ଲକ ଡାଉନରେ ଘରେ ବସି ଏହି ରାଶି ପାଇବେ ପ୍ରବଳ ଟଙ୍କା। ତେବେ ଆସନ୍ତୁ ଜାଣିବା..

ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଅଦଳବଦଳ ହୋଇଥାଏ ବା ଦୋଷା ଦିଶାରେ ଅଦଳବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ। କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝି ପରିନଥାଉ। ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ। କିନ୍ତୁ ଏହିଠାରେ ଆମେ କହିଦେଉଛୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ।

ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଶନିଗ୍ରହ ବିଷୟରେ କହିବାକୁ ଯାଉଛୁ। ତେବେ ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଜ୍ୟୋତିଷଙ୍କ ଅନୁସାରେ ଭଗବାନ ଶନିଦେବ କାହାର ଉପରେ ଭାରି ପଡ଼ନ୍ତି ତ କାହାର ଉପରେ ଖୁସି ହୁଅନ୍ତି। ଏମିତିରେ ସବୁ ୧୨ ରାଶି ମାନଙ୍କର ଉପରେ ଶନିଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛନ୍ତି ଯାହାର ଉପରେ ଭଗବାନ ଶନିଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୁର୍ଣ ରହିବେ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା କୋଣ ସେହି ରାଶି ଗୁଡିକ।

ମେଷ ରାଶି:

ଏହି ରାଶି ଉପରେ ଭଗବାନ ଶନିଦେବ ଖୁସିରେ ରହିବେ। ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ ଆଉ କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ। ଏବଂ ଏହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ଏହାର ମଝିରେ ଏହି ରାଶିର ଲୋକ ମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବ ପୂରଣ କରିଦେବେ। କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବଙ୍କର ଉପରେ ସମ୍ପୂର୍ଣ ଭରସା ଓ ବିଶ୍ୱାସ କରିବା ନିହାତି ଦରକାର।

ସିଂହ ରାଶି:

ଶନିଦେବଙ୍କର କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବ। ଏବଂ ଏମାନଙ୍କର ଭିତରେ କୌଣସି ପ୍ରକାରରେ ଆତ୍ମବିଶ୍ୱାସର ଅଭାବ ଆଉ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବଙ୍କର ଦ୍ୱାରା ପୂରଣ ହୋଇଯିବ। କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ ପରିଶ୍ରମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର।

କନ୍ୟା ରାଶି:

ଆପଣଙ୍କର ଉଦ୍ଧାର ଶନିମହାରାଜ ମଧ୍ୟ କରିବେ। କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନସାଥୀଙ୍କର ସହିତ କାଟିବାକୁ ପଡିବ। ତେବେ ଯାଇ ଶନିଦେବଙ୍କର କୃପା ଦ୍ୱାରା ଆପଣଙ୍କର ସାରାଜୀବନ ସୁଖମୟ ରହିବ। ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ। ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ଆପଣଙ୍କର ମାତା ପିତାଙ୍କର ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ।

ତୁଳା ରାଶି:

ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡା ହୋଇଛି। ହଁ ବନ୍ଧୁଗଣ ଆପଣଙ୍କୁ କେବଳ ଏମିତି କରିବାକୁ ପଡିବ ଯେ କୌଣସି ଝିଝଣ୍ଟ ବା କଳିଝଗଡା ଠାରୁ ଆପଣ ଦୂରେଇ ରୁହନ୍ତୁ। ତେବେ ଯାଇ ଆପଣଙ୍କର ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଶନିଦେବଙ୍କର କୃପାରୁ ବ୍ୟର୍ଥ କାମରୁ ନିବୃତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଶନିଦେବଙ୍କର କୃପାରୁ ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ।

କର୍କଟ ରାଶି:

ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ। ଏମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର କୃପା ବର୍ଷା ହେବ ଏବଂ ତା ପୁଣି ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ତେବେ ଏହାର ମଝିରେ ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏବଂ ଏମାନଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଜୋରସୋରରେ ଚାଲୁହେବ।

କୁମ୍ଭ ରାଶି:

ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବଦ୍ଧ ବହୁତ ମଜବୁତ ହେବ। ଏବଂ ଏହି ବର୍ଷ ଆପଣ ନୂଆ ବାହନ କିଣିବାର ମନ ବଳାଇପାରନ୍ତି। ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି।ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଘର ଉପରେ ସର୍ବଦା ସୁଖ ଶାନ୍ତି ଓ ସମୃଦ୍ଧି ଲାଗିରହିବ।

Leave a Reply

Your email address will not be published. Required fields are marked *