥିଲେ ଟାମ । ଟାମ ଦେଖିଥିଲେ କି ଏମା ଘରୁ ବାହାରି କୋଉଠି ନିଖୋଜ ହୋଇଗଲେ। ହେଲେ ବି ନୋଟରେ ଯେଉଁ ଘର ବିଷୟରେ ଲେଖାଯାଇ ଥିଲା ଟାମ ତାହା ଜାଣିଥିଲେ ଏଥିପାଇଁ ଏମାକୁ ଖୋଜିବା ମୁସ୍କିଲ ହୋଇନଥିଲା। ସେହି ଘର ଟାମ ଙ୍କର ଜେଜେବାପା ଓ ଜେଜେମା ଙ୍କ ର ଥିଲା। ଯେଉଁ ଠାରେ ୫୦ ବର୍ଷ ଧରି କେହି ରହୁନଥିଲେ। ସେଠାରେ ପହଞ୍ଚି ଟାମ ଦେଖିଲେ କି କିଏ ବାଲ୍କୁନି ରେ ଏମାର ଅପେକ୍ଷା କରିଛି।

ଯେମିତି ସେଠାରେ ପହଞ୍ଚି ଯାଇଥିଲା ତାକୁ ଭିତରକୁ ଡ଼ାକି କବାଟ ବନ୍ଦ କରିଦେଇ ଥିଲା। ଟାମ ଘରର ପଛ ପଟ ଦେଇ ଭିତରକୁ ଯାଇ ଗୋଟେ ମହିଳାର ପାଟି ଶୁଣିବାକୁ ପାଇଲେ। ଟାମ ଦେଖିଲେ କିଛି ସମୟ ପରେ ଏମା ସେଠାରୁ ପଳାଇଗଲା। ଏମା ଯିବା ପରେ ଟାମ ସେ ଘରକୁ ଯାଇଥିଲେ ଏବଂ ସେ ମହିଳା କୁ ଦେଖିଥିଲେ। ସେଠାରେ ଦୃଶ୍ୟ ଦେଖି ଟମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘରେ ୨୦ ରୁ ଅଧିକ କୁକୁର ଥିଲେ:

ଟାମ ଯେବେ ଘର ଭିତରକୁ ଦେଖିଲେ ତ ୨୦ ରୁ ଅଧିକ କୁକୁର ଦେଖିବାକୁ ପାଇଲା। ଏବଂ ସେଠାରେ ଏକ ବୁଢ଼ୀ ବସିଥିଲା। ବାରମ୍ବାର ପଚାରିଲା ପରେ ବୁଢ଼ୀ ଲୋକଟି କାନ୍ଦି କାନ୍ଦି ଟାମ କୁ
ସବୁ ସତ କଥା କହିଲା। ସେ କହିଥିଲେ କି ଏମାର ସ୍କୁଲ ପାଖ ବ୍ରୁଦ୍ଧାଶ୍ରମରେ ରହୁଥିଲେ ।

କିନ୍ତୁ ସେଠାରେ ସେ ରହି ପାରିଲା ନାହିଁ ଯେଉଁଥିପାଇଁ ସେଠାରୁ ପଳେଇ ଆସିଥିଲେ। ସେଥିପାଇଁ ତାକୁ ଲୁଚି ରହିବାକୁ ପଡ଼ିଥିଲା । ଏକ ବର୍ଷ ଧରି ତାଙ୍କ ଗଳିରେ ଏହି କୁକୁର ମାନଙ୍କ ସହ ରହି ଆସୁଥିଲେ। ପୁଣି ତାଙ୍କୁ ଏମା ମିଳିଥିଲା। ବୁଢ଼ୀ ଲୋକଟିକୁ ଏହି ଘର ରହିବାକୁ ଦେଇଥିଲେ। ଏବଂ ସମସ୍ତ ବ୍ୟବସ୍ଥା କରିଦେଇଥିଲେ।

ନିଜ ଭାଗର ଖାଦ୍ୟ ମଧ୍ୟ ଆଣି ଦେଇଥିଲେ:

ବୁଢି ଲୋକଟି ଟାମ ଙ୍କୁ କହିଥିଲେ କି ତାଙ୍କ ଖାଇବାର କମ ହଉ ଥିଲା। ଏମା ତାଙ୍କ ଭାଗର ଖାଦ୍ୟ ବଞ୍ଚାଇ ସନ୍ଧ୍ୟାରେ ତାକୁ ନେଇ ଆସୁଥିଲା। କିନ୍ତୁ ଏଥିରେ ମଧ୍ୟ ସମସ୍ତ କୁକୁର ଏବଂ ତାଙ୍କର ଭରଣ ପୋଷଣ କରିବା ମୁସ୍କିଲ ହୋଇପଡୁଥିଲା। ଏହା ଶୁଣି ଟାମ ଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ଘରକୁ ଯାଇ ଝିଅକୁ କୁଣ୍ଢାଇ ପକାଇ ଥିଲେ ।

ଏହା ପରେ ଟାମ ଏବଂ ତାଙ୍କ ପତ୍ନୀ ବୁଢ଼ୀ ଲୋକଟିର ସାହାଯ୍ୟ କରିବା ପାଇଁ ନିଷ୍ପତି ନେଇଥିଲେ। ସେମାନେ ବୁଢୀ ଲୋକ ଟିକୁ ନିଜ ଘରେ ରହିବାକୁ ଦେଇଥିଲେ। ସାଥିରେ ପ୍ରତ୍ୟେକ ଦିନ ସବୁ କୁକୁରଙ୍କୁ ଖାଇବା ପାଇଁ ବ୍ୟବସ୍ଥା ମଧ୍ୟ କରିଥିଲେ। ଏମା ଙ୍କ ପରିବାର ଏବେ ୪୦ କୁକୁରଙ୍କୁ ପାଳୁଛନ୍ତି ଏବଂ ୧୫ଟି କୁକୁରଙ୍କୁ ଲୋକମାନେ ନେଇଯାଇଛନ୍ତି। ଏହି ସବୁ ଗୋଟେ ଛୋଟ ଝିଅ ଏମା ଯୋଗୁ ହିଁ ସମ୍ଭବ ହୋଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *