କେବେଳ ୧ ଚାମଚ କ୍ଷୀରରେ ଫୁଟାଇ ପିଇ ନିଅନ୍ତୁ ପୁରା ଜୀବନ ସୁଗାର, କୋଲେଷ୍ଟ୍ରଲ, ପେଟ ରୋଗ ଏବଂ ହୃଦୟ ସମ୍ଭାଦିତ ରୋଗ ହେବନାହିଁ।

ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଉମୁନ ପାୱାର ବହୁତ ଅଧିକ ବଢିଯିବ। ଯାହାଦ୍ଵାରା କୌଣସି ବି ରୋଗ ଆପଣଙ୍କୁ ସହଜରେ ହେବ ନାହିଁ । ଯଦି ବି ଆପଣଙ୍କୁ କୌଣସି ରୋଗ ଗ୍ରାସ କରେ ତାହା ବହୁତ ଶିଘ୍ର ଠିକ ହୋଇଯିବ। ଯଦି ଆପଣଙ୍କର ଡାଇବେଟିସ ରୋଗ ଅଛି ତେବେ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ସୁଗାର ସର୍ବଦା ନିୟନ୍ତ୍ରଣ ରେ ରହିବ । ଯଦି ଆପଣ ଙ୍କ ଏହି ରୋଗ ନାହିଁ ତେବେ ଆପଣଙ୍କୁ ଜୀବନ ସାରା ମଧୁମେହ ହେବ ନାହିଁ ।

ଯଦି ଆପଣଙ୍କ ଖରାପ କୋଲେଷ୍ଟ୍ରଲର ବଢ଼ି ଯାଇଛି ଅବା ବ୍ଲକେଜ୍ ଅଛି ତେବେ ତାହା ଖୋଲିଯିବ ଜୀବନରେ କେବେ ଆଉ ଡାଇବେଟିସ ବା ମଧୁମହେ ହେବ ନାହିଁ। ଯଦି ଆପଣଙ୍କର ଉଚ୍ଚ ରକତଚାପ ଅଛି ତେବେ ଏହି ଉପଚାର ଆପଣଙ୍କ ପାଇଁ ବରଦାନ ଅଟେ । କାରଣ ଏହି ଉପଚାର ଆପଣଙ୍କ ଏହି ସମସ୍ୟାକୁ ଠିକ୍ କରିଥାଏ ।

Three Common Myths About Type 2 Diabetes — Diet Doctor

ଯଦି ଆପଣ ମୋଟା ପଣର ଶିକାର ଅଛନ୍ତି ଏବଂ ଆପଣଙ୍କ ପେଟରେ ଚର୍ବି ଜମି ଯାଇଛି ତେବେ ବନ୍ଧୁଗଣ ଏହି ଉପଚାର ନା କେବଳ ଆପଣଙ୍କ ପେଟର ଚର୍ବି କମ କରିବ ବରଂ ଆପଣଙ୍କ ଜଙ୍ଘ ର ଚର୍ବି ମଧ୍ୟ କମ କରିଥାଏ। ଯଦି ଆପଣଙ୍କ ମୁହଁରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଅଛି ତେବେ ତାହା ମଧ୍ୟ ଏହାର ସେବନ ଦ୍ଵାରା ଠିକ୍ ହୋଇଥାଏ । ଏହା ସହିତ ଆପଣଙ୍କୁ ପୁରା ଜୀବନ କେବେ ବି ପେଟ ରୋଗର ସାମ୍ନା କରିବାକୁ ପଡ଼ିବ ନାହିଁ ।

ଏହାର ସେବନ ଦ୍ଵାରା ଆପଣଙ୍କ ପେଟ ଓ ପାଚନ ପ୍ରକ୍ରିୟା ଦ୍ଵାରା ଜଡ଼ିତ କୋୖଣସି ରୋଗ ହେବ ନାହିଁ । ଏହି ଉପଚାର ଲିଭର ସଫା କରିବା ସହିତ ଲିଭର କୁ ଶକ୍ତିଶାଳୀ କରିଥାଏ। ବନ୍ଧୁଗଣ ଏହି ଉପାୟକୁ ଵନେଇବାକୁ ଯେଉଁ ମୁଖ୍ୟ ସାମଗ୍ରୀ ଆବଶ୍ୟକ ତାହା ଅଟେ ” ମିରିକାଳି ” ଏଥିରେ ଓମେଗା ପ୍ରଚୁର ମାତ୍ରାରେ ମିଳେ ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାକୁ ବହୁତ ଜରୁରୀ ଅଟେ।

ମିରିକାଳି ଡାଇବେଟିସ ରୋଗ ପାଇଁ ମଧ୍ୟ ବହୁତ ଅଧିକ ଲାଭ ଦାୟକ ଅଟେ । ଯାହା କୋଲେଷ୍ଟଲ୍, ହୃଦୟ ରୋଗ, ବ୍ଲଡ଼ ପ୍ରେସର ଆଦିକୁ ସାମାନ୍ୟ ରଖିଥାଏ । ମିରିକାଳି ରେ ଫାଇବର, ପୋଟାସିୟମ, ଭିଟାମିନ ବି, ମ୍ୟାଗ୍ନେଶୀୟମ ଜୀଙ୍କ ଭଳି ଅନେକ ତ୍ୱତ ମିଳିଥାଏ। ମିରିକାଳି ଆଣ୍ଟି ଅକ୍ସି ଡେଣ୍ଟ ଓ ଫୈବ୍ରୋ କେମିକାଲ ରେ ଭରପୁର ଅଟେ।

ବନ୍ଧୁଗଣ ଆୟୁର୍ବେଦ ରେ ମିରିକାଳି ର ପ୍ରୟୋଗ ଶରୀରର ସମସ୍ତ ରୋଗ ପାଇଁ କରା ଯାଇଥାଏ । ଦ୍ଵିତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ କ୍ଷୀର ଅଟେ। କ୍ଷୀର ର ଫାଇଦା ବିଷୟରେ ଆପଣ ସମସ୍ତେ ଜାଣିଥିବେ କ୍ଷୀର ମଧ୍ୟରେ ଯେଉଁ କାଲ୍ସିୟମ୍ ମିଳିଥାଏ ସେଥିରେ ଆମ ହାଡ଼ ମଜଭୂତ ହୋଇଥାଏ ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମ ଆପଣ ମିରିକାଳି କିଛି ନେଇ ତାକୁ ଅଳ୍ପ ଭାଜି ତାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏବଂ ଏକ ପାତ୍ରରେ ଏକ ଗ୍ଲାସ୍ କ୍ଷୀର ନିଅନ୍ତୁ ଓ ଏହାକୁ ଫୁଟାନ୍ତୁ ଓ ଏଥିରେ ପ୍ରସ୍ତୁତ କରି ରଖିଥିବା ମିରିକାଳି ଗୁଣ୍ଡ ୧ ଚାମଚ ପକେଇ ଦିଅନ୍ତୁ । ଏହା ପରେ ଏହାକୁ ୨/୩ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାପରେ ଆପଣ ଏହାକୁ ଆଁଚରୁ ଓହ୍ଲାଇ ଆଣାନ୍ତୁ ଓ ଏହାକୁ ନ ଛାଣି ଏକା କପ କୁ ଆଣ ନ୍ତୁ ଏବଂ ଏହାକୁ ସବୁଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ନିୟମିତ କରିବା ଦ୍ଵାରା ଆପଣ ପୁରା ଜୀବନ ନିରୋଗି ରହିବେ ।

Leave a Reply

Your email address will not be published. Required fields are marked *