ଆଇନା ସାମ୍ନାରେ ଡାନ୍ସ କରିଲେ ବୟସ୍କ ବ୍ୟକ୍ତି ଏବଂ କରିଲେ ଏପରି ଧମାଲ , ଭିଡ଼ିଓ ଦେଖି ଆପଣ ବି ଖୁସିରେ ନାଚି ଉଠିବେ

ଏମିତିରେ ତ ଜୀବନ ବଞ୍ଚିବାର ସମସ୍ତଙ୍କର ଅଲଗା ଅଲଗା ଶୈଳୀ ଥାଏ । କିନ୍ତୁ କିଛି ଲୋକ ଖୁବ ଅଲଗା ଢ଼ଙ୍ଗ ରେ ଜୀବନ ବିତାନ୍ତି ଏବଂ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତି । ଯେପରିକି ଆପଣ ମଧ୍ୟ ଭିଡ଼ିଓ ରେ ଦେଖି ପାରିବେ ଯେ କିପରି ଜଣେ ବୟସ୍କ ଆଇନା ସାମ୍ନାରେ ଛିଡ଼ା ହୋଇ ମସ୍ତି ରେ ଡାନ୍ସ କରୁଛନ୍ତି ।

ଏକ କଥା ରହିଛି ଯେ , ‘ ଜିନ୍ଦେଗି ଜୀନା ହେ ତୋ ଜିନ୍ଦାଦିଲ କେ ସାଥ ଜିଓ ‘ । କିଛି ଲୋକ ଏହି କଥନ କୁ ହିଁ ଭଲ ଭାବରେ ହୃଦୟଙ୍ଗମ କରନ୍ତି ଏବଂ ସେହି ଅନୁସାରେ ହିଁ ଜୀବନ ଅତିବାହିତ କରନ୍ତି । କାରଣ ଜଣେ ବୟସ୍କ ଯେପରି ନିଜ ଜୀବନକୁ ବଞ୍ଚିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ଅଟେ । କେବଳ ସେତିକି ନୁହେଁ ଲୋକେ ଏହି ବୟସ୍କ ଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ବୟସ୍କଙ୍କର ଏହି ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।

ଏମିତିରେ ତ ଜୀବନ ବଞ୍ଚିବାର ସମସ୍ତଙ୍କର ଅଲଗା ଅଲଗା ଶୈଳୀ ଥାଏ । କିନ୍ତୁ କିଛି ଲୋକ ଖୁବ ଅଲଗା ଢ଼ଙ୍ଗ ରେ ଜୀବନ ବିତାନ୍ତି ଏବଂ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତି । ଯେପରିକି ଆପଣ ମଧ୍ୟ ଭିଡ଼ିଓ ରେ ଦେଖି ପାରିବେ ଯେ କିପରି ଜଣେ ବୟସ୍କ ଆଇନା ସାମ୍ନାରେ ଛିଡ଼ା ହୋଇ ମସ୍ତି ରେ ଡାନ୍ସ କରୁଛନ୍ତି । ଲୋକେ ଏହି ଭିଡ଼ିଓ ର ଖୁବ ମଜା ଉଠାଇଛନ୍ତି ।

ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓ :-

ସୋସିଆଲ ମିଡିଆରେ ଅଲଗା ଅଲଗା ପ୍ଲାଟଫର୍ମ ରେ ଏହି ଭିଡ଼ିଓ କୁ ସେୟାର କରାଯାଉଛି । ଟ୍ୱିଟର ରେ ଏହି ଭିଡ଼ିଓ କୁ ଇଣ୍ଡିଆନ ପୋଲିସ ସର୍ଭିସ ର ଅଧିକାରୀ ଦୀପାଂଶୁ କାବରା ସେୟାର କରିଛନ୍ତି । ଭିଡ଼ିଓ ସେୟାର କରି ସେ କ୍ୟାପଶନ ରେ ଲେଖିଛନ୍ତି ଯେ , ‘ ଯେତେବେଳେ ଆପଣ ନିଜକୁ ଭଲ ପାଆନ୍ତି ‘ । ଏବେ ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ଲୋକେ ଏଥିରେ ଖୁବ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଭିଡ଼ିଓ କୁ ସାଢ଼େ ତିନି ହଜାର ଲୋକ ଦେଖି ସାରିଛନ୍ତି ।

https://twitter.com/ipskabra/status/1395297109667049474?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1395297923307491328%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fman-dance-in-front-of-mirror-funny-video-goes-to-viral-662604.html

Leave a Reply

Your email address will not be published. Required fields are marked *