ଷ୍ଟିଲର ବଲ ନୁହେଁ, ଏହା ହେଉଛି ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ, ୧ ଗ୍ରାମର ମୂଲ୍ୟରେ କିଣାଯାଇ ପାରିବ ୧୦୦ ଗୋଟି ଛୋଟ ଦେଶ

ଆଜିର ସମୟରେ ସୁନା-ରୂପାର ମୂଲ୍ୟ ଆକାଶ ଛୁଇଁବାକୁ ଲାଗିଲାଣି | ଲୋକମାନେ ସବୁ ଜିନିଷର ଅଧିକ ମୂଲ୍ୟକୁ ନେଇ ଚିନ୍ତିତ ଅଛନ୍ତି | ସୁନା ଏବଂ ହୀରାର ମୂଲ୍ୟ ତ ଆପଣଙ୍କୁ ଜଣାଥିବ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଦୁନିଆରେ ଏପରି ଏକ ଜିନିଷ ରହିଛି ଯାହା ଏତେ ମୂଲ୍ୟବାନ ଯେ ଏହାର ଏକ ଗ୍ରାମ ମୂଲ୍ୟରେ ଆପଣ ଶହେ ଗୋଟି ଛୋଟ ଛୋଟ ଦେଶ କିଣି ପାରିବେ | କେବଳ ଏତିକି ନୁହେଁ ଆପଣ ଚାହିଁଲେ ମାତ୍ର ଏତିକି ମୂଲ୍ୟରେ ଆପଣ ପାକିସ୍ତାନ ୫ ଦେଶ ସହଜରେ କିଣି ପାରିବେ | ଏହି ବସ୍ତୁଟି ହେଉଛି ଏଣ୍ଟିମେଟର | ଆପଣ ମଧ୍ୟ ଭାବୁଥିବେ ଯେ ଏପରି କେଉଁ ଜିନିଷ ଅଛି ଯାହା ଏତେ ଅଧିକ ମୂଲ୍ୟ ଅଟେ |

ଆଜିର ସମୟରେ ଦର ଦାମ ବୃଦ୍ଧି ସମସ୍ତଙ୍କୁ ଚିନ୍ତିତ କରି ରଖିଛି | ଆପଣ ସୁନା ଏବଂ ହୀରାର ମୂଲ୍ୟ ଜାଣି ହିଁ ଥିବେ | ଆଜିର ସମୟରେ ଏହାକୁ କିଣିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି |

ସୁନା ଏବଂ ହୀରାରୁ ଲକ୍ଷ ଲକ୍ଷ ଗୁଣା ଅଧିକ ମୂଲ୍ୟବାନ ଜିନିଷ ହେଉଛି ଏଣ୍ଟିମେଟର | ଏହା ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ ଅଟେ | ଏହାକୁ ପ୍ରତିପଦାର୍ଥ ମଧ୍ୟ କୁହାଯାଇଥାଏ | ଏହା ଏପରି ଏକ ଜିନିଷ ଯାହାକୁ ଅନେକ ଆଣ୍ଟିଜେନକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ |

ଏଣ୍ଟିମେଟରକୁ ପାଜିଷ୍ଟ୍ରନ, ପ୍ରତି-ପ୍ରୋଟନ, ପ୍ରତି-ନ୍ୟୁଟ୍ରନରୁ ତିଆରି କରାଯାଇଛି | ଏହି ପ୍ରତି-ପ୍ରୋଟନ ଏବଂ ପ୍ରତି-ନ୍ୟୁଟ୍ରନ ପ୍ରତି କ୍ଵାର୍କୋରେ ତିଆରି କରାଯାଇଥାଏ | ଏହାର ଏକ ଗ୍ରାମର ମୂଲ୍ୟରେ ପାକିସ୍ତାନ ପରି ଦୁଇଗୋଟି ଦେଶ କିଣାଯାଇ ପାରିବ |

ରିପୋର୍ଟ ମୁତାବକ, ଏଣ୍ଟିମେଟରର ଏକ ଗ୍ରାମ ମୂଲ୍ୟ ୩୧ ଲକ୍ଷ ୨୫ ହଜାର କୋଟି ଟଙ୍କା ଅଟେ | ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହା ଏତେ ମୂଲ୍ୟବାନ କାହିଁକି ?ବାସ୍ତବରେ ଏହାର ଉତ୍ତର ନାସା ଦେଇଛି |

ଏହାକୁ ନିର୍ମାଣ କରିବା ପାଇଁ ବହୁତ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ଯେଉଁଥିପାଇଁ ଏହା ଏତେ ଅଧିକ ମୂଲ୍ୟବାନ ହୋଇଥାଏ | ରିପୋର୍ଟ ମୁତାବକ ୧ ମିଲିଗ୍ରାମ ତିଆରି କରିବା ପାଇଁ ୧୬୦ କୋଟି ତାଙ୍କ ଖର୍ଚ୍ଚ ହୋଇଯାଇଥାଏ | ଏଥିସହିତ ଏତେ ଅଧିକ ମୂଲ୍ୟ ହୋଇଥିବାରୁ ଏହାର ସୁରକ୍ଷାରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ |

ଏହାକୁ ନାସା ପରି ସଂସ୍ଥାନରେ ରଖାଯାଇଥାଏ ଏବଂ ଏହା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅନେକ ସିକ୍ୟୁରିଟି ଦେଇ ଅତିକ୍ରମ କରିବାକୁ ପଡିଥାଏ | ମାତ୍ର କିଛି ଲୋକ ଏବଂଟୀମେଟର ପର୍ଯ୍ୟନ୍ତ ପହଞ୍ଚିପାରିଥାନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *