ବ୍ୟକ୍ତିଜଣକ କଢେଇରେ ଖାଦ୍ୟ ତିଆରି କରୁଥିଲେ । ତିନିଜଣ ବନ୍ଧୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଏପରି କିଛି କରିଥିଲେ – ‘ ବନ୍ଧୁ ସର୍ବଦା ସାହାଯ୍ୟ କରନ୍ତି ‘

ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଏବଂ ପ୍ରେରଣାଦାୟକ ଫୋଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଥାଏ । କିଛିଥର ଏହି ଫୋଟୋ ଏବଂ ଭିଡ଼ିଓକୁ ଦେଖି ଆମକୁ କିଛି ଶିଖିବାକୁ ମିଳେ ଏବଂ ଏହାଦ୍ବାରା ଆମେ ଆନୁପ୍ରାଣିତ ମଧ୍ୟ ହେଉ । ନିକଟରେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହୋଇଛି । ଯାହାକୁ ଦେଖି ଆପଣମାନଙ୍କୁ ମଧ୍ୟ ଆପଣଙ୍କର ବନ୍ଧୁ କଥା ମନେ ପଡିଯିବ । ଏହି ଭିଡ଼ିଓଟି ବହୁତ ମଜାଳିଆ ଅଟେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଏହି ଫୋଟୋକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ଟ୍ୱିଟରରେ ସେୟାର କରିଛନ୍ତି । ଫୋଟୋ ସହ ସେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ , ‘ ଭଲ ବନ୍ଧୁମାନେ ପରସ୍ପରକୁ ସାହାଯ୍ୟ କରନ୍ତି । ଫୋଟୋରେ ଆମେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ରୋଷେଇ କରୁଛନ୍ତି ଏବଂ ତାଙ୍କ ପଛରୁ ଆଉ ତିନିଜଣ ବନ୍ଧୁ ତାଙ୍କ ହାତ ଧରିଛନ୍ତି । ଚାରିଜଣ ବନ୍ଧୁ ପଛରୁ ଜଣକ ପରେ ଜଣେ ବସିଛନ୍ତି ।

ଲୋକମାନଙ୍କୁ ଏହି ଫୋଟୋ ଖୁବ ପସନ୍ଦ ଆସୁଛି । ଚାରିଜଣ ବନ୍ଧୁମାନଙ୍କ ଏହି ମଜାଳିଆ ଫୋଟୋ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଫୋଟୋରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି । ଫୋଟୋରେ ଏବେ ପର୍ଯ୍ୟନ୍ତ 1 ହଜାରରୁ ଅଧିକ ଲାଇକ ଆସି ସାରିଛି । ଜଣେ ୟୁଜର ଲେଖିଛନ୍ତି , ‘ ପକ୍କା ଚିକେନ ତିଆରି ହେଉଥିବ ‘। ଦ୍ୱିତୀୟ ୟୁଜର ଲେଖିଛନ୍ତି , ‘ ଏହିଭଳି ପା-ର୍ଟୀ ସେମାନେ ମଧ୍ୟ ପାଳନ କରିବେ । ଯେଉଁଠାରେ ଗୋଟିଏ ଜିନିଷ ତିଆରି କରିବେ ସେମାନେ ସମସ୍ତେ ମିଶି ତାଙ୍କୁ ସାହାଯ୍ୟ କରିବେ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *