ଖୁହବ ଶୀଘ୍ର ଗୁପ୍ତ ଲୀଳା ହେବ କିନ୍ତୁ କେନ୍ଦ୍ରାପଡା ବାସି ଜାଣି ପାରିବେ ନାହିଁ

ଓଁ ହିଲିଂ ବଳଭଦ୍ରାୟ ନମଃ। ଓଁ ହିଲିଂ ବଳଭଦ୍ରାୟ ନମଃ। କେନ୍ଦ୍ରାପଡାରେ ପ୍ରଭୁ ବଳଦେବଙ୍କ ବଡ଼ ଠାକୁରଙ୍କ ଚରଣ ତଳେ ଅନନ୍ତକୋଟି ପ୍ରଣାମ।ଅନନ୍ତ ମୁରତି। ଅନନ୍ତ ନାମରେ ଅନ୍ତ ନାହିଁ। ଅନନ୍ତ ନାମରେ ଜଣା। ଆମେ ବଳରାମ ଦାସଙ୍କ ଭାଷାରେ ତହ କରିବା ଦେଖନ୍ତୁ ମୁଁ ଉଦୟ ହୋଇଛି ମୋ ପାଇଁ ଅଛୁ ତୁହି ତୋହ ମୋ ଭାବ ବୁଝିଲେ ଅର୍ଜୁନ ଯୁଗତ ଅନ୍ତ ହୋଇ। ତୋହ ପାଇଁ ଦେଖ ମୁଁ ଉଦୟ ହୋଇଛି ମୋ ପାଇଁ ଅଛୁ ତୁହି। ତୋ ଭିତରେ ଯିଏ ମୋ ଭିତରେ ସିଏ। ଅହଂ ଭାବ ଅଛି ତତଙ୍ଗ ଅଛି ସ୍ୱୟଂ ଶିବ। ଏହି ଭାବରେ ସମସ୍ତେ ଯିଏ ଜଗତରେ ଅଛି ଛୋଟ ବଡ଼। କିଏ ପ୍ରଥମ ଶ୍ରେଣୀ ପାଠ ପଢୁଛି ତ କିଏ ଏମେ ପଢୁଛି।

ଧୀରେ ଧୀରେ ଯିବେ କିନ୍ତୁ ଦୁଃଖ ଲାଗେ ଯେ କେନ୍ଦ୍ରାପଡା ମହାପୁରୁଷ ବିଷୟରେ ଯାହା ଲେଖିଛନ୍ତି କେନ୍ଦ୍ରାପଡା ଆଇ ଖଲିକା ପୋଟାମୁଣ୍ଡେଇ ଆଗତ ରାଜନଗର ପର୍ଯ୍ୟନ୍ତ। ସେ ଅଞ୍ଚଳର ଗୋଟେ ଚକଡା ମଡ଼ାଣ ଅଛି।ଯେଉଁଟାକି ଆପଣ ମାନେ ଦେଖିବେ ସେ ହେଉଛନ୍ତି ଭଗବତୀ ମଣ୍ଡଳର ଗୋଟେ ଗୁପ୍ତ ଭଗବତୀ ମଣ୍ଡଳ ଶୁଭ ଚକଡା ମଡ଼ାଣ। ସେ ଚକଡା ମଡ଼ାଣର ଭଗବାନଙ୍କର ମହିମା ଅଛି। ବଳରାମଙ୍କର ଶ୍ରୀ ଯନ୍ତ୍ର ବଳଭଦ୍ର ଯନ୍ତ୍ର ଅଛି। ତା ଭିତରେ ଗୋଟିଏ ଓଁ ହିଲିଂ ବିଜୟ। ବଳରାମ ଯିଏ ସିଏ ହେଉଛନ୍ତି ଶିବ ସେ ହେଉଛନ୍ତି ବିରାଟ ପୁରୁଷ। ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କର ବଡ଼ ଭାଇ। ସେମିତି ତାଙ୍କୁ ରାଷ୍ଟ୍ରପତି ଜଗନ୍ନାଥ କରିଛନ୍ତି।

କଥାରେ ଅଛି ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦ ଉଇଁ। କେନ୍ଦ୍ରାପଡାକୁ ବଳଦେବ ଠାକୁରଙ୍କର ଆଗମନ ଏଇଥି ପାଇଁ ହୋଇଥିଲା। କେନ୍ଦ୍ରାପଡାରେ କନ୍ଦରାସୁର ରାକ୍ଷସକୁ ନିଧନ କରିବା ପାଇଁ ବଳଦେବଙ୍କୁ ଜଗନ୍ନାଥ ପଠେଇ ଦେଲେ ଭାଇ ସେଠିକି ଯାଅ ସେ କନ୍ଦରାସୁରକୁ ନିଧନ କରିବା ପାଇଁ। ତା ନାଁ କେନ୍ଦ୍ରାପଡା। କନ୍ଦରାସୁରକୁ ମାରି ସେଠି କେନ୍ଦ୍ରାପଡାରେ ରହିବାକୁ ତା ନାଁ କେନ୍ଦ୍ରାପଡା। ଏବଂ ସେହି ବଳରେ ବଳରାମ ଠାକୁର ସେଠାରେ। ରହିଲେ। କନ୍ଦରାସୁରଙ୍କର ମଧ୍ୟ ଗୋଟେ ସୁନ୍ଦରୀ ଦିବ୍ୟ ସୁନ୍ଦରୀ କନ୍ୟା ଥିଲା। ସିଏ ସେଠି ସମର୍ଥନା ଜଣାଇଲେ ବିବାହ ପାଇଁ।

ବଳଦେବ ସେଇଠି ରହିଲେ। ବଳଦେବ କ୍ଷେତ୍ରକୁ ନେଇ ଚତୁର୍ପାର୍ଶ୍ଵରେ ବହୁତ ଗୁପ୍ତ ସ୍ଥାନ ଅଛି ସେଠି ଆପଣ ଦେଖିବେ ସିଦ୍ଧାଙ୍ଗ ୪୦ ଦିଅଁ ଅଛନ୍ତି। ୪ ଋଷି ଅଛନ୍ତି। ୪ ଟି ଗୁପ୍ତ ବଟ ଅଛି। ଗୋଟିଏ ଶ୍ରୀ ଯନ୍ତ୍ର ଉଖାଳ ଗୁପ୍ତ ଅଛି।ସେହି କ୍ଷେତ୍ରରୁ ଆପଣଙ୍କର ରାଜନଗର ପର୍ଯ୍ୟନ୍ତ ଗୋଟିଏ ରୋଡ଼ରେ ଗଲେ ଗୋଟେ ରୋଡ଼ ରହିଛି ଅଢେ଼ଇ ଅଣ ରାସ୍ତା ଅଛି। ଅସଂଖ୍ୟ ଭକ୍ତ ମାନଙ୍କର ପରିପୂର୍ଣତା ରହିଛି।ଆଳିମାଳିକା। ସେହି ଆଳିମାଳିକା କେନ୍ଦ୍ରାପଡା ଜିଲ୍ଲା ଭିତରେ ରହିଛି ଆଳିମାଳିକା। ଆଳିରେ ଥିଲା ମାଳିକା। ବର୍ତ୍ତମାନ କହୁଛନ୍ତି ଆଳିମାଳିକା ଖେଳିଲେ ସେଥିରୁ କଣ୍ଟା ବାହାରୁଛି। କିନ୍ତୁ ସେହି ଆଳିରେ ଥିଲା ମାଳିକା। ଆଳିଅଁଳା ଘର।

ସୁଦାମଙ୍କ ଗୋଟେ ଭକ୍ତ ନାମ କହିଛନ୍ତି। ଆଳି ଠାରୁ କେନ୍ଦ୍ରାପଡା ଏବଂ ପଟାମୁଣ୍ଡେଇ ଏ ଭିତରେ ବହୁତ ଲୀଳା ଏବଂ ରାଜନଗର ଦେଇ।ଆପଣ ଦେଖିବେ ତା ଭିତରେ ବହୁତ କାର୍ଯ୍ୟ ଅଛି। ପାରିଆ ବାବାଙ୍କର ଜନ୍ମ ସ୍ଥାନ ନାମଚାର୍ଯ୍ୟ ବାୟା। ଠାକୁର ଅଭିରାମ ପରମହଂସଙ୍କର ସେହି କ୍ଷେତ୍ରରେ ଅସଂଖ୍ୟ ଲକ୍ଷ ଲକ୍ଷ ଭକ୍ତ ପରିପୂର୍ଣ୍ଣ। କେନ୍ଦ୍ରାପଡାରେ ବହୁ ଧର୍ମର ସମ୍ମାନତ ମଧ୍ୟ ଘଟିଛି। କେନ୍ଦ୍ରାପଡା ଏକ ଗୁପ୍ତ ମାନେ କନ୍ଦ ହେଉଛି ମଧୁ ମାନେ ମିଠା। ସେଠି ସବୁ ମିଠା ଝରୁଛି। ତା ଭିତରେ ବହୁତ ମିଠା ଅଛି। ତା ଭିତରେ ବହୁତ ଭକ୍ତ ତତ୍ୱ ଜ୍ଞାନ ବୈରାଗ ଜାଣିଛନ୍ତି। ଏକାକ୍ଷର ଅଣାକ୍ଷର ନାମକାଖି ଆଦି ଜାଣିଛନ୍ତି ଗୃହରେ ଜନ୍ମ ହୋଇଥିବେ ଗୁପ୍ତରେ ଥିବେ।

ଆପଣଙ୍କର ଚାରିଦିଗରେ ଗୋଟିଏ ନାମ ଥିବ ଏମିତି ଭକ୍ତ ଅଛନ୍ତି ତାଙ୍କ ପାଖରେ ଅଭଡ଼ା ବି ପହଞ୍ଚି ପାରିବ । ତୁଳସୀ ତାଙ୍କ ହାତକୁ ପଳେଇ ଆସୁଚି । ଆମେ ଦେଖିଛୁ ତାଙ୍କ ହାତକୁ ନାଗ ଅନନ୍ତ ମଧ୍ୟ ପଳେଇ ଆସୁଚି କିନ୍ତୁ ସେ ଶୁକ୍ର ଧଳା ନାଗ,ନାଲି ନାଗ ଓ କଳା ନାଗ ମଧ୍ୟ ପଳେଇ ଆସୁଛନ୍ତି ଆପଣ ଅନୁଭବ କରୁଥିବେ । ମୁଁ ଥରେ ସେଠାକୁ ଯାଉଥିଲି ସେଇ କେନ୍ଦ୍ରାପଡ଼ା ଦେଇ ଗାଡ଼ିରେ ଗୋଟିଏ କଳା ନାଗ ଦେଖିଲି । ଆଉ କିଛି ବାଟ ଗଲା ପରେ ଗୋଟିଏ ଧଳା ନାଗ ଦେଖିଲି । ସେ ଦୁଇ ଜଣ ପାସ କଲେ ଠିଆ ହେଲେ ସେ ଠାକୁରଙ୍କ ନୀଳା କେତେବେଳେ କେଉଁ ରୂପ । ଯେମିତି ମନ୍ଦିର ଆମର ଜଗନ୍ନାଥଙ୍କ ଦାରୁ ଖୋଳା ହେଲାବେଳେ ନାଗ ବାହାରନ୍ତି ଦେଖାଯାଆନ୍ତି ।

ବହୁତ ଅଛି କିନ୍ତୁ ତାହା ସମସ୍ତଙ୍କୁ ଦେଖା ଦେବେନି କି ସମସ୍ତେ ଜାଣି ପାରିବେ ନାହିଁ। ଯିଏ ଗୁପ୍ତତପ ମାଳିକାକୁ ଜାଣିଥିବା । ମହାପୁରଷଙ୍କ ବେଦ, ତପ, ସୂର୍ୟଯନ୍ତ୍ର, ନିରାକାର ଯନ୍ତ୍ର, ବିରାଟ ଯନ୍ତ୍ରକୁ ଜାଣିଥିବ ଯୋଗମାୟା ଯନ୍ତ୍ରକୁ ଜାଣିଥିବ । ଯୋଗମାୟା ଙ୍କ କଳା ମଧ୍ୟ ରହିବ ବଳରାମଙ୍କୁ ଠାରେ ବଳରାମ ହେଲେ ରାଜା କାହୁଁ ପରିଚାଳ ବସି ବସୁନ୍ଧରା ଯାଜପୁର ଠାର । ଯେତେବେଳେ ଜଗନ୍ନାଥ କଳ୍କୀ ଅବତାର ନେବେ ବଳଦେବ ରାଜା ବସି ବସୁନ୍ଧର ଯାଜପୁର ଠାର ନାରଦ ମୁନି ଆସିବେ ବୀଣା ବାଇ ନାରଦ ଯେ ଗାଉ ଥିବେ ଗୀତ ବେଦ ପଢିଥିବେ ବ୍ରହ୍ମା କହିଲେ ଅଚ୍ୟୁତ । ବହୁତ କିଛି ଘଟଣା ଏହି କେନ୍ଦ୍ରାପଡ଼ାରେ ଗୁପ୍ତ ଅଛି ରୂପତ କେନ୍ଦ୍ରାପଡ଼ାଟି ସ୍ଥାନ ଅଟେ ଅମର ଭୂଇଁ ସେ ସ୍ଥାନରେ ନୀଳା ପ୍ରକଟ ହେବ କଳିକୁ ଚାହିଁ ।

Leave a Reply

Your email address will not be published. Required fields are marked *