କରିନା ସୈଫଙ୍କ ପ୍ରଥମ ସ୍ତ୍ରୀ ଅମୃତାଙ୍କୁ ନେଇ କରିଲେ ବଡ଼ ଖୁଲାସା, ଛୁଆଙ୍କ ପାଳନପୋଷଣ ଉପରେ କହିଥିଲେ ଏହି କଥା

ମୁମ୍ବାଇ.କରୀନା କପୂର୍ (Kareena Kapoor) ଏହି ଦିନ ମାନଙ୍କରେ ଗର୍ଭବତୀ ସମୟକୁ ଉପଭୋଗ କରୁଛନ୍ତି। ସୈଫୀନା ତାଙ୍କ ଦ୍ଵିତୀୟ ଛୁଆକୁ ନେଇ ବହୁତ ଖୁସି ଅଛନ୍ତି। ଜଣା ଯାଉଛି କି କରୀନା ଗତ ବର୍ଷ ଫେବୃଆରୀରେ ମାଆ ହେବେ। କରୀନା ସୈଫ୍(Said Ali Khan)ଙ୍କ ଦ୍ଵିତୀୟ ସ୍ତ୍ରୀ ଅଟନ୍ତି। ସୈଫଙ୍କ ପ୍ରଥମ ବାହାଘର ତାଙ୍କ ଠାରୁ ୧୨ ବର୍ଷ ବଡ ଅମୃତା ସିହଂ (Amrita singh) ସହ ୧୯୯୧ ରେ ହୋଇଥିଲା। ହେଲେ ଏହି ବାହାଘର ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିନଥିଲା ଏବଂ ୧୩ ବର୍ଷ ପରେ ୨୦୦୪ରେ ଦୁହିଁଙ୍କର ମୁକ୍ତି ହୋଇଯାଇଥିଲା। ପ୍ରଥମ ସ୍ତ୍ରୀଙ୍କୁ ମୁକ୍ତି ଦେଲାପରେ ସୈଫ୍ ୨୦୧୨ ରେ କରୀନାଙ୍କୁ ବାହା ହୋଇଥିଲେ। ଏକ ଇଣ୍ଟରବ୍ୟୁ ସମୟରେ କରୀନା ନିଜର ଏବଂ ଅମୃତା ସିହଂଙ୍କ ସଂପର୍କ ବିଷୟରେ ଖୁଲାସ କରିଥିଲେ।

କରନ ଜୌହରଙ୍କ ପ୍ରସିଦ୍ଧ କଥାବାର୍ତ୍ତା ଶୋ ‘କାଫି ବିଦ କରନ୍’ ର ସିଜନ୍ ୬ରେ ପହଞ୍ଚି କରୀନା ସୈଫ୍ ଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିହଂ ଙ୍କ ସହ ନିଜ ସଂପର୍କ ବିଷୟରେ ଖୁଲାସା କରିଥିଲେ। କରୀନା କହିଥିଲେ ଅମୃତା ଏବଂ ସୈଫଙ୍କ ମୁକିର ବର୍ଷ ପରେ ମୋର ଏବଂ ସୈଫଙ୍କର ଦେଖା ହୋଇଥିଲା। ମୁଁ ବହାଘର ପରଠାରୁ ଆଜି ପର୍ଯ୍ୟନ୍ତ ଅମୃତାଙ୍କ ସହ ଦେଖା ହୋଇନାହିଁ କିନ୍ତୁ ମୋ ମନରେ ତାଙ୍କ ପାଇଁ ବହୁତ ସମ୍ମାନ ଅଛି।

କରୀନା ଅମୃତାଙ୍କ ନେଇ କହିଥିଲେ- ଅମୃତା ଏକ ବହୁତ ଭଲ ମାଆ। ଯେଉଁପରି ପାଳନପୋଷଣ ତାଙ୍କ ଦୁଇ ଛୁଆ ସାରା ଏବଂ ଇବ୍ରାହିମ୍ ଙ୍କୁ ଦେଇଥିଲେ ତାହା ସ୍ପଷ୍ଟ ଦେଖାଯାଉଛି। ଦୁଇ ଛୁଆଙ୍କ ସହ ମୋର ଭଲ ସଂପର୍କ ଅଛି। ସେମାନେ ବୋଧହୁଏ ଆମ ସାଥିରେ ପାର୍ଟି କରନ୍ତି। ଯେବେ ମୁଁ ଆଉ ସୈଫ ସଂପର୍କରେ ଥିଲୁ ସେତେବେଳେ ସୈଫ୍ ମୋତେ କ‌ହିଥି‌ଲେ କି ମୋ ଛୁଆ ମୋ ଜୀବନରେ ସବୁକିଛି।

ସେହି ସୌତୁଣୀ ଝିଅ ସାରା ଅଲ୍ଲୀ ଖାଁ ଙ୍କୁ ନେଇ କରୀନା କହିଥିଲେ ସାରା ବହୁତ ଭଲ ଏବଂ ଟାଲେନଣ୍ଟେଡ୍ ଅଭିନେତ୍ରୀ ଅଟନ୍ତି। ସେହି ଇଣ୍ଡଷ୍ଟ୍ରି ରେ ବ୍ୟୁଟି ବିନ୍ଦ ବ୍ରେନ୍ ର ବହୁତ ଭଲ କମ୍ବିନେସନ୍ ଅଛି। ଏମିତି ଟ୍ୟାଲେଣ୍ଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ କେତେ ବର୍ଷ ପରେ ମିଳିଛି।

ଜଣା ଯାଉଛି କି କରୀନା ଏବେ ୬ମାସର ଗର୍ଭବତୀ ଅଛନ୍ତି।କରୀନା ଫେବୃଆରୀ ଶେଷରେ କିମ୍ବା ମାର୍ଚ୍ଚ ଆରମ୍ଭରେ ନିଜର ଦ୍ଵିତୀୟ ଛୁଆଙ୍କୁ ଜନ୍ମ କରିବେ। କରୀନାଙ୍କର ଏହା ଦ୍ଵିତୀୟ ଯେତେବେଳେ କି ସୈଫ୍ ଅଲ୍ଲୀ ଖାଁଙ୍କର ଚତୁର୍ଥ ଛୁଆ ହେବ।

କରୀନା ଗର୍ଭବତୀ ସମୟରେ ନିଜର ପୂରା ଧ୍ୟାନ ରଖୁଛନ୍ତି। ସେ ତାଙ୍କ ଖାଦ୍ୟଠୁ ନେଇ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ ଧ୍ୟାନ ଦେଉଛନ୍ତି। ଗର୍ଭବତୀ ସମୟରେ କରୀନାଙ୍କ ଚେହେରାର ଗ୍ଳୋ କମିନାହିଁ। ହେଲେ ତାଙ୍କ ଓଜନ ବଢ଼ିବାରେ ଲାଗିଛି। ସେ କିଛି ବିଜ୍ଞାପନ ବି ସୁଟ୍ କରିଛନ୍ତି।

କରୀନା ପୁଣି କହିଥିଲେ କି ଯେତେବେଳେ ସେ ସୈଫ୍ ଅଲ୍ଲୀ ଖାଁଙ୍କୁ ତାଙ୍କ ଦ୍ଵିତୀୟ ଗର୍ଭ ସଂପର୍କ ରେ କହିଥିଲେ ତ ତାଙ୍କର କେମିତି ପ୍ରତିକ୍ରିୟା ଥିଲା।କରୀନା କହିଥିଲେ କି ତାଙ୍କ ପରିବାରରୁ ବିଲକୁଲ ବି ସୀନେମା ପ୍ରତିକ୍ରିୟା ମିଳିନଥିଲା। ଏହି ପର୍ଯ୍ୟନ୍ତ ସୈଫଙ୍କ ପ୍ରତିକ୍ରିୟା ସାଧାରଣ ଥିଲା।

କିଛିଦିନ ପୂର୍ବରୁ ଏକ ଇଣ୍ଟରବ୍ୟୁ ସମୟରେ କରୀନା କହିଥିଲେ କି ଏମିତି କିଏ ଅଛି ଯିଏ ତାର ଦ୍ଵିତୀୟ ଗର୍ଭକୁ ଆଉଥରେ ଚାହେଁନାହିଁ।କରୀନା କହିଥିଲେ- ପ୍ରଥମ ଥର ଯେତେବେଳେ ମୁଁ ଗର୍ଭବତୀ ଥିଲି ସେତେବେଳେ ମୋତେ ସମସ୍ତେ ବହୁତ ଖାଇବା ପାଇଁ କହୁଥିଲେ ଏବଂ ଏହି କାରଣରୁ ମୋର ୨୫ କିଲୋ ଓଜନ ବଢ଼ିଯାଇଥିଲା। ମୁଁ ପୁଣି ଥରେ ଏହା କରିବାକୁ ଚାହୁଁନାହିଁ। ମୋତେ କେବଳ ସୁସ୍ଥ ଏବଂ ସୁରକ୍ଷିତ ରହିବାର ଅଛି।

କରୀନା କପୂରଙ୍କ କର୍ମକ୍ଷେତ୍ର କଥା କହିବା ତ ସେ ଏହି ଅବସ୍ଥାରେ ଅମୀର ଖାଁଙ୍କ ଫିଲ୍ମ୍ ଲାଲ ସିଂହ ଚଣ୍ଢାର ସୁଟିଂ ପୂରା କରିଥିଲେ। ଏହି ଫିଲ୍ମ ଅଗତ ବର୍ଷ ମୁକ୍ତିଲାଭ କରିବ। ଜଣା ଯାଉଛି କି କରୀନା ଗର୍ଭବତୀ ହେବାପରେ ବି ତାଙ୍କ କାମ ପୂରା କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *