କିମ ଜଙ୍ଗଙ୍କ ପାଗଳାମି : ପ-ର୍ଣ୍ଣ ଭିଡିଓ ଦେଖିବାରୁ ନାବାଳକ ପରିବାରକୁ ଏମିତି ଦେଲେ ଶା-ସ୍ତି,ଜାଣନ୍ତୁ ପୁରା ଘ-ଟ-ଣା

ନିଜର କ-ଠୋ-ର ନୀତିନିୟମ ପାଇଁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଅନେକ ସମୟରେ ବେଶ ଚର୍ଚ୍ଚାରେ ରହିଥାନ୍ତି। ଏହାଛଡା ନିଜର ପରାକ୍ରମ ପାଇଁ ସାର ବିଶ୍ଵ ତାଙ୍କୁ ଡରେ କହିଲେ ଭୁଲ ହେବନି। ଅତି ଛୋଟରୁ ଛୋଟ ଭୁଲ ପାଇଁ ସେ ମୃ-ତ୍ୟୁ ଦ-ଣ୍ଡ ଦେଇଥାନ୍ତି। ଏବେ ପୁଣି ଥରେ ସେ ଏହିଭଳି ଏକ ନିଷ୍ପତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

କିମ୍ ଜଙ୍ଗ ପ-ର୍ଣ୍ଣ ଦେଖୁଥିବା ଜଣେ ନାବାଳକ ଓ ତାର ପରିବାରକୁ ଏମିତି କ-ଠୋ-ର ଦ-ଣ୍ଡ ଦେଇଛନ୍ତି ଯାହା ଜାଣିଲେ ଆପଣ ଚ-କି-ତ ହୋଇଯିବେ ନିଶ୍ଚୟ। ନାବାଳକ ଜଣକ ତାଙ୍କ ଘରେ କେହି ନଥିବା ବେଳେ ରାତିରେ ଅ-ଶ୍ଳୀ-ଳ ଭିଡିଓ ଦେଖୁଥିଲେ। ପିଲାଟିର କାର୍ଯ୍ୟ-କଳାପ ଅନୁସନ୍ଧାନକାରୀ ଦଳଙ୍କ ନଜରକୁ ଆସିବା ପରେ ସେମାନେ ତାକୁ ଧରି ନେଇଥିଲେ। ଘ-ଟ-ଣା-ଟି କିମ୍ ଜଙ୍ଗ ଉନଙ୍କ କାନକୁ ଯିବା ପରେ ନାବାଳକ ଓ ତାର ପରିବାରକୁ ଦ-ଣ୍ଡ ସ୍ୱରୂପ ନିଜ ଜିଲ୍ଲାରୁ ବିତାଡିତ କରାଯିବା ସହ ସେମାନଙ୍କୁ ଉତ୍ତର କୋରିଆର ଏକ ଦୁ-ର୍ଗ-ମ ଅଞ୍ଚଳକୁ ପଠାଇ ଦିଆଯାଇଛି। ଏଠାରେ ସୂଚନା ଥାଉକି କିମ ଜଙ୍ଗ ଗତ ବର୍ଷ ପ-ର୍ଣ୍ଣ ଫିଲ୍ମ୍ ବ୍ୟାନ କରିବା ପାଇଁ ଏହାର ବିରୋଧରେ ନିଜ ଦେଶରେ ଅଭିଯାନ ଆରମ୍ଭ କରିଥିଲେ। କିମ୍ ଜଙ୍ଗ କହିଛନ୍ତି ଯେ ଅଣ-ସମାଜବାଦୀ କାର୍ଯ୍ୟକ୍ରମ ଏକ ପ୍ରକାର ଟ୍ୟୁମର ଭଳି, ଯାହା ଏକତାକୁ ବାଧା ଦେଇଥାଏ।

ଅ-ଶ୍ଳୀ-ଳ ଭିଡିଓକୁ ରୋକିବା ପାଇଁ ଉତ୍ତର କୋରିଆରେ ଏକ ଆଇନ ମଧ୍ୟ ପ୍ରଣୟନ ହୋଇଛି। ଏହି ଅଇନି ବଳରେ ଅ-ଶ୍ଳୀ-ଳ ଭିଡିଓ ଦେଖୁଥିବା ବା ଏହିଭଳି କାର୍ଯ୍ୟ କରୁଥିବା ଦୋ-ଷୀ-ମାନଙ୍କୁ ୫ରୁ୧୫ ବର୍ଷ ପର୍ଯ୍ୟନ୍ତ କ-ଠୋ-ର ଦଣ୍ଡ ମିଳିବା ସହ ସେମାନଙ୍କୁ ଶ୍ରମ ଶିବିରରେ କାର୍ଯ୍ୟ କରିବାକୁ ପଡ଼ିଥାଏ | କେବଳ ଏତିକି ନୁହେଁ, ଯେଉଁମାନେ ଏପରି ସାମଗ୍ରୀ ଆମଦାନି କରନ୍ତି ସେମାନଙ୍କୁ ଶ୍ରମ ଶିବିରରେ ଆଜୀବନ କା-ରା-ଦ-ଣ୍ଡ-ରୁ ଆରମ୍ଭ କରି ମୃ-ତ୍ୟୁ-ଦ-ଣ୍ଡ ପର୍ଯ୍ୟନ୍ତ ସ-ଜା ମିଳିଥାଏ। ତେବେ କେବଳ ପିଲାର ପରିବାର ନୁହେଁ ସ୍କୁଲ ପ୍ରିନ୍ସପାଲଙ୍କୁ ଶ୍ରମ ଶିବିରକୁ ମଧ୍ୟ କାମ କରିବାକୁ ପଠାଯାଇଛି।

କିମ ଜଙ୍ଗ ପ୍ରାୟ ସବୁ କ୍ଷେତ୍ରରେ ନିୟମକୁ କଡାକଡି ଭାବେ ପାଳନ କରିଥାନ୍ତି। ସବୁ ଦେଶରେ କରୋନା ହୁହୁ ହୋଇ ଖେଳିଯାଇଥିବା ବେଳେ ଉତ୍ତର କୋରିଆରେ କରୋନା ଗାଇଡଲାଇନ ଅତ୍ୟନ୍ତ କଠୋର କାରଣରୁ ସେଠାରେ ବିଶେଷ କିଛି କ୍ଷତି ହୋଇନି। ଉତ୍ତର କୋରିଆ ଦାବି କରିଛି ଯେ ତାଙ୍କ ଦେଶରେ କରୋନା ଭାଇରସ ସମ୍ପୂର୍ଣ୍ଣ ଶେଷ ହୋଇଛି। ସେହିଭଳି ଗତ ବର୍ଷ କରୋନା ମହାମାରୀ ସବୁ ଆଡ଼େ ବ୍ୟାପୁଥିବା ବେଳେ ଯଦି ଗୋଟେଏବି ଚାଇନା ଲୋକ ତାଙ୍କ ଦେଶର ସୀମା ଅତିକ୍ରମ କରନ୍ତି ତେବେ ଗୁ-ଳି-କ-ରି ଦେବେ ବୋଲି ସେ କହିଥିଲେ, ଯାହାକି ସେତେବେଳେ ବେଶ ଚା-ଞ୍ଚ-ଲ୍ୟ ସୃଷ୍ଟି କରିଥିଲା।

ସେହିଭଳି ପ୍ରାୟ ଗୋଟିଏ ବର୍ଷ ହେବ କିମ୍ ଜଙ୍ଗ ଉନଙ୍କ ପତ୍ନୀ ନି-ଖୋ-ଜ ଥିବା ବେଳେ କିଛି ଦିନ ତଳେ ଏକ ସାଧାରଣ କାର୍ଯ୍ୟକ୍ରମରେ ନଜର ଆସିଥିଲେ। ତେବେ ନିଜ ପତ୍ନୀକୁ କିମ୍ ଜଙ୍ଗ ହ-ତ୍ୟା କରିବା କଥା ମଧ୍ୟ ସେତେବେଳେ ଚର୍ଚ୍ଚାରେ ରହିଥିଲା। କେବଳ ଉତ୍ତର କୋରିଆ ନୁହେଁ ବିଶ୍ଵର ଆହୁରି ଅନେକ ଦେଶରେ ଅ-ଶ୍ଳୀ-ଳ-ତା ବି-ରୋ-ଧ-ରେ ଅଭିଯାନ ଜୋରଦାର ହୋଇଛି।

Leave a Reply

Your email address will not be published. Required fields are marked *