ସାରଦା ବାବା କଣ କହିଛନ୍ତି ରୁଷିଆ ବିଷୟରେ ଆସନ୍ତୁ ଜାଣିବା।

ମାଳିକାରେ ବହୁତ ଦେଶ ବିଦେଶ କଥା ବର୍ଣ୍ଣନା କରାଯାଇଛି। ଆମର ସାଧାରଣତଃ ଦର୍ଶକ ମଣ୍ଡଳୀ ଭିତରେ ବହୁତ ନାନାଦି ପ୍ରଶ୍ନ ଅଛି ମହା ପୁରୁଷ ଅଚ୍ୟୁତ କଣ କେବଳ ଓଡିଶା କଥା ଲେଖିଛନ୍ତି କେବଳ ଭାରତ କଥା ଲେଖିଛନ୍ତି ଦେଶ ବିଦେଶ କଥା କଣ ଲେଖି ନାହାନ୍ତି? ହଁ ଲେଖିଛନ୍ତି ଦେଶ ବିଦେଶ କଥା। ଆଜି ଆମେ ରୁଷିଆ ସମ୍ବୋଦ୍ଧରେ ମହା ପୁରୁଷ ଅଚ୍ୟୁତ କଣ ଲେଖିଛନ୍ତି ଆମେ ତାହାର ଗୋଟେ ପଦ ନେବା।

ତେର ଜନ୍ମ ଶହ। ମାଳିକାର ନାମ ହେଉଛି ତେର ଜନ୍ମ ଶହ। ସେ ତେର ଜନ୍ମ ସଙ୍ଗରେ ମହାପୁରୁଷ ଅଚ୍ୟୁତ କଣ ଲେଖୁଛନ୍ତି ” ରୁଷିଆ ଯେ କାଳେ ଦାରୁର ନିମନ୍ତେ ପଶିବ ବଡ଼ ଦେଉଳେ, ଦାରୁ ନପାଇବ ପଥ ବଣା ହେବ ମରିବ ମାର୍କଣ୍ଡ ଠାରେ”। ମହା ପୁରୁଷ ଅଚ୍ୟୁତ କହୁଛନ୍ତି ଏମିତି ଏକ ସମୟ ଆସିବ ରୁଷିଆ ମଧ୍ୟ ଭଗବାନ ଜଗନ୍ନାଥଙ୍କ ଦାରୁକୁ ନେବା ପାଇଁ ଷଡ଼ଯନ୍ତ୍ର କରିବ। ବିଧର୍ମୀ ମାନଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିବ ଓ ଦାରୁବ୍ରହ୍ମକୁ ସେ ନେଇ ପାରିବ ନାହିଁ। ଏବଂ ସେ ତାର ସାହସକ ଯିଏ ଚେଷ୍ଟା କରିଥିବ ତାର ମୃତ୍ୟୁ ହେବ।

“ରୁଷିଆ ଦେଶରେ ଦାରୁର ନିମନ୍ତେ ପଶିବ ବଡ଼ ଦେଉଳେ, ଦାରୁ ନପାଇବ ପଥ ବଣା ହେବ ମରିବ ମାର୍କଣ୍ଡ ଠାରେ।” ଆଉ ଗୋଟେ ସାର ମହା ପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି କଣ “ଯାରଜାତ ସୁତ ପାଣ୍ଡବଙ୍କ ନାଶ ତା ନାମେ କକଡା ଥିବ, ଯାରଜାତ ସୁତ ପାଣ୍ଡବଙ୍କ ନାଶ କକଡା ଥିବ, ତୃତୀୟ ସମ୍ବଳ ସେଦିନ ଆରମ୍ଭ ରୁଷିଆ ହେବ ବିମୁଖ।” ଏଥିରୁ କଣ ପ୍ରମାଣ ମିଳୁଛି ଯାର ଜାତ ସୁତ। ଜାତ ଅର୍ଥ ଜନ୍ମିତ ଦିବ୍ୟ। ଯାର ଜାତ ସୁତ ପାଣ୍ଡବଙ୍କ ନାଶ। ଭଗବାନ ଶ୍ରୀକୃଷ୍ଣଙ୍କର ପିତା ହେଲେ ବସୁଦେବ। ସଂଖ୍ୟା ବସୁ ହେଲେ ଅଁଳା ଆଠେ। ଅଷ୍ଟ ବସୁ ଆଠେ ଯାର ଜାତ ସୁତ ପାଣ୍ଡବଙ୍କ ନାଶ। ପାଣ୍ଡବ ହେଲେ ପାଞ୍ଚ ଆଠ ପାଞ୍ଚ ହେଲା ତେର। ପାଣ୍ଡବଙ୍କ ନାଶ। ନାଶ ହେଲେ ଭଗବାନ ଶ୍ରୀକୃଷ୍ଣ।

ଭଗବାନ ଶ୍ରୀକୃଷ୍ଣ ହେଲେ ପୂର୍ଣ ବ୍ରହ୍ମ ପୂର୍ଣ କଳା। ତେର ସହିତ ଷୋହଳ ଯୁକ୍ତ କଲେ ସଂଖ୍ୟା ହେବ ଅଡ଼ତିରିଶ। ତା ବାମେ କକଡା ଥିବେ। ତାର ବାମରେ କକଡା ଥିବ। ଚାରି ଦୁଇ ସଂଖ୍ୟା ହେବ ୪୨। ୪୨କୁ ଓଲଟି ଦେଲେ ହେବ ୨୪ ଏବଂ ସେ ୨୪ ମସିହା ଠାରୁ ଅଡତିରିଶ ମସିହା ପର୍ଯ୍ୟନ୍ତ ଭିତରେ ଦେଖିବେ ଭାରତ ସହିତ ଋଷର ସମ୍ପର୍କ ତିକ୍ତତା ହେବ। ତୃତୀୟ ବିଶ୍ଵଯୁଦ୍ଧ ହେଉଥିବ। ଏବଂ ଭାରତ ଋଷର ସାଥ ଦେବ ନାହିଁ। ତେବେ ମହା ପୁରୁଷ ପଦ ବୋଲିଲେ କଣ ଯାର ଜାତ ସୁତ ପାଣ୍ଡବଙ୍କ ନାଶ ତା ବାମେ କକଡା ଥିବ ତୃତୀୟ ସମର ସେ ନାମେ ଆରମ୍ଭ ରୁଷିଆ ହେବ ବିମୁଖ। ମହା ପୁରୁଷ ରୁଷିଆ ସମ୍ବୋଦ୍ଧରେ ଦୁଇଟି ମାଳିକାରେ ଲେଖିଛନ୍ତି ଆମେ ଏଥିରୁ ସ୍ପଷ୍ଟ ଭାବରେ ଜାଣିଲେ ରୁଷିଆ ମଧ୍ୟ ଭାରତର ସାଥ ଦେବ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *