କଙ୍ଗନାଙ୍କ ବୋ-ଡିଗା-ର୍ଡ ଉପରେ ଲାଗିଲା ଯୌ-ନ ଶୋ-ଷ-ଣ ର ଆ-ରୋ-ପ , ମୁମ୍ବାଇରେ ହେଲା କେ-ସ

କଙ୍ଗନା ରାନାୱତଙ୍କ ପ-ର୍ସନାଲ ବୋ-ଡିଗା-ର୍ଡ ଙ୍କ ବିରୋ-ଧରେ ଯୋୖ-ନ ଶୋ-ଷଣ ର ମାମଲା କେ-ସ ହୋଇଛି । ମୁମ୍ବାଇ ରେ କଙ୍ଗନା ଙ୍କ ବୋ-ଡି-ଗା-ର୍ଡ ଙ୍କ ବିରୋ-ଧରେ କେ-ସ କରାଯାଇଛି ।

କଙ୍ଗନା ରାନାୱତଙ୍କ କୋଭିଡ଼ ରେ ଠିକ ହେବା ପରେ ନିଜ ଘର ମୋନାଲି ପହଞ୍ଚି ଯାଇଛନ୍ତି । ସେଠାରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି । ପୁଣି ଅନ୍ୟ ପକ୍ଷରେ ତାଙ୍କର ବୋ-ଡି-ଗା-ର୍ଡ ଙ୍କ ବିରୋ-ଧରେ ଯୋୖ-ନ ଶୋ-ଷ-ଣ ର ମାମଲା କେ-ସ ହୋଇଛି । ମୁମ୍ବାଇରେ କଙ୍ଗନା ରାନାୱତଙ୍କ ପର୍ସନାଲ ବୋ-ଡି-ଗା-ର୍ଡ ଙ୍କ ବିରୋ-ଧରେ କେ-ସ କରାଯାଇଛି ।

ଫାଇଟଅଗେନଷ୍ଟକ୍ରିମିନାଲ ଡଟ କୋମ ମୁତାବିକ ମୁମ୍ବାଇ ର ଡିଏନ ନଗର ପୋ-ଲି-ସ ଷ୍ଟେସନ ରେ ବୋ-ଡିଗା-ର୍ଡ ବିରୋ-ଧରେ କେ-ସ ଦାଖଲ ହୋଇଥିଲା । ରି-ପୋ-ର୍ଟସ ମୁତାବିକ ଏକ ବ୍ୟୁଟିସିୟନ ମହିଳା ବୋ-ଡିଗା-ର୍ଡ ଉପରେ ଆ-ରୋ-ପ ଲଗାଇଛନ୍ତି ଯେ ତାଙ୍କୁ ବିବାହର ଆଶା ଦେଇ ତାଙ୍କ ବଳା-ତ୍କାର କରିଛନ୍ତି ବୋଲି । ବୁଧବାର ଦିନ ରାତିରେ କେ-ସ ରେଜିଷ୍ଟର କରାଯାଇଛି । ମହିଳା ନିଜ ଷ୍ଟେଟମେଣ୍ଟ ରେ କହିଛନ୍ତି ଯେ ସେ କଙ୍ଗନା ରାନାୱତଙ୍କ ବୋ-ଡିଗା-ର୍ଡ ଙ୍କୁ ୮ ବର୍ଷ ପୂର୍ବରୁ ଚିହ୍ନି ଥିଲେ । ଗତ ବର୍ଷ ଜୁନ ରେ ସେ ବିବାହ ପାଇଁ ପ୍ରୋପୋଜ କରିଥିଲେ ଏବଂ ମହିଳା ତାହା ଗ୍ରହଣ ମଧ୍ୟ କରିଥିଲେ ।

ରି-ପୋ-ର୍ଟ ମୁତାବିକ ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଯେପରି ଭାବରେ ତାଙ୍କ ରିଲେଶନଶିପ ଆଗକୁ ବଢ଼ିଲା ବୋ-ଡିଗା-ର୍ଡ ତାଙ୍କୁ ଅଣଦେଖା କରିବାରେ ଲାଗିଲା । କେବଳ ସେତିକି ନୁହେଁ ବୋ-ଡି-ଗା-ର୍ଡ ତାଙ୍କ ଠାରୁ ନିଜ ପରିବାରର ଏମରଜେନ୍ସି ବାହାନାରେ ତାଙ୍କ ଠାରୁ ୫୦,୦୦୦ ଟଙ୍କା ମଧ୍ୟ ନେଇଥିଲେ । ପରେ ସେ କର୍ଣ୍ଣାଟକ ଚାଲିଯାଇଥିଲା ଏବଂ ମହିଳା ଙ୍କ ସହିତ ସମସ୍ତ କଣ୍ଟେକ୍ଟ ବନ୍ଦ କରି ଦେଇଥିଲା ।

କିଛିଦିନ ପୂର୍ବରୁ ମହିଳାଙ୍କ ପାଖକୁ ଏକ କୋଲ ଆସିଲା ଯେଉଁଥିରେ ଅନ୍ୟ ଜଣେ ମହିଳା ନିଜକୁ ବୋ-ଡି-ଗା-ର୍ଡ ର ମା କହିଥିଲେ ଏବଂ କହିଥିଲେ ଯେ ସେ ନିଜ ପୁଅର ବିବାହ ତାଙ୍କ ସହ କରାଇ ପାରିବେ ନାହିଁ ଏବଂ ସେଥିପାଇଁ ସେ ତାଙ୍କ ପାଇଁ ନୂଆ ଝିଅ ଦେଖି ସାରିଛି । କିନ୍ତୁ ଏହି ମାମଲା ର ଯାଞ୍ଚ ଚାଲିଛି । ବୋ-ଡି-ଗା-ର୍ଡ ଉପରେ ୩୭୬ , ୩୭୭ ଏବଂ ୪୨୦ ସେ-କ୍ସ-ନ ଅନୁଯାୟୀ ମାମଲା ରୁ-ଜ୍ଜୁ ହୋଇଛି ।

ଏମିତିରେ କଙ୍ଗନା ରାନାୱତ ନିଜ ବୋ-ଡି-ଗା-ର୍ଡ ଙ୍କୁ ନିଜ ପରିବାରର ସଦସ୍ୟ ଭାବରେ ମାନନ୍ତି । ସେହି ବୋ-ଡିଗା-ର୍ଡ ଙ୍କୁ ଅନେକଥର ଅଭିନେତ୍ରୀଙ୍କ ସହିତ ଦେଖା ଯାଇଛି ।

ଏବେ ପର୍ଯ୍ୟନ୍ତ ଏହି ମାମଲାରେ କଙ୍ଗନା ରାନାୱତଙ୍କ ତରଫରୁ କୌଣସି ଷ୍ଟେ-ଟ-ମେ-ଣ୍ଟ ଆସିନାହିଁ । କିନ୍ତୁ ସମସ୍ତଙ୍କୁ ଅଭିନେତ୍ରୀ ଙ୍କ ତରଫରୁ ବୟାନ ର ଅପେକ୍ଷା ରହିଛି ।

ମୋନାଲି ପହଞ୍ଚି ମା ଙ୍କ ସହିତ ସେୟାର କରିଲେ ଫୋଟ :-

 

View this post on Instagram

 

A post shared by PJ Newz (@newzpj)

କଙ୍ଗନା ରାନାୱତ ମୋନାଲି ପହଞ୍ଚିବା ପରେ ମା ଙ୍କ ସହିତ ଇନଷ୍ଟାଗ୍ରାମ ଷ୍ଟୋରି ରେ ଫୋଟ ସେୟାର କରିଛନ୍ତି । ଫୋଟ ରେ ଆପଣ ଦେଖିବେ ଯେ ଟେରେସ ରେ କଙ୍ଗନା ରାନାୱତ ନିଜ ମା ଙ୍କ କେ-ଶରେ ମାଲିସ କରୁଛନ୍ତି । ଫୋଟ ସେୟାର କରି କଙ୍ଗନା ରାନାୱତ ଲେଖଛନ୍ତି ଯେ , ‘ ସାରା ଦୁନିଆର ଖୁସି ଗୋଟିଏ ପକ୍ଷରେ ଏବଂ ମା କୋଳ ଖୁସି ଅନ୍ୟ ପକ୍ଷରେ ‘ ।

ଥଲାଇବୀ ରେ ଆସିବେ ନଜର :-

କଙ୍ଗନା ରାନାୱତଙ୍କ ପ୍ରଫେସନଲ ଲାଇଫ ବିଷୟରେ କହିବାକୁ ଗଲେ ସେ ଖୁବଶୀଘ୍ର ଫିଲ୍ମ ଥଲାଇବି ରେ ନଜର ଆସିବେ । ଏହି ଫିଲ୍ମ ରେ ସେ ଜେ ଜୟଲଳିତା ଚରିତ୍ରରେ ଅଭିନୟ କରିବେ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାର ଖୁବ ଭଲ ରେସପୋନ୍ସ ମିଳିଥିଲା । ଏବେ ସମସ୍ତଙ୍କୁ ଏହି ଫିଲ୍ମର ରିଲିଜ ହେବାକୁ ଅପେକ୍ଷା ରହିଛି ।

Leave a Reply

Your email address will not be published. Required fields are marked *