ଦେଖନ୍ତୁ ଭିଡ଼ିଓ: ଛୋଟ ପିଲାଟି ଅତି ସୁନ୍ଦର ଶୈଳୀରେ ବାପାଙ୍କୁ କହିଲା , “ଅପେକ୍ଷା କଲେ ଭଲ କଫି ତିଆରି କରି ଦେବି”। ଏହି ଭିଡ଼ିଓଟି ଆପଣଙ୍କ ହୃଦୟ ଜିତିନେବ

ସୋସିଆଲ ମିଡିଆରେ ପିଲାମାନଙ୍କର କିଛି ଭିଡ଼ିଓ ଭାଇରାଲ ହୋଇଥାଏ । ଯାହାଭିତରୁ କିଛି ଆମକୁ ଭାବପ୍ରବଣ କରିଦେବ ଏବଂ ଆଉ କିଛି ଭିଡ଼ିଓ ଆମକୁ ଚ-କି-ତ କରିଦେବ । ଏହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜଣେ ଛୋଟ ଛୁଆ ଅତି ସୁନ୍ଦର ଶୈଳୀରେ ନିଜ ବାପାଙ୍କୁ କହୁଛି କି ତମେ ଅପେକ୍ଷା କଲେ ମୁଁ ତୁମକୁ ଭଲ କଫି ତିଆରି କରି ଦେଇପାରିବି । ଏହି ଭିଡ଼ିଓରେ ପିଲାଟିର ସୁନ୍ଦର ଶୈଳୀକୁ ଲୋକମାନେ ପସନ୍ଦ କରୁଛନ୍ତି ।

ଟିକଟକରେ ସେୟାର ହେଇଥିବା ଏହି ଭିଡ଼ିଓକୁ ଅନଲାଇନ ଖାଦ୍ୟ ସଂସ୍କୃତି ପତ୍ରିକା ଫଷ୍ଟ ୱେ ଫିଷ୍ଟ ଏହାର ଫେସବୁକ ପେଜ ଏବଂ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି ।

କ୍ଲିପ ସହ ସେୟାର କରି କ୍ୟାପସନରେ ଲେଖିଛନ୍ତି , ” ତୁମେ କଣ କର , ଏହାକୁ ଅପେକ୍ଷା କର ? ସର୍ବପ୍ରଥମେ ମୋତେ ବିସ୍କୁଟ ଶେ-ଷ କରିବାକୁ ପଡିବ । ପୋଷ୍ଟ ସେୟାର ହେବାପରେ ଏହା ଉପରେ ହଜାର ହଜାର ପ୍ରତିକ୍ରିୟା ଏବଂ ସହସହ କମେଣ୍ଟ ଆସିଛି ।

Leave a Reply

Your email address will not be published. Required fields are marked *