ସକାଳୁ ଉଠୁ ଉଠୁ ହିଁ ବୋଲିଦିଅନ୍ତୁ କେବେଳ ଏହି ୨ଟି ଶବ୍ଦ ଇଚ୍ଛା ପୁରୁଣ ହେବ ବିନା ପୂଜାରେ ମହାଦେବ ହେବେ ପ୍ରସନ୍ନ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ସକାଳୁ ଉଠୁ ଉଠୁ ହିଁ କହିଦିଅନ୍ତୁ କେବଳ ୨ ଟି ଶବ୍ଦ ଇଛା ପୂରଣ ହୋଇଯିବ। ବିନା ପୂଜାରେ ଭଗବାନ ଶିବ ହେବେ ପ୍ରସନ୍ନ। ତେବେ ଆସନ୍ତୁ ଜାଣିବା।

ଏହି ଅଭିଯୋଗ ରହିଥାଏ କି ତାଙ୍କ ଘରେ ଅଚାନକ ଅଶୁଭ ବା ଧନ ହାନିର ପରିବର୍ତ୍ତନ ହେଉଛି। ଯେମିତିକି କାମ ବନୁ ବନୁ ବିଗିଡି ଯାଉଛି। କୌଣସି ବି କାମ ତାଙ୍କ ଇଛା ଅନୁସାରେ ହେଉନାହିଁ। ଏବଂ ତାଙ୍କ ଘରର ମାହଲବି ନକରାତ୍ମକତା ହୋଇଗଲାଣି କି ନିଜ ଘରେ ହିଁ ତାଙ୍କୁ ଅଲଗା ପ୍ରକାରର ଅଣନିଶ୍ୱାସୀ ଭଳି ଲାଗୁଛି।ଏବଂ ଆପଣ ଯଦି ଏହି ସବୁରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କିମ୍ବା ପିଛା ଛଡେ଼ଇବାକୁ ଚାହୁଁଛନ୍ତି ତ କରନ୍ତୁ ଏହି ଗୋଟିଏ ଉପାୟ। ଆପଣଙ୍କ ମନ କୌଣସି ବି କାର୍ଯ୍ୟରେ ଲାଗୁନାହିଁ ବା କୌଣସି ବି କାମରେ କେବଳ ଆପଣଙ୍କ ମନକୁ ଖରାପ ଭାବନା ଆସୁଛି ଦିନମାନ ଟେନସନ ଭଳି ରହୁଛି ତ ତାହା ପରିବାରକୁ ନେଇ ହେଉ କିମ୍ବା ଧନ ସମ୍ବଦ୍ଧିତ ଚିନ୍ତା ହେଉ ତ ଆପଣ ବାସ କରନ୍ତୁ ଏହି ଉପାୟ। ଆପଣଙ୍କୁ ଖାଲି ଦରକାର ଅଛି ସକାଳୁ ଉଠି ଏହି ଦୁଇଟି ଶବ୍ଦ ବୋଲିବା ପାଇଁ। ବନ୍ଧୁଗଣ କିଏବା ଚାହେଁ ନାହିଁ କି ତାଙ୍କୁ ଭୋଳାନାଥଙ୍କର ହର ହର ମହାଦେବଙ୍କର କୃପା ମିଳୁ। ଯଦି ଆପଣ ଚାହୁଁଛନ୍ତି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଏମିତିତ ଭୋଳାନାଥ କେବଳ ପୂଜା ପାଠରେ ଓ ପୁରା ମନରେ ଜଳ ଅର୍ପଣ ବା ପ୍ରାର୍ଥନା କରିବାରେ ହିଁ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର ଭକ୍ତଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି। କିନ୍ତୁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ କି ପ୍ରତିଦିନ ସକାଳୁ ସକାଳୁ ଉଠୁ ଉଠୁ ହିଁ ଆପଣଙ୍କୁ ବାସ ଏହି ଶବ୍ଦ ବୋଲିବାର ଅଛି। ଏବଂ ଏହା କରିବା ଦ୍ୱାରା ଆପଣଙ୍କର ଯାହାବି ଇଛା ଥିବ ତାହା ନିଶ୍ଚୟ ପୁରା ହେବ। ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ତାହା ପାଇଁ କେବଳ ଆପଣଙ୍କୁ ବାସ ଏହି ଦୁଇଟି ଶବ୍ଦ ବୋଲିବାର ଅଛି। ଓ ବିନା ପୂଜା ପାଠରେବି ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନା ବି କରିପାରିବେ ନାହିଁ। ବନ୍ଧୁଗଣ ଭୋଳାନାଥ ଓ ମା ଗୌରୀ ସବୁବେଳେ ନିଜର ଭକ୍ତଙ୍କ ଉପରେ କୃପା ବର୍ଷା କରାଇଥାଆନ୍ତି। ଏହି ଦୁହିଁଙ୍କ ମଧ୍ୟରୁ ଯଦି ଆପଣ କେବଳ ଜଣଙ୍କୁ ହିଁ ଖୁସି କରିଦିଅନ୍ତି ତ ଆପଣଙ୍କୁ ସେହି ଲାଭ ଏବଂ ଆଶୀର୍ବାଦ ମିଳିଥାଏ ଯାହା ଆପଣ ଆପଣଙ୍କ ଜୀବନରେ ଚାହିଁଥାନ୍ତି।ପ୍ରତିଦିନ ସକାଳର ସମୟରେ ଆମେ ଯେଉଁ ଶବ୍ଦ କହିବୁ ତାକୁ ନିଶ୍ଚୟ ହିଁ ସକାଳୁ ସକାଳୁ ଉଠୁ ଉଠୁ ହିଁ ବୋଲିବେ। ଯଦି ଆପଣ ଏକ ବିଦ୍ୟାର୍ଥୀ ଅଟନ୍ତି ମାନେ ଛୋଟ ପିଲା ଅଟନ୍ତି ତ ଆପଣ ଏହି ଉପାୟକୁ ନିଶ୍ଚୟ କରିପାରିବେ। କେବଳ ଘରର ବଡ଼ ଲୋକଙ୍କ ପର୍ଯ୍ୟନ୍ତ ନୁହେଁ। ୟାକୁ ଘରର ଛୋଟ ପିଲା ବି ଏହି ଉପାୟ କରିପାରିବେ। ଏବଂ ଏହା କରିବା ଦ୍ୱାରା ଆପଣଙ୍କ ମାନସିକ ବିକାଶ ଏତେ ମଜବୁତ ହେବ ଯେ ଆପଣଙ୍କୁ ପଢିବାରେ ଆଗ୍ରହ ପ୍ରତିଦିନ ବଢି ବଢି ଚାଲିବ। ଆପଣଙ୍କୁ ଆପଣଙ୍କ ପରୀକ୍ଷାରେ ଭଲ ସଫଳତା ମିଳିବ। ଘରର ସ୍ତ୍ରୀ ମାନେବି ଏହି ଉପାୟକୁ ନିଶ୍ଚୟ କରିବେ। ଆପଣଙ୍କୁ ଖାଲି ସକାଳୁ ସକାଳୁ ଏହା ବୋଲିବାର ଅଛି। ଏବଂ ଏହା ପାଇଁ ଆପଣଙ୍କୁ ସକାଳୁ ସକାଳୁ ସ୍ନାନବି କରିବାର କିଛି ଅବଶ୍ୟକତା ନାହିଁ।

ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଥିବା କାମରେ ଆପଣଙ୍କୁ ସ୍ୱଚ୍ଛତା ବା ସଫା ସୁତରାର ଧ୍ୟାନ ରଖିବାକୁ ପଡିଥାଏ ଏବଂ ସ୍ନାନ କରି ସାରି ସ୍ୱଚ୍ଛ ସଫା କପଡା ବି ପିନ୍ଧିବାକୁ ପଡିଥାଏ। ଏବଂ ତାପରେ ହିଁ ଆପଣ ଏହି ଉପାୟ କରିଥାନ୍ତି। କିନ୍ତୁ ଆଜି ଯାହା ଆମେ ଆପଣଙ୍କୁ କହିବୁ ବା କହିବାକୁ ଯାଉଛୁ ତାହାର ଉତ୍ତର କେବଳ ଦୁଇଟି ଶବ୍ଦ। ଯାହାକୁ ଆପଣ ସକାଳ ସମୟରେ ଉଠୁ ଉଠୁ ହିଁ କହିବାର ଅଛି। ଯଦି ସ୍ତ୍ରୀମାନେ ଏହି ଉପାୟ କରନ୍ତି ଯିଏ ଘରେ ନୂଆ ବାହା ହୋଇ ଆସିଥିବେ ଯିଏ ନୂଆ ବହୁ ଅଛନ୍ତି ସେମାନେ ସକାଳର ସମୟରେ ଯଦି ବୋଲନ୍ତି ତ ଆପଣଙ୍କର ଏକ ଉତ୍ତମ ସୁନ୍ଦର ସନ୍ତାନ ଜନ୍ମ ହେବ। ଆପଣଙ୍କ ଘର ପାଇଁ ସବୁଠାରୁ ଭାଗ୍ୟଶୀଳ ସିଦ୍ଧ ହେବ।ଏବଂ ଆପଣଙ୍କ ବୈବାହିକ ଜୀବନ ବହୁତ ଭଲରେ କଟିବ। ଆପଣଙ୍କୁ ଏତେ ଶୁଭ ଫଳ ମିଳିବ ଯେ ଯାହାର ଆପଣ କେବେ କଳ୍ପନା ବି କରିନଥିବେ। ଏହି ପ୍ରକାରର ବୟସ୍କ ଲୋକେ ମାନେ ଘରର ଗୁରୁଜନ ଲୋକେବି ନିଜର ଦିର୍ଘାୟୁ ପାଇଁ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏବଂ ନିଜର ଯଦି ବ୍ୟାପାର ଥିବ ତାକୁ ବଢ଼ାଇବା ପାଇଁ ଆପଣ ମାନେ ଏହି ଉପାୟ କରିବେ। ବା ଯଦି କେଉଁ ବ୍ୟକ୍ତି ନିଜର ଜୀବନକୁ ଉତ୍ତମ ଭଲ କରିବା ପାଇଁ ବା କିଛି ଇଛାକୁ ପୂରଣ କରିବା ପାଇଁ ଚାହୁଁଥିବେ ଓ କେଉଁ ଉପାୟ ଯଦି ଆପଣ ଚାହୁଁଥିବେ ତ ଏହି ଉପାୟ ମାନେ ଏହି ଦୁଇଟି ଶବ୍ଦକୁ ସକାଳୁ ଉଠି ନିଶ୍ଚୟ ପ୍ରୟୋଗ କରି ଦେଖନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଭୋଳାନାଥଙ୍କର କୃପା ମିଳିବ। ଭଗବାନ ଶିବ ଙ୍କର ଆଶୀର୍ବାଦ ସେହି ବ୍ୟକ୍ତିକୁ ପ୍ରାପ୍ତ ହୋଇଥାଏ। ଏବଂ ଆପଣଙ୍କ ଜୀବନରେ ସବୁ ପ୍ରକାରର ସଫଳତା ଆପଣଙ୍କୁ ମିଳିଥାଏ।

ତ ବନ୍ଧୁଗଣ ଆପଣଙ୍କୁ କରିବାର ଖାଲି ଏହା ଅଛି କି ସକାଳୁ ସକାଳୁ ଉଠୁ ଉଠୁ ସବୁଠାରୁ ପ୍ରଥମେ ଦେବତା ମାନଙ୍କର ଧ୍ୟାନ କରିବା ଉଚିତ। ତାହା ଛଡା ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ଦେବତାଙ୍କର ପୂଜା ପାଠରୁ ହିଁ କରିବା ଉଚିତ। ଯାହା ଦ୍ୱାରା ଆପଣଙ୍କୁ ଠିକ ଓ ଶୁଭ ଫଳ ମିଳିବ। ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ଭିତରେ ସବୁ ଭଲ କାମ ଦେଖିବାକୁ ମିଳିବ। ଆପଣଙ୍କୁ ସକାଳୁ ଏହି ଦୁଇ ହାତ ଯୋଡି ଏହି ଶବ୍ଦ କହିବାର ଅଛି। ଯାହା କିଛି ଏହି ପ୍ରକାରର ଅଟେ।”ଓଁମ ସଂଭବେ ନମଃ।” ଏହା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପରେ ଆପଣଙ୍କ କୁଣ୍ଡଳୀରେ ଯେଉଁ ଦୋଷ ଥିବ ତାହାବି ମଧ୍ୟ ଦୂର ହୋଇଯିବ। ଏହା ଛଡା ଆପଣ ଦୁଇ ହାତ ଯୋଡିକି ଏହି ମନ୍ତ୍ରର ବି ଜପ କରିବା ଉଚିତ। ମନ୍ତ୍ର ହେଲା। “ଓଁ ତ୍ରୟମ୍ବକମ ୟଜାମହେ ସୁଗନ୍ଧି ପୁଷ୍ଟି ବର୍ଦ୍ଧନମ ଉର୍ବାରୁକମିବ ବଦ୍ଧନାତ ମୃତ୍ୟୁମୂର୍ଖୀୟ ମାମୃତାତ।”ଏହି ମନ୍ତ୍ର କୁ ସଂଜୀବନି ମନ୍ତ୍ର ମଧ୍ୟ କୁହାଯାଏ। ଏହା ଅତ୍ୟନ୍ତ ପ୍ରଭାବ ଶାଳୀ ମନ୍ତ୍ର ଅଟେ। ଏହାକୁ ପ୍ରଭାତରେ ଉଠି ଆଖି ଖୋଲିବା ପୂର୍ବରୁ ୩ ଥର ଜପ କରିନିଅନ୍ତୁ। ଏହାର ଉଚ୍ଚାରଣରେ ଧ୍ୱନୀରେ ଶରୀରରେ ଚାରିପଟେ ଦୈବଶକ୍ତିର ସଂଚାର ହୋଇଥାଏ। ଏହି ମନ୍ତ୍ର ଉଚ୍ଚାରଣ କରି ଶୁଣିବା ଦ୍ୱାରା ସବୁ ଅମଙ୍ଗଳ ଶକ୍ତିବି ଦୂର ହୋଇଯିବ। ଏବଂ ଆପଣଙ୍କ ଘରେ ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *