ମାଳିକା ବଚନ : ୨୦୨୧ ରୁ ୨୦୨୪ ମଧ୍ୟରେ ଘ-ଟିବ ଏହି ସବୁ ଭୟ-ଙ୍କର ଘ-ଟ-ଣା

ଆଜିକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଯେତେବେଳେ କାଗଜ କଲମ ନଥିଲା ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ନଥିଲା ତାଳ ପତ୍ର ଏବଂ ଲେଖନୀ ସାହାର୍ଯ୍ୟରେ ସମଗ୍ର ବିଶ୍ୱର ଭବିଷ୍ୟତ ଲେଖିଛନ୍ତି। ସେ ଖାଲି ଓଡ଼ିଶାର ଭବିଷ୍ୟତ ଲେଖି ନାହାଁନ୍ତି ସମଗ୍ର ବିଶ୍ୱର ଲେଖିଛନ୍ତି। ଏହି କଥା ଉପରେ ମହାପୁରୁଷ ଅଚ୍ୟୁତ ଅତି ସୁନ୍ଦର ଆଲୋଚନା କରିଛନ୍ତି। “ଅନେକ ବାଧା ଇତିହାସ ସମସ୍ତ ପଥ ମାକିକାରେ ବର୍ଣ୍ଣନା ଅଛି”।

ସେହି ମହାପୁରୁଷ ମାଳିକାରୁ ଗୋଟିଏ ପଦ ନେବା ସେହି ପଦଟି କଣ ସମସ୍ତଙ୍କର ସେହି କଥା ଚିନ୍ତା ହେଉଛି। ୨୦୨୦ ବର୍ଷରେ କରନା ହେଲା ବହୁତ କିଛି କ୍ଷୟକ୍ଷତି ହେଲା। ଦେଶର ଆର୍ଥିକ ସ୍ଥିତି କମିଗଲା। ତାହେଲେ ୨୦୨୧ ରେ ଏହିସବୁ କଣ ସରିଗଲା। ନାଁ ୨୦୨୧ ରେ କଣ ଅଛି। ୨୦୨୨ ରେ ୨୦୨୩ ରେ କଣ ଅଛି ୨୦୨୧ ରେ କଣ ଅଛି। ଆଜି ଆମେ ୨୦୨୪ ମସିହା ପର୍ଯ୍ୟନ୍ତ କଣ କଣ ସବୁ ଭବିଷ୍ୟତ ଘ-ଟ-ଣା ମହାପୁରୁଷ ଲେଖୁଛନ୍ତି ଆଲୋଚନା କରବା।

ଗ୍ରନ୍ଥ ନାଁ ହେଉଛି ତତ୍ୱବ ଧ୍ଵନି ତୃତୀୟ ଆଧ୍ୟ୍ୟୟ ତୃତୀୟ ଖଣ୍ଡ। ମହାପୁରୁଷ କଣ କହୁଛନ୍ତି। ଇନ୍ଦ୍ର ଭକ୍ତ ବର୍ଷା କରିବ ସ୍ୱର ଶୃଗାଳ ମାନଙ୍କର ରାଜତ୍ୱ ହେବ। ୨୦୨୪ ମସିହା ପର୍ଯ୍ୟନ୍ତ ପିସାଚୀମାନେ ଆସିବେ ପ୍ରାଣୀ ମାନଙ୍କୁ ଗୋପନରେ ଖାଇବେ। ତତ୍ୱବ ଧ୍ଵନିରେ ମହାପୁରୁଷ ଲେଖିଛନ୍ତି ଏହା ପରେ ଆଉ ଗୋଟିଏ ମହାମାରୀ ଆସିବ। କଣ ନାଁ ସମସ୍ତଙ୍କର ଚକ୍ଷୁତ ଖରାପ ହେବ ଲିଭର ଖରାପ ହେବ। ଏହି ପ୍ରକାରରେ ଗୋଟିଏ ରୋଗ ୨୦୨୧ ରୁ ୨୦୨୪ ମସିହା ଭିତରେ ଆସିବ। ସମସ୍ତ ବିଶ୍ୱକୁ ସଂକ୍ର-ମଣ କରିବ। ନାନାଦି ପ୍ରକାରର ମହାମାରୀ ଆସିବ ବୋଲି ମହାପୁରୁଷ ଅଚ୍ୟୁତ ତାଙ୍କର ଏହି ଗ୍ରନ୍ଥରେ ଲେଖିଛନ୍ତି।

ଏବଂ କହୁଛନ୍ତି ୨୩ ରୁ ୨୪ମସିହାରେ ସାରା ପୃଥିବୀରେ ଉଲୁକାପାତ ପଡିବା ଭଳି ପରିସ୍ଥିତି ହେବ। ଏହି ପ୍ରକାରର ଭୟ-ଙ୍କର ପରିସ୍ଥିତି ଆମେ ୨୦୨୩ ରୁ ୨୦୨୪ ପର୍ଯ୍ୟନ୍ତ ଦେଖିବା। ତାହେଲେ ୨୦୨୧ ରେ କଣ ହେବ। ତାହାକୁ ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି। ତେର ଜନ୍ମ ସରଣ ମାଳିକାରେ ଲେଖିଛନ୍ତି। ପ୍ରଥମ ଅଧ୍ୟାୟରେ ମହାପୁରୁଷ ଲେଖିଛନ୍ତି ୧୩,୩,୫ ଏକତ୍ର ରହିଲେ ୧୩ ୩ ତାରିଖ ସହିତ ୫ ମିଶିଲେ ସଂଖ୍ୟା ହେବ ୨୧। ମାନେ ୨୦୨୧। ଆମେ ମାନେ ସମସ୍ତେ ଦେଖିବା ଗୋଟିଏ ନୋଞ୍ଜା ନକ୍ଷତ୍ର ପଡିବ।

ସେହି ନକ୍ଷତ୍ର ନୋଞ୍ଜା ନକ୍ଷେତ୍ର। କେଉଁଠି ପଡିବ ପୃଥିବୀରେ, ସ୍ୱର୍ଗରେ, ନାଁ ମର୍ତ୍ତ୍ୟରେ ପଡିବ ନାଁ ପାତାଳରେ ପଡିବ। ଯଦି ପୃଥିବୀରେ ପଡିବ ପୃଥିବୀରେ ୨୦୦ ଦେଶରୁ ଅଧିକ ଦେଶ ରହିଛି। ଅଚ୍ୟୁତାନନ୍ଦ ସତ୍ୟତା ପ୍ରମାଣ କରିବାକୁ ଯାଇ ସନ୍ଥ ବିମୁଖ ହୋଇ ଅନୁମୋଦନ କରିଛନ୍ତି ନକ୍ଷେତ୍ର ନୋଞ୍ଜା ଛିଡିବ ଲବଣରେ ଜଳରେ ପଡିବ ବା ସମୁଦ୍ରରେ ପଡିବ। ଏହି କଥାକୁ ମଧ୍ୟ କରମଳା ମଠର ଠାକୁର ମଧ୍ୟ ସ୍ୟୁକୃତି ଦେଇଛନ୍ତି। ଆଉ ମହାପୁରୁଷ ଅଭିରାମ ପରମହଂସ କରମଳା ମଠରେ ବସି କହିଛନ୍ତି ୨୦୨୧ ମସିହାରେ ଆହୁରି ଖ-ରା-ପ ପରିସ୍ଥିତି ଦେଖିବ।

ଆମେ କହିବା ଏଠି ୧୯ ପଳେଇ ଯାଇଛି ୧୮ ପୁରିଯାଇଛି। ୧୭ ପଳେଇ ଯାଇଛି। ମାଳିକାତ ୧୫୦୦ ଖ୍ରୀଷ୍ଟରେ ଓଜନ କରାଯାଇଥିଲା। ତାହେଲେ ୨୦୨୦ ରୁ ୨୦୨୧ ମସିହା କଥାକୁ କେମିତି ବିଶ୍ୱାସ କରିବା ନାଁ ସେହି ମହାପୁରୁଷ ଅଚ୍ୟୁତାନନ୍ଦ କହିଥିଲେ ଜଣ ନାଁ ଅଙ୍କ ମଞ୍ଚ ଗୁପ୍ତ ହେବ। ମାସ,ବର୍ଷ,ମସିହା, ଶତାବ୍ଦୀ ସବୁ ଗୁପ୍ତ ହୋଇଯିବ। କେବଳ ଅଙ୍କ ଭଙ୍ଗ ହୋଇଯିବ। କେବେ ଠାରୁ ଭଙ୍ଗ ହେବ ନାଁ ତାଙ୍କୁ କାଳିଦାସ କହିଲେ ଆଉ ତାକୁ ମସିହାରେ ହିସାବ କରାଯିବ ନାହିଁ। ସାଲେରୀ ହିସାବ କରିବ ନାହିଁ କେଉଁ ସମୟରେ କାଳିଦାସ ମହାପୁରୁଷ ଚେତାଇ ଦେଲେ କଣ ନାଁ ଆମେ ସମସ୍ତେ ଅଙ୍କ ହିସାବ କରିବା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *