ଚାଣକ୍ୟଙ୍କର ଏହି ଚାରୋଟି କଥାକୁ ଜାଣିଲେ ଆପଣ କୌଣସି ବି ମହିଳାର ସ୍ଵଭାବକୁ ଅତି ସହଜରେ ବୁଝିପାରିବେ

ମହିଳା ମାନଙ୍କୁ ଇଶ୍ଵର ଙ୍କ ଦ୍ଵାରା ଗଢ଼ା ହୋଇଥିବା ଏମିତି ଏକ ରଚନା କୁହାଯାଏ ଯାହା ଇଶ୍ଵର ନିଜେ କେବେ ବି ବୁଝିପାରନ୍ତି ନାହିଁ। କୌଣସି ବି ମହିଳା କେତେବେଳେ କଣ କରିଥାଏ ଏହା କେହି ମଧ୍ୟ ଜାଣି ପାରନ୍ତି ନାହିଁ। ସିଏ କେଉଁ ସାଧାରଣ ମଣିଷ ହେଉ କି କେଉଁ ବୁଝିବାର ବ୍ୟକ୍ତି ପ୍ରତ୍ୟେକ ମଣିଷ ପାଇଁ କୌଣସି ମହିଳା କୁ ପୁରା ବୁଝିବା ବହୁତ କଷ୍ଟକର ଅଟେ। ଏମିତିକି ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହା କହିଯାଇଛନ୍ତି କି, କୌଣସି ବି ମହିଳା କୁ ଦେଖି ଏହି କଥାର ଅନୁମାନ କରିବା ବହୁତ କଷ୍ଟକର ଅଟେ କି ସେ ଏହି ସମୟରେ ଦୁଃଖରେ ଅଛି ନା ସୁଖରେ। ମହିଳା ମାନଙ୍କୁ ଶାରୀରିକ ରୂପରେ ପୁରୁଷ ମାନଙ୍କ ଠାରୁ ଦୁର୍ବଳ କୁହାଯାଏ କିନ୍ତୁ ଆଦର୍ଶ ଓ ପାରସ୍ପରିକ ରୂପରେ ମହିଳା ମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି। ଯେଉଁଥିରେ ତାଙ୍କର ସ୍ୱଭାବ କୁ ବୁଝିବା କଷ୍ଟକର ହୋଇଯାଇଥାଏ। ଚାଣକ୍ୟ ନୀତି ଶାସ୍ତ୍ର ରେ ମହିଳା ମାନଙ୍କର କିଛି ଅଭ୍ୟାସ ବିଷୟରେ କହିଛୁ ଆମେ କୌଣସି ବି ମହିଳା ର ସ୍ଵଭାବ କୁ ବୁଝିପାରିବା।

ଈଶ୍ୱର ଙ୍କ ପ୍ରତି ବିଶ୍ଵାସ:

ଯେଉଁ ମହିଳା ମାନେ ଇଶ୍ଵର ଙ୍କ ପ୍ରତି ବହୁତ ବିଶ୍ୱାସ ରଖିଥାନ୍ତି ସେ ଜୀବନରେ କେବେ ବି କୌଣସି ଅସୁବିଧା ରେ ମଧ୍ୟ ପଡ଼ନ୍ତି ନାହିଁ। ତାଙ୍କର ମନ ବହୁତ ଶାନ୍ତ ଓ ଏକାଗ୍ର ହୋଇଥାଏ। ସେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପୁରା ପରିଶ୍ରମ କରିଥାନ୍ତି। ଆଖପାଖ ଲୋକଙ୍କର କୁହାଯାଇଥିବା କଥା କିମ୍ବା ତାଙ୍କର ହାରିବା ଜିତିବା ରେ କୌଣସି ବି ଫରକ ପଡେ ନାହିଁ। ସେ ନିଜ ଇଶ୍ଵରଙ୍କୁ ନିଜର ସାହାରା ମାନି କେବଳ ନିଜ ଜୀବନ ଓ ଲକ୍ଷ୍ୟ ବିଷୟରେ ଭାବିଥାଏ। ତାକୁ ସହଜରେ କୌଣସି ବି ଦୁଃଖ ବିଚଳିତ କରିପାରେ ନାହିଁ।

କାମ ପ୍ରତି ଅଳସ ହେବା:

ନୀତି ଶାସ୍ତ୍ର ଅନୁଯାୟୀ ମହିଳା ମାନେ ପରିଶ୍ରମୀ ହେବା ବହୁତ ଜରୁରୀ ହୋଇଥାଏ। ତାଙ୍କ ଉପରେ ନିଜ ଲକ୍ଷ୍ୟ ସହିତ ଘର ପରିବାରର ଦାୟିତ୍ୱ ମଧ୍ୟ ଥାଏ। ଏମିତିରେ ଯେଉଁ ମହିଳା କାମ ପ୍ରତି ଆଳସ ଦେଖାଇଥାଏ, ସେ ନା ନିଜ ଘରକୁ ସମ୍ଭାଳି ପାରେ ଓ ନା ନିଜ ଲକ୍ଷ୍ୟ କୁ ହାସଲ କରିପାରେ। ସଫଳତା ପାଇବା ପାଇଁ ତାଙ୍କୁ ବହୁତ ସାରା ଅସୁବିଧା ଉଠାଇବାକୁ ପଡ଼ିଥାଏ। ଏମିତି ମହିଳା ମାନଙ୍କୁ ସମାଜରେ ଅଧିକ ସମ୍ମାନ ମଧ୍ୟ ମିଳେନାହିଁ।

ପ୍ରତ୍ୟେକ କାର୍ଯ୍ୟ ପ୍ରତି ଅନୁଶାସିତ:

ନୀତି ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳାମାନେ ନିଜର ପ୍ରତ୍ୟେକ କାମ ପାଇଁ ଅନୁଶାସିତ ହୋଇଥାନ୍ତି ସେ ନିଜ ଜୀବନରେ ବହୁତ କିଛି ହାସଲ କରିଥାନ୍ତି। ଅନୁଶାସିତ ରେ ରହିବା କାରଣରୁ ତାଙ୍କର ସବୁକାମ ଠିକ ସମୟରେ ପୁରା ହୋଇଥାଏ ଓ ତାଙ୍କର କିଛି ଅସୁବିଧା ହୋଇନଥାଏ। ଏହି କାରଣ ଅଟେ କି ଏହି ମହିଳା ମାନଙ୍କୁ ପ୍ରତ୍ୟେକ ଯାଗାରେ ବହୁତ ସମ୍ମାନ ମଧ୍ୟ ମିଳିଥାଏ। ଏହି ମହିଳା ମାନେ ନିଜର ସବୁକାମ କୁ ବ୍ୟବସ୍ଥା ଢ଼ଙ୍ଗରେ ମଧ୍ୟ କରିଥାନ୍ତି।

ଅନ୍ୟକୁ ଦେଖି ଜଳିବା:

ଏମିତି କୁହାଯାଏ କି ଯେଉଁ ମହିଳା ମାନେ କୌଣସି ଦ୍ଵିତୀୟ ମହିଳା ପ୍ରତି ଜଳିବା ଭାବ ରଖିଥାଏ ସେ ସବୁବେଳେ ନିଜଠାରୁ ଅଧିକା ଅନ୍ୟ ମାନଙ୍କ ବିଷୟରେ ଭାବି ଚିନ୍ତାରେ ରହିଥାଏ। ସେ ନିଜର ସଫଳତା ବିଷୟରେ ନଭାବି ଅନ୍ୟକୁ ତଳେ ପକାଇବା ବିଷୟରେ ଭାବୁଥାଏ। ଏମିତି ମହିଳା ମାନଙ୍କୁ ବିଶ୍ଵାସ କଲେ ଆପଣ ଅସୁବିଧାରେ ପଡିପାରନ୍ତି। ଏହି ମହିଳା ମାନେ କୌଣସି ବି ବ୍ୟକ୍ତିଙ୍କୁ ନିଜର ଫାଇଦା ପାଇଁ ବ୍ୟବହାର କରିବା ପୂର୍ବରୁ ଥରେ ମଧ୍ୟ ଭାବନ୍ତି ନାହିଁ। ଏମିତି ମହିଳା ମାନଙ୍କ ପାଖରୁ ବଞ୍ଚିକି ରହିବା ଦରକାର।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *