ଦୁନିଆର ସବୁଠାରୁ ରାଗ ଲଙ୍କା ଖାଇ ବ୍ୟକ୍ତି ଜଣଙ୍କ ହୋଇଥିଲେ ବିଶ୍ଵ ପ୍ରସିଦ୍ଧ, ଗୋଟିଏ ଲଙ୍କା ଖାଇଲେ ହୋଇପାରେ ମୃତ୍ୟୁ-ଦେଖନ୍ତୁ Video

କାନାଡାର ଜଣେ ବ୍ୟକ୍ତି କେବଳ ୧୦ସେକେଣ୍ଡରେ ୩ ରୀପର କଳା ଲଙ୍କା ଖାଇ ନିଜେ ୩ଗିନୀଜ ବିଶ୍ଵ ରେକର୍ଡ (Guinness World Record)କୁ ଭାଙ୍ଗି ଦେଇଛନ୍ତି।

କଣ ଆପଣ କେବେ ଶୁଣିଛନ୍ତି କି ଲଙ୍କା ଖାଇବା ଦ୍ଵାରା କାହାର ମୃ-ତ୍ୟୁ ହୋଇଥାଏ? ଆଜ୍ଞା ହଁ, ଏହି କଥା ବିଲକୁଲ ସତ୍ୟ ଅଟେ କି ଲଙ୍କା ଖାଇବା ଦ୍ଵାରା ମୃ-ତ୍ୟୁ ମଧ୍ୟ ହୋଇପାରେ। କଣ ଆପଣ କେବେ ରୀପର କଳା ଲଙ୍କା (Carolina Reaper Pepper)ର ନାମ ଶୁଣିଛନ୍ତି କିମ୍ବା ଏହାକୁ ଖାଇବାକୁ ଚେଷ୍ଟା କରିଛନ୍ତି? କ’ଣ ଆପଣ ଜାଣିଛନ୍ତି କି ସାମାନ୍ୟ ଲଙ୍କା ତୁଳନାରେ ରୀପର କଳା ଲଙ୍କା ୧୫୦୦ଗୁଣା ଅଧିକ ରାଗ ହୋଇଥାଏ। ବର୍ତମାନ କାନାଡାର ଜଣେ ବ୍ୟକ୍ତି କେବଳ ୧୦ସେକେଣ୍ଡରେ ୩ରୀପର କଳା ଲଙ୍କା ଖାଇ ନିଜେ ୩ଗିନୀଜ ବିଶ୍ଵ ରେକର୍ଡ (Guinness World Record)କୁ ଭାଙ୍ଗି ଦେଇଛନ୍ତି।

ରୀପର କଳା ଲଙ୍କା କେତେ ରାଗ ହୋଇଥାଏ,ଏହାର ଅନୁମାନ ଆପଣ ଏହି କଥାରୁ କରି ପାରିବେ କି ଏକ ରୀପର ଲଙ୍କା ଖାଇବା ପରେ କୈାଣସି ମଣିଷକୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ମଧ୍ୟ ସମୟ ଆସିପାରେ। କିନ୍ତୁ, କାନାଡାରେ ରହୁଥିବା ମାଇକ ଜ୍ୟାକ (Mike Jack) କେବଳ ୯.୭୨ ସେକେଣ୍ଡ ମଧ୍ୟରେ ୩ରୀପର କଳା ଲଙ୍କା ଖାଇ ବିଶ୍ଵ ରେକର୍ଡ କରି ସାରିଛନ୍ତି।

କୁହାଯାଉଛି କି ଯଦି କୌଣସି ବ୍ୟକ୍ତି ରୀପର କଳା ଲଙ୍କାକୁ ଗୋଟିଏ ଥରକେ ଖାଇ ନିଅନ୍ତି ତାହେଲେ ତାଙ୍କ ଗଳା ସଂପୂର୍ଣ୍ଣ ଭାବେ ଶୁଖି ଯାଇଥାଏ, ବାନ୍ତି ହେବାକୁ ଲାଗିଥାଏ ଏବଂ ଗଳା ଏବଂ ମୁଣ୍ଡରେ ଭୟା-ନକ ଯନ୍ତ୍ରଣା ଆରମ୍ଭ ହୋଇଯାଏ ଏବଂ ଏମିତି ଗୋଟିଏ କିମ୍ବା ଦୁଇଦିନ ନୁହେଁ ବରଂ ଅନେକ ଦିନ ପର୍ଯ୍ୟନ୍ତ ହୋଇଥାଏ। ରୀପର କଳା ଲଙ୍କାକୁ ଖାଇବା ଦ୍ଵାରା ମୁଣ୍ଡରୁ ନାକ ପର୍ଯ୍ୟନ୍ତ ସଙ୍କୁଚିତ ହୋଇଥାଏ ଏବଂ ଦୁନିଆର କୈାଣସି ବି ଡାକ୍ତର ଏହାକୁ ଠିକ କରି ପାରିବେ ନାହିଁ। ଏହି ଲଙ୍କାକୁ ଖାଇବା ଦ୍ଵାରା ନାକରେ ସଙ୍କୋଚନ, ମୁହଁରେ ଜ୍ୱଳନ, ଆଖିରୁ ଲଗାତର ପାଣି ବୋହିବା, ଛାତିରେ ଜ୍ୱଳଳ, ପେଟରେ ଭ-ୟା-ନକ ଯ-ନ୍ତ୍ର-ଣା ହେବା ସହିତ ଅତ୍ୟନ୍ତ ଜ୍ୱର ହେବାର ଦେଖାଯାଇଛି।

ଦୁନିଆର ଅଲଗା ଅଲଗା ରେକର୍ଡ ଜମା କରାଉଥିବା ବ୍ୟକ୍ତିମାନେ ଗିନୀଜ ବୁକ ଅଫ ବର୍ଲ୍ଡ ରେକର୍ଡ (Guinness World Record)ର ନିଜ ଫେସବୁକ ପେଜରେ କାନାଡ଼ାର ମାଇକ ଜ୍ୟାକଙ୍କର ରୀପର କଳା ଲଙ୍କା ଖାଉଥିବାର ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ମାଇକ ଜ୍ୟାକ କେବଳ ୯.୭୨ସେକେଣ୍ଡ ଭିତରେ କେବଳ ଗୋଟିଏ ଦୁଇଟି ନୁହେଁ ବରଂ ତିନି ରୀପର କଳା ଲଙ୍କା ଖାଉଥିବାର ଦେଖା ଯାଇଛି। ହେଲେ, ଗିନୀଜ ବୁକରେ ତାଙ୍କ ନାମ ରେକର୍ଡ ପୂର୍ବ ବର୍ଷ ୨୧ନଭେମ୍ବରରୁ ହିଁ ଜମା କରାଯାଇ ସାରିଛି। ଯାହାଙ୍କ ଭିଡିଓ ଗିନୀଜ ବୁକର ବର୍ତ୍ତମାନ ଫେସବୁକରେ ଶେୟାର କରାଯାଇଛି। ଗିନୀଜରେ କୁହାଯାଇଛି କି ରୀପର କଳା ଲଙ୍କା ହାରାହାରି ୧.୫ମିଲିୟନ ସ୍କ୍ରାବିଲ ହୀଟ ୟୁନିଟ୍ସ (SHU) ଉତ୍ପନ କରିଥାନ୍ତି। ଏହା ସାଧାରଣ ଲଙ୍କା ତୁଳନାରେ ୧୫୦୦ଗୁଣା ଅଧିକ ରାଗ ହୋଇଥାଏ।

ମାଇକ ଜ୍ୟାକ ୩ରୀପର କଳା ଲଙ୍କାକୁ ଖାଇବାର କାରନାମା ଚତୁର୍ଥ ଥର କରିଛନ୍ତି। ଏହା ପୂର୍ବରୁ ୩ରେକର୍ଡ ମଧ୍ୟ ତାଙ୍କ ନାମରେ ହିଁ ଜମା କରାଯାଇଛି। ସେ ଜାନୁଆରୀ ୨୦୧୯ରେ ନିଜର ପ୍ରଥମ ରେକର୍ଡ ଭାଙ୍ଗିଥିଲେ, ଯେତେବେଳେ ସେ ଭୂତ ଜୋଲୋକିୟା ଲଙ୍କାକୁ ରେକର୍ଡ ସମୟରେ ଖାଇଥିଲେ। ଭୂତ ଜୋଲୋକିୟା (Bhut Jolokia Chili Peppers) ଲଙ୍କାକୁ ଆହୁରି ଅଧିକ ରାଗ ବୋଲି କୁହାଯାଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *