ମହାବଳ ସିଂହର ପିଲାମାନେ ତାଙ୍କୁ ହ-ଇ-ରା-ଣ କରୁଥିଲେ, ସେ ଏପରି ଭାବରେ ଗ-ର୍ଜ-ନ କଲେ ଯେ ସମସ୍ତେ ଅଦୃଶ୍ୟ ହୋଇଗଲେ

ସିଂହ ଛୁଆ ମାନଙ୍କର ଦୁ-ଷ୍ଟା-ମି:-

ପିତା କୁ ପିତା ଏବଂ ଛୁଆ ସର୍ବଦା ଛୁଆ ହୋଇ ରହିଥାଏ। ପିଲାମାନେ ପିତାଙ୍କୁ ବ୍ୟଥିତ କରନ୍ତି। ତାଙ୍କ ସହ ଖେଳନ୍ତି। ଅନେକ ଥର ଏହି ଦୁ-ଷ୍ଟା-ମି ଉପରେ ରା-ଗ ଆସିଯାଇଥାଏ। ଏଭଳି ହିଁ ହେଲା। ଏକ ସିଂହ ଥିଲା। ତାର ପିଲାମାନେ ତାକୁ ବ୍ୟଥିତ କରୁଥିଲେ। ପିଲାମାନେ ମସ୍ତି କରୁଥିଲେ। କିନ୍ତୁ ରାଜା ବାବୁ ମସ୍ତିର ପରିବେଶରେ ନଥିଲେ। କିଛି ସମୟ ପରେ ସିଂହଟି ହୋଇଗଲା ଚିନ୍ତିତ। ପୁଣି କଣ ଥିଲା। ସେ ଏପରି ଗର୍ଜନ କଲା ଯେ ସମସ୍ତେ ଛାଡି ସେଠାରୁ ପଳାଇଲେ।

ଏହି ଭିଡିଓ ଉପରେ ନ୍ୟୁଜ ଲେଖା ହେବା ପର୍ଯ୍ୟନ୍ତ ୯୯ ହଜାର ଭିୟୁଜ ମିଳିସାରିଛି। ଏଥିରେ ଦେଖାଯାଇପାରିବ ଯେ, ସେ ଶାନ୍ତିରେ ବସିଛି। ଏବଂ ପିଲାମାନେ ତା ସହ ଲାଗୁଛନ୍ତି।

ପୁଣି ମାରିଲା ଗ-ର୍ଜ-ନ:-

https://twitter.com/AnimalsWorId/status/1381814907381772288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1381814907381772288%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fomg-news%2Flion-cub-was-playing-with-father-this-is-what-lion-did-video-goes-viral-52940%2F

ଭିଡ଼ିଓରେ ଶେ-ଷରେ ସିଂହ ଛିଡ଼ା ହୁଏ। ସେ କିଛି ଦୂରକୁ ଯାଇ ଗର୍ଜନ କରେ। ତାର ଗ-ର୍ଜ-ନ ଶୁଣି ଛୋଟ ପିଲାମାନେ ଦୌଡ଼ି ପଳାଇଥାଆନ୍ତି।

ଯେବେ ଡାଡିକୁ ଆସିଲା ରା-ଗ:-

ୟୁଜର୍ସ ମାନେ ଏହି ଭିଡିଓ ଉପରେ ଅନେକ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି କି, ଯେବେ ଡାଡିଙ୍କୁ ଆସିଥାଏ ରାଗ ସମସ୍ତଙ୍କୁ ଦୌଡ଼ି ପଳେଇବାକୁ ପଡ଼ିଥାଏ।

ହସ ଆସିଗଲା ଲୋକଙ୍କୁ:-

https://twitter.com/AnimalsWorId/status/1381814907381772288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382341766880362497%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fomg-news%2Flion-cub-was-playing-with-father-this-is-what-lion-did-video-goes-viral-52940%2F

ଟ୍ୱିଟରର ଜଣେ ୟୁଜର୍ସ ଏହି ଭିଡ଼ିଓରେ କମେଣ୍ଟ କରିଛନ୍ତି। NMcDaniel ଏପ୍ରିଲ ୧୩ ତାରିଖ ୨୦୨୧ ମସିହାରେ କମେଣ୍ଟ କରିଥିଲେ। ସେ ତାଙ୍କ କମେଣ୍ଟରେ ଲେଖିଥିଲେ ଯେ ଏହାକୁ ସେଖି ଲୋକମାନଙ୍କ ମୁହଁରେ ହସ ଆସିଯାଇଛି।

ଦୁ-ଷ୍ଟା-ମି ପିଲା:-

ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି ଏହି ସିଂହ ଛୁଆ ମାନେ ବହୁତ ଦୁଷ୍ଟାମି। ଆଉ ଜଣେ ୟୁଜର୍ସ AZ connie ଏପ୍ରିଲ ୧୩ ରେ କମେଣ୍ଟ କରିଛନ୍ତି ଯେ, ସିଂହର ଗ-ର୍ଜ-ନ ବହୁତ କଡକ।

ସିଂହର ଗ-ର୍ଜ-ନ ଜବରଦସ୍ତ:-

https://twitter.com/AnimalsWorId/status/1381814907381772288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1381816341619875841%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fomg-news%2Flion-cub-was-playing-with-father-this-is-what-lion-did-video-goes-viral-52940%2F

ତେବେ ଆପଣ କେବେ ଦେଖିଛନ୍ତି, ନିଜ ପିତା ସହ ଏଭଳି ଲାଗିବାର ଏବଂ ପିତା ଏଭଳି ଗର୍ଜନ କଲେ ଯେପରି ସେମାନଙ୍କୁ ଗା-ଳି ଦେଉଛନ୍ତି। ପରନ୍ତୁ ସିଂହର ଗ-ର୍ଜ-ନ ଶୁଣିବା ପରେ ବହୁତ ଆନନ୍ଦ ଲାଗୁଛି ଅନେକ ଲୋକଙ୍କୁ।

Leave a Reply

Your email address will not be published. Required fields are marked *