ମହାକାଶ ରୁ ଖସି ପଡିଛି ଏକ ଏମିତି ଆଶ୍ଚର୍ଯ୍ୟକର ପଥର ଯାହାକୁ କିଣିବାକୁ ଲୋକଙ୍କ ଭିତରେ ପ୍ରତି ଯୋଗିତା, କଣ ଏହି ଚମତ୍କାରୀ ପଥର ରହସ୍ୟ ?

ମହାକାଶରୁ ପୃଥୀବିକୁ ଖସି ଆସିଛି ଏକ ସୁନ୍ଦର ଏବଂ ଅଷ୍ଟ୍ୟର୍ଯ୍ୟକାରୀ ଉଲକାପିଣ୍ଡ ।ଏହାକୁ ନେବା ପାଇଁ ଗ୍ରାହକ ଙ୍କ ମଧ୍ୟରେ ନାହିଁ ନଥିବା ଭିଡ ମଧ୍ୟ ଲାଗିଛି ଏହି ଛୋଟ ପଥର ସଦୃଶ୍ୟ ଦେଖାଯାଉଥିବା ଉଲକାପିଣ୍ଡ ବହୁତ କମ ସମୟ ଦେଖିବାକୁ ମିଳେ ଏବଂ ଏହା ଅତ୍ୟନ୍ତ ବିରଳ ସଂଗ୍ରହ। କୁହାଯାଏ ଯେ ଏହା ବହୁ କୋଟି ବର୍ଷ ପୁରୁଣା ହୋଇଥିବା ବେଳେ ଏଥିରେ ଚନ୍ଦ୍ର ଆକୃତି ପଥରର ଏକ ନମୁନା ମଧ୍ୟ ରହିଛି । ଏହି ପଥର ମୁଲ୍ୟ ମଧ୍ୟ ଆକାଶ ଛୁଆଁ,3.5 କୋଟି ଅଟେ।

ଆସନ୍ତୁ ଜାଣିବା ଏହି ବିରଳ ଉଲକା ପିଣ୍ଡ ବିଷୟରେ ।

ବର୍ତ୍ତମାନ ଅନେକ ବୈଜ୍ଞାନିକ ତିନୋଟି ଉଲକାପିଣ୍ଡ ମହାକାଶରୁ ପୃଥୀବିକୁ ଅଗ୍ରସର ହେଉଥିବାର ଲକ୍ଷ କରୁଛନ୍ତି । ଏହି ଉଲକାପିଣ୍ଡ ରୁ କିଛି ଅଲୌକିକ ପଥରର ଫଟ ସାମ୍ନାକୁ ଆସିଛି ।

USA ରେ ବିଜ୍ଞାନ ଏବଂ ପ୍ରାକୃତିକ ଇତିହାସ ବିଭାଗର ମୁଖ୍ୟ ଜେମ୍ସ ହିସଲପ କହିଛନ୍ତି-ଏହା ସର୍ବୋତ୍ତମ ନିଲାମ ହେବ,ଯେଉଁଥିରେ ସୁନ୍ଦର ପଥର ମୂଲ୍ୟରେ ବୃଦ୍ଧି ପାଇବ।

ଅଗଷ୍ଟ 25 ରେ ଅନଲାଇନ୍ ପ୍ଲାଟଫର୍ମରେ ଏହାର ନିଲାମ ଚାଲିବ।ଯଦି ଆପଣ ଆଗ୍ରହୀ ଅଛନ୍ତି, ତେବେ ଆପଣ ଏହାକୁ ଏଠାରେ ଦେଖିପାରିବେମ।

ଏହା ହେଉଛି ସବୁଠୁ ଦାମୀ ଉଲକା ପିଣ୍ଡ।ବିଶେଷଜ୍ଞଙ୍କ ଅନୁଯାୟୀ,ଏହି ଖଣ୍ଡଗୁଡ଼ିକୁ ଚିହ୍ନିବା ସହଜ ନୁହେଁ, କିନ୍ତୁ କିଛି ବିଶେଷ ଉପାୟରେ ଆପଣ ଜାଣିପାରିବେ ଯେ ପଥର ଖଣ୍ଡ ଏହି ପୃଥିବୀର ନା ମହାକାଶରୁ ଆସିଛି।

ଏହି ଅଲୌକିକ ପଥରଟି ଚନ୍ଦ୍ର ଆକାରର ପଥର ନିଲାମରେ ପ୍ରାୟ 27,000 ପାଉଣ୍ଡ (23 ଲକ୍ଷ) ଏବଂ ଏକ ଛୋଟ ପଥର 15,000 ପାଉଣ୍ଡ (ପ୍ରାୟ 13 ଲକ୍ଷ)ରେ ବିକ୍ରି ହେବ ବୋଲି ଆଶା କରାଯାଉଛି।

ଜାଣି ରଖନ୍ତୁ ଯେ ଉଲକା ପିଣ୍ଡ ଗୁଡିକ ଗ୍ରହର ଭଙ୍ଗା ଅଂଶ। ସେଗୁଡିକ ମହାକାଶରୁ ଭାଙ୍ଗି ଖସିବା ଆରମ୍ଭ କରନ୍ତି।ଏଥିମଧ୍ୟରୁ କିଛି ପୃଥିବୀ ଆଡକୁ ଗତି କରେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *