ଉଡ଼ାଜାହାଜ ଭଳି ଦେଖାଯାଉଥିବା ଏହି ବ୍ୟାଗ ର ମୁଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ , କିଣିବା ପାଇଁ ବ୍ୟାଙ୍କ ରୁ ନେବାକୁ ପଡିପାରେ ଲୋନ

କେବେ କେବେ ଏପରି ଲାଗିଥାଏ ଯେ ଫ୍ୟାଶନ ବାସ୍ତବରେ ଏକ ତେଢ଼ା ଜିନିଷ ଅଟେ । ଖାସକରି ଦାମୀ ବ୍ରାଣ୍ଡ ପିନ୍ଧିବା ଏବଂ ତାହାର ଫ୍ୟାଶନ କୁ ବୁଝିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଫ୍ୟାଶନେବଲ ରହିବା ପାଇଁ ଲୋକେ ପଇସା କୁ ପାଣି ଭଳି ବୁହାଇ ଦେଇଥାନ୍ତି । ଏପରି ଲୋକ ଅଲଗା ଦେଖା ଯିବା ପାଇଁ କୌଣସି ବି ଷ୍ଟାଇଲ ଆପଣେଇ ନିଅନ୍ତି । ବର୍ତ୍ତମାନ ଦିନରେ ଏକ ‘ ଉଡ଼ାଜାହାଜ ଆକୃତିର ହ୍ୟାଣ୍ଡ ବ୍ୟାଗ ‘ ଖୁବ ଚର୍ଚ୍ଚା କୁ ଆସିଛି ।

ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ ଏହି ବ୍ୟାଗ ରେ ଏପରି କଣ ଅଛି ଯାହାକି ଏହା ଏତେ ପ୍ରସିଦ୍ଧ । ବାସ୍ତବରେ ଏହା ପଛରେ ର-ହ-ସ୍ୟ ଏହିକି ଯେ ଏହାର ଡିଜାଇନ ଏବଂ ଏବଂ ଏହାର ମୂଲ୍ୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଲକଜରୀ ଡିଜାଇନ ବ୍ୟାଗ ର ମୁଲ୍ୟ କୁ ନେଇ ଏହା କୁହାଯାଉଛି ଯେ ଏଥିରେ ଖୁବ କମ ରେ ତ ଅସଲି ବିମାନ ଆସିଯିବ । ଏବେ ମା-ମ-ଲା ଭାଇରଲ ହୋଇଛି ତେଣୁ ଲୋକେ ଏହାର ପ୍ରତିକ୍ରିୟା ଦେଉଛନ୍ତି ।

ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ ଏହାର ମୂଲ୍ୟ ୩୯ ହଜାର ଡଲାର ବୋଲି କୁହାଯାଉଛି । ଏହି ଟ୍ୱିଟ କୁ ଖବର ଭାବରେ ଆଣିବା ପର୍ଯ୍ୟନ୍ତ ୯.୭ ହଜାର ରୁ ଅଧିକ ଲାଇକ ଏବଂ ୨.୫ ହଜାର ରୁ ଅଧିକ ରି- ଟ୍ୱିଟ ମିଳି ସାରିଛି ।

ଏହି ଟ୍ୱିଟ ର କମେଣ୍ଟ ସେକ୍ସନ ରେ ୟୁଜର @vah0603 ଏକ ଅସଲି ବିମାନ ର ଫୋଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ , ଆପଣ ଏହାଠାରୁ କମ ରେ ଅସଲି ବିମାନ କିଣି ପାରିବେ । ଏହାସହିତ ସେ ଯେଉଁ ଫୋଟ ସେୟାର କରିଛନ୍ତି ସେଥିରେ ୧୯୬୮ Cessna 150H ସିଙ୍ଗଲ ଇଞ୍ଜିନ ପ୍ଲେନ ଅଟେ , ଯାହାକୁ ୩୨ ହଜାର ଡଲାର ରେ ବିକ୍ରି କରାଯାଉଥିଲା ।

Leave a Reply

Your email address will not be published. Required fields are marked *