ସ୍ବାମୀ ଗୌତମ କିଚଲୂଙ୍କ ସାଥିରେ ମାଲଦୀପରେ ହନିମୂନ ପାଇଁ ପହଁଚିଲେ କାଜଲ ଅଗ୍ରବାଲ, ଦେଖନ୍ତୁ ସମୁଦ୍ର କୂଳର ହର୍ଟ ଫଟୋ

ବଲିଉଡ୍ ଏବଂ ଟଲିଉଡ ଆକ୍ଟର କାଜଲ ଅଗ୍ରବାଲ ଗତ ସପ୍ତାହ ରେ ବିଜନେସମୈନ ଗୌତମ କିଚଲୂ ଙ୍କୁ ବିବାହ କରିଥିଲେ। ଗୋଟିଏ ସପ୍ତାହ ର ବିବାହ ରସମ ସମାରୋହ ପରେ ନିଜର ସ୍ବାମୀ ଙ୍କ ସହ ମାଲଦୀପ ରେ ହନିମୂନ କରିବାକୁ ପହଁଚି ଛନ୍ତି କଜଲ ଅଗ୍ରବାଲ।

କାଜଲ ଏବଂ ତାଙ୍କ ସ୍ବାମୀ ହନିମୂନ ଡେସ୍ଟିନେସନ ର ଫଟୋ ସେୟାର କରିଛନ୍ତି। କୋରୋନା ଭାଇରସ ମହାମାରୀ ଭିତରେ ସେମାନେ ସୁରକ୍ଷିତ ଭାବରେ ମାଲଦୀପରେ ପହଁଚି ଏବଂ ହନିମୂନ କୁ ଏନଜୟ କରୁଛନ୍ତି।

କାଜଲ ବହୁତ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନୀଳ ସମୁଦ୍ର କୂଳ ରେ ଛିଡା ହୋଇଛନ୍ତି। ସେ ନାଲୀ ରଙ୍ଗ ର ଡ୍ରେସ୍ ପିନ୍ଧିଛନ୍ତି ଏବଂ ଗୌତମ ଧଳା ରଙ୍ଗ ର ଟି ର୍ସାଟ ସହିତ ବ୍ରାଉନ ର୍ସାଟ ପିନ୍ଧିଛନ୍ତି।

କାଜଲ ନିଜର ବ୍ୟାଗ ଏବଂ ସ୍ଲିପର ର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଏହି ସମୁଦ୍ର କୂଳର ସବୁୁଠାରୁ ଜରୁରୀ କଥା କହିଛନ୍ତି।

ଗୌତମ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି,ଏହି ଫଟୋ ରେ ସେ ସମୁଦ୍ର ରେ ଥିବା ବିଲଡିଙ୍ଗ ମଝିରେ ଛିଡା ହୋଇଛନ୍ତି। ଏହି ବିଲଡିଙ୍ଗ ମାଲଦୀପ ର ଏକ ହୋଟେଲ୍ ଅଟେ। ଗୌତମ ଏହି ଫଟୋ ରେ ଗ୍ରେ କଲର ର ଟି ର୍ସାଟ ଏବଂ ଟ୍ରାଉଜର ପିନ୍ଧିଛନ୍ତି।

ଏହି ଫଟୋ ସେୟାର କରି ଗୌତମ ଲେଖିଛନ୍ତି ” ଖୁସି ଅଛି କି ଏଠାକୁ ଦ୍ବିତୀୟ ଥର ଆସିବାର ସକ୍ଷମ ହେଲି। ଏହା ଦ୍ବାର ଜରୁରୀ ସୁରକ୍ଷା ଆପଣେଇଲୁ। ଧିରେ ଧିରେ ଆମେ ସମାନ୍ୟ ଜୀବନ ଆଡକୁ ବଢି ଚାଲିଛୁ।

ଗୌତମ ଆଉ ଏକ ଫଟୋ ସେୟାର କରି ଲେଖିଲେ ” ” ବୈକଲ୍ପିକ ବ୍ୟବସାୟ ” କାଜଲ ଏବଂ ଗୌତମ ଙ୍କର ଏହି ଫଟୋ ରେ ଅନେକ ଫାନ୍ସ କମେଣ୍ଟ୍ ରେ ବିବାହ ର ଶୁବେତ୍ସା ଜଣେଇଛନ୍ତି।

କାଜଲ ଅଗ୍ରବାଲ ପ୍ରି ଓ୍ବେଡିଙ୍ଗ ସେରିମନି ଠାରୁ ବିବାହ ପର୍ଯ୍ୟନ୍ତ ସବୁ ସମାରୋହ ର ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *