ଅଣ୍ଡରୱାଟର ବିଲାରେ କାଜଲଙ୍କର ହନିମୁନ, ଏଠାରେ ଗୋଟିଏ ରାତି ରହିବାର ମୂଲ୍ୟ ଶୁଣି ଉଡିଯିବ ହୋଶ

ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ପରେ ହିଁ ଚର୍ଚ୍ଚାରେ ରହିଛନ୍ତି | ତାଙ୍କ ହନିମୁନର ଫୋଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି | କାଜଲ ହନିମୁନ ପାଇଁ ମାଳଦ୍ଵୀପ ଯାଇଥିଲେ | ଏଠାରେ ସେ ଏକ ଅଣ୍ଡରୱାଟର ବିଲା ମଧ୍ୟ ଚର୍ଚ୍ଚାରେ ରହିଛି |

ଏହି ଅଣ୍ଡରୱାଟର ବିଲାର ନାମ ଅଟେ ଦ ମୁରାକ | ଏହି ବିଲା ବହୁତ ଏକ୍ସପେକ୍ଟିଭ ଏବଂ ସୁନ୍ଦର ଅଟେ | ଏହି ଭିଲ୍ଲାରେ ଏକ ରାତି ରହିବାର ମୂଲ୍ୟ ବିଶ୍ୱାସର ବାହାରେ ଅଟେ |

ଏହି ଭିଲ୍ଲାରେ ଏକ ରାତି ରହିବା ୫୦ ହଜାର ଡଲାର ଖର୍ଚ୍ଚ କରିବାକୁ ପଡିବ | ସାମ୍ବାଦିକଙ୍କ ମୁତାବକ ଏହି ହୋଟେଲକୁ ତିଆରୀ କରିବାରେ ୧୫ ମିଲିୟନ ଡଲାର ଟଙ୍କା ଖର୍ଚ୍ଚ ଆସିଥିଲା |

ବିଲା’ର କଥା କହିବାକୁ ଗଲେ ଦୁନିଆର ପ୍ରଥମ ଅଣ୍ଡରୱାଟର ହୋଟେଲ ବିଲା ଅଟେ | ଏହି ଭିଲ୍ଲା ସମୁଦ୍ର ତଳରୁ ୧୬ ଫୁଟରୁ ଅଧିକ ତଳକୁ ରହିଛି | ଏହାର କାନ୍ଥ କାଚରେ ତିଆରୀ କରାଯାଇଛି |

ଏହା ଭିତରୁ ସମୁଦ୍ର ଜୀବ ମନକୁ ସହଜରେ ଦେଖାଯାଇ ପାରିବ | ଏହି ଭିଲ୍ଲା ୨୦୧୮ରେ ଶୁଭାରମ୍ଭ କରାଯାଇଥିଲା | ଏହି କୋନାର୍ଡ ମାଳଦ୍ଵୀପ ରେଙ୍ଗାଲୀ ଦ୍ବୀପର ଅଂଶ ଅଟେ |

ଏହି ବିଲା ଷ୍ଟିଲ, କଂକ୍ରିଟ ଏବଂ ଏକ୍ରେଲିକ ଦ୍ୱାରା ତିଆରୀ କରାଯାଇଛି | ଏଥିରେ ଜିମ ଏବଂ ପ୍ରାଇଭେଟ ସିକ୍ୟୁରିଟି ବିବରଣୀ ପାଇଁ ସ୍ଥାନ ରହିଛି | ସମ୍ପୂର୍ଣ୍ଣ ଭିଲ୍ଲା ବହୁତ ସୁନ୍ଦର ଭାବରେ ଡିଜାଇନ କରାଯାଇଛି |

କାଜଲ ଅଗ୍ରୱାଲ ଯେଉଁ ହୋଟେଲରୁ ଫୋଟୋ ସେୟାର କରିଛନ୍ତି ସେଠାରୁ ସମୁଦ୍ର ଜୀବ ସହଜରେ ଦେଖାଯାଇ ପାରିବ | ଫୋଟୋ ଗୁଡିକରେ କାଜଲ ସ୍ୱାମୀ ଗୌତମଙ୍କ ସହିତ ପୋଜ ମଧ୍ୟ ଦେଇଛନ୍ତି | ସେ ଶୟନକକ୍ଷ୍ୟର କିଛି ଝଲକ ମଧ୍ୟ ଦେଖାଇଛନ୍ତି |

ସୂଚନାଯୋଗ୍ୟ ଯେ ୩୦ ଅକ୍ଟୋବରକୁ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ସେ ନିଜ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହିତ ମୁମ୍ବାଇ ହୋଟେଲରେ ବିବାହ କରିଥିଲେ |

କରନା ଭାଇରସ କାରଣରୁ ତାଙ୍କ ବିବାହରେ ବହୁତ କମ ଲୋକ ଶାମିଲ ହୋଇଛନ୍ତି | କେବଳ ଘରଲୋକଙ୍କର ଉପସ୍ଥିତିରେ ହିଁ ଏହି ବିବାହ କରାଯାଇଥିଲା | କାଜଲଙ୍କର ବିବାହ ବହୁତ ଚର୍ଚ୍ଚାରେ ରହିଥିଲା |

କାଜଲଙ୍କ ସ୍ୱାମୀଙ୍କର ପୁରା ନାମ ଗୌତମ କିଚଲୁ ଅଟେ | ସେ ଜଣେ ଏଣ୍ଟରପ୍ରେନ୍ୟୋର ଅଟନ୍ତି | ସେ ଡିସ୍ସର୍ନ ଲିଭିଙ୍ଗ ଡିଲଜାଇନ ଶପର ଫାଉଣ୍ଡର ଏବଂ ଜଣେ ଇଂଟରିୟର ଡିଜାଇନର ଅଟନ୍ତି |

ଗୌତମ କିଚଲୁର କମ୍ପାନୀ ଫର୍ଣ୍ଣିଚର, ଡେକୋର ଆଇଟମ, ପେଣ୍ଟିଗ୍ସ ଏବଂ ଅନ୍ୟ ହାଉସହୋଲ୍ଡ ଜିନିଷ ବିକ୍ରି କରିଥାନ୍ତି |

ସେହିପରି କାଜଲଙ୍କର କାମ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ କାଜଲ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି | ସେହିପରି ବଲିଉଡରେ ତାଙ୍କୁ ଫିଲ୍ମ ସିଂଘମ ପରିଚୟ ମିଳିଥିଲା | ଏହି ଫିଲ୍ମରେ ସେ ଅଜ୍ଞ ଦେବଗନଙ୍କ ବିପାରିଏଟରେ ଅଭିନୟ କରୁଥିଲେ |

ଏହି ଫିଲ୍ମରେ କାଜଲଙ୍କର ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା | ଏହାଛଡା ସେ ସେ ଫିଲ୍ମ ସ୍ପେସିଆଲ ୨୬ରେ ମଧ୍ୟ ନଜର ଆସିଥିଲେ | ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *