K ନାମର ଝିଅମାନଙ୍କ ଠାରେ ରହିଥାଏ ଏହି ବିଶେଷ ଗୁଣ, ଜାଣନ୍ତୁ ଏମାନଙ୍କ ସହ ଜଡିତ କିଛି ରହସ୍ୟ

ପ୍ରତ୍ୟେକ ବ୍ୟକ୍ତିର ସ୍ଵଭାବ ଅନ୍ୟ ବ୍ୟକ୍ତି ଠାରୁ ଭିନ୍ନ ହୋଇଥାଏ। ଏହା କାରଣ ରହିଛି ଯେ, ପ୍ରତ୍ୟେକ ବ୍ୟକ୍ତିର ନିଜର ଏକ ଭିନ୍ନ ପରିଚୟ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ମଧ୍ୟ ବ୍ୟକ୍ତି ଉପରେ ତା’ ନିଜ ରାଶିର ଗଭୀର ପ୍ରଭାବ ପଡିଥାଏ। ଠିକ ଏହିପରି ମଣିଷ ଉପରେ ତା’ ନାମର ପ୍ରଭାବ ମଧ୍ୟ ଦେଖୁବାକୁ ମିଳିଥାଏ। ତେବେ ଆଜି ଆମେ ଏହି ଆର୍ଟିକଲରେ ଇଂରାଜୀ K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅଙ୍କ ବିଷୟରେ ବିସ୍ତାରରେ ଜାଣିବା।

ହୁକୁମ ଚଳାଇବା:

K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅ ମାନଙ୍କୁ ଅନ୍ୟ ମାନଙ୍କ ଉପରେ ସବୁବେଳେ ହୁକୁମ ଚଲାଇବାକୁ ଭଲ ପାଇଥାନ୍ତି। ଏହି ଝିଅ ମାନଙ୍କୁ ଏହା ଟିକେହେଲେ ମଧ୍ୟ ସହ୍ୟ ହୋଇନଥାଏ ଯେ ତାଙ୍କର କୌଣସି ଜିନିଷ ଭୁଲ ହୋଇଯାଉ। ଏଥିସହିତ ଏମାନେ ଭୁଲ ହେଲେ ମଧ୍ୟ ବୁଲକୁଲ ସେହି ଜିନିଷକୁ ସହ୍ୟ କରିପାରି ନଥାନ୍ତି। ଏମାନେ ଯେତେବେଳେ ସମ୍ପର୍କରେ ରହିଥାନ୍ତି, ସେତେବେଳେ ନିଜର ପାର୍ଟନର ଉପରେ ମଧ୍ୟ ହୁକୁମ ଚଳାଇଥାନ୍ତି।

କ୍ରୋଧ:

ଏହି ଝିଅମାନେ ଛୋଟ ଛୋଟ ଜିନିଷ ଉପରେ କ୍ରୋଧ କରିଥାନ୍ତି ଏବଂ ବହୁତ ଶୀଘ୍ର ରାଗି ଯାଇଥାନ୍ତି। ଏମିତିରେ ଏମାନେ ସ୍ଵଭାବରେ ବହୁତ ଖୁସମିଜାଜ ହୋଇଥାନ୍ତି, କିନ୍ତୁ ଏମାନଙ୍କୁ କ୍ରୋଧ ଆସିଲେ କାହାର ଚିନ୍ତା କରି ନଥାନ୍ତି। ଏପର୍ଯ୍ୟନ୍ତ ଏହି ରାଗରେ ନିଜର ପିତାମାତାଙ୍କୁ ମଧ୍ୟ ଛାଡି ନଥାନ୍ତି। ତାଙ୍କର ଏହି ଦୁର୍ଗୁଣ କାରଣରୁ ଏମାନଙ୍କୁ ଅନେକଥର ନିଜର ନିକଟବର୍ତ୍ତୀ ଲୋକଙ୍କର ସହିତ ମନ ମାଳିନ୍ୟ ସହିବାକୁ ପଡିବ।

ସୁନ୍ଦର ଏବଂ ଯତ୍ନଶୀଳ:

K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ଦେଖିବାରେ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କର ସୁନ୍ଦରତାର କାରଣ ଏହି ଝିଅମାନଙ୍କର ବନ୍ଧୁ ତାଲିକା ବହୁତ ଦୀର୍ଘ ହୋଇଥାଏ କାରଣ ସମସ୍ତେ ଏମାନଙ୍କର ବନ୍ଧୁ ହେବାକୁ ଚାହିଁଥାନ୍ତି। ସୁନ୍ଦର ହେବା ସହିତ ବହୁତ ଯତ୍ନଶୀଳ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏମିତିରେ ଏମାନେ ନିଜର ପାର୍ଟନରଙ୍କ ଛୋଟରୁ ଛୋଟ ଜିନିଷ ପ୍ରତି ଯତ୍ନ କରିଥାନ୍ତି। ଏଥିସହିତ ଏମାନେ ଘର ପରିବାରକୁ ମଧ୍ୟ ବହୁତ ଭଲ ଭାବରେ ସମ୍ଭାଳିଥାନ୍ତି ଏବଂ ଶାଶୁଘରେ ମଧ୍ୟ ନିଜର ଯତ୍ନଶୀଳ ସ୍ଵଭାଵ କାରଣରୁ ସମସ୍ତଙ୍କର ବହୁତ ପ୍ରିୟ ହୋଇଥାନ୍ତି।

ବିଶ୍ୱସ୍ତ:

ଏହି ଝିଅମାନେ ପ୍ରତ୍ୟେକ ସମ୍ପର୍କ ବିଶ୍ୱସ୍ତ ହୋଇ ପାଳନ କରିଥାନ୍ତି। ଜୀବନ କଥା କହିବାକୁ ଗଲେ ଏମାନେ ନିଜ ପାର୍ଟନରଙ୍କୁ ଧୋକା ଦେବା ପାଇଁ କେତେ କେବେ ଭାବି ମଧ୍ୟ ପାରିବେ ନାହିଁ। ଏହାଛଡା ଏମାନଙ୍କର ବୈବାହିକ ଜୀବନରେ ଏମାନେ ନିଜ ସ୍ୱାମୀଙ୍କ ପ୍ରତି ପୂର୍ଣ୍ଣ ରୂପରେ ସମର୍ପିତ ଏବଂ ବିଶ୍ୱସ୍ତ ରହିଥାନ୍ତି।

ନିଜ ଅଧିକାର ପାଇଁ ଲଢ଼ୁଥିବା:

K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ସବୁବେଳେ ନିଜର ଅଧିକାରୀ ପାଇଁ ଲଢ଼ୁଥିବାର ନଜର ଆସିଥାନ୍ତି। ଜଫି ତାଙ୍କ ସହିତ କେବେ ଭୁଲ ବ୍ୟବହାର ହୋଇଥାଏ ତେବେ ଏମାନେ ଏହାକୁ ସହ୍ୟ କରିପାରି ନଥାନ୍ତି। ଅର୍ଥାତ ଏମାନେ ପ୍ରତ୍ୟେକ ଭୁଲ କାର୍ଯ୍ୟ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଥାନ୍ତି। ଏଥିସହିତ କୌଣସି ଆବଶ୍ୟକ ଥିବା ଲୋକଙ୍କୁ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି।

ସ୍ୱଚ୍ଛ ହୃଦୟ:

ଏହି ଝିଅମାନଙ୍କ ମସ୍ତିସ୍କରେ କେବେ କାହା ପାଇଁ ଭୁଲ ବିଚାର ଜନ୍ମ ନେଇ ନଥାଏ। ସ୍ୱଚ୍ଛ ମନ ଥିବା କାରଣରୁ କାହା ପ୍ରତି ଭୁଲ କଥା ଏମାନେ ଭାବି ମଧ୍ୟ ନଥାନ୍ତି। ଏମାନେ କେବେ କୌଣସି କଥା ମନ ଭିତରେ ଲୁଚାଇ ରଖି ନଥାନ୍ତି। ଏହି ଝିଅମାନେ କେବେ କାହାରିକୁ ଧୋକା ଦେବା ବିଷୟରେ ଭାବି ମଧ୍ୟ ନଥାନ୍ତି। ସେଥିପାଇଁ ଏମାନଙ୍କର ଗୁଣ କାରଣରୁ ଏମାନଙ୍କର ପାର୍ଟନର ଏମାନଙ୍କୁ ନେଇ ବହୁତ ଖୁସି ହୋଇଥାନ୍ତି।

ସବୁବେଳେ ବିଜୟ ପାଇବାକୁ ଭାବିଥାନ୍ତି:

ଏହି ଝିଅମାନେ କୌଣସି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ମନରେ କରନ୍ତି ନାହିଁ, ବରଂ ପ୍ରତ୍ୟେକ କାର୍ଯ୍ୟ ଗମ୍ଭୀରତା ସହିତ ବୁଦ୍ଧି ବିଚାରୀ କରିଥାନ୍ତି। କେବଳ ଏତିକି ନୁହେଁ, ଯଦି ଏହି ଝିଅମାନେ ଥରେ କିଛି ଜିନିଷ ସ୍ତିର କରି ନିଅନ୍ତି ତେବେ ତାହାକୁ ପୂର୍ଣ୍ଣ କରିବା ପରେ ହିଁ ଛାଡ଼ିଥାନ୍ତି। ଏମାନଙ୍କୁ ପରାସ୍ତ କେବେହେଲେ ସ୍ୱୀକାର ହୋଇନଥାଏ।

କୋମଳ ସ୍ଵଭାବ ବିଶିଷ୍ଟ:

K ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ବହୁତ ଭାବପ୍ରବଣ ହୋଇଥାନ୍ତି। ଛୋଟ ଛୋଟ କଥା ମଧ୍ୟ ଏମାନେ ନିଜ ମନକୁ ନେଇଯାନ୍ତି ଏବଂ ଭାବୁକ ହୋଇଯାଇଥାନ୍ତି।

ପ୍ରେମରେ ଗମ୍ଭୀର:

ଏମାନେ ନିଜର ସମ୍ପର୍କକୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି। ଏଥିସହିତ ପାର୍ଟନରଙ୍କ ମାମଲାରେ ବହୁତ ଗମ୍ଭୀର ରହିଥାନ୍ତି, ଏମାନଙ୍କୁ ଟିକେ ହେଲେ ପସନ୍ଦ ନଥାଏ ଯେ, କେହି ଏମାନଙ୍କର ପାର୍ଟନରଙ୍କ ନିକଟବର୍ତ୍ତୀ ହୁଅନ୍ତୁ। ଏହାଛଡା ସେ ନିଜର ପାର୍ଟନର ଖୋଜିବାରେ ବହୁତ ସମୟ ଲଗାଇଥାନ୍ତି, କାରଣ ଏମାନଙ୍କୁ ନିଜର ପାର୍ଟନରଙ୍କ ମଧ୍ୟରେ ଅନେକ ପ୍ରକାରର ଗୁଣ ଆବଶ୍ୟକ ହୋଇଥାଏ।

ଅନ୍ୟର ଖୁସି ପ୍ରତି ରହିଥାନ୍ତି ଯତ୍ନବାନ:

ଏହି ଝିଅମାନଙ୍କ ପାଇଁ ନିଜ ଘର ପରିବାରରୁ ଅଧିକ କିଛି ମଧ୍ୟ ହୋଇନଥାଏ। ଏମାନେ ନିଜ ଘରର ସମସ୍ତ ସଦସ୍ୟଙ୍କର ଖୁସିର ବହୁତ ଧ୍ୟାନ ରଖିଥାନ୍ତି। ଏଥିସହିତ ଏହା ଚେଷ୍ଟା କରିଥାନ୍ତି ଯେ କେହି ମଧ୍ୟ ଏମାନଙ୍କ ଉପରେ ନରାଗନ୍ତୁ।

ଏହି ଝିଅମାନେ କୌଣସି କାର୍ଯ୍ୟକୁ ଅଧାରେ ଛାଡି ନଥାନ୍ତି ଏବଂ ନା କୌଣସି ଅଧା କାର୍ଯ୍ୟ ଲକୁ ପସନ୍ଦ କରିଥାନ୍ତି। ଏହି ଝିଅମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଠିକତା ଆବଶ୍ୟକ ରହିଥାଏ। ଏମିତିରେ ପ୍ରତ୍ୟେକ କାର୍ଯ୍ୟ ପୁରା ପରିଶ୍ରମ ଏବଂ ଧ୍ୟାନ ଦେଇ କରିଥାନ୍ତି।

Leave a Reply

Your email address will not be published. Required fields are marked *