250 ବର୍ଷ ପର୍ଯ୍ୟନ୍ତ ବ-ଞ୍ଚି-ଥି-ବା ଏହି ବ୍ୟକ୍ତିଙ୍କର 23 ଟି ପତ୍ନୀ ଏବଂ 200 ସନ୍ତାନ । ମୃ-ତ୍ୟୁ ପୂର୍ବରୁ କହିଥିଲେ ଦୀ-ର୍ଘା-ୟୁ-ର ର-ହ-ସ୍ୟ , ଜାଣନ୍ତୁ..

ଶୁଣିବାରେ ଆଶ୍ଚର୍ଯ୍ୟ ଲାଗେ ଏବଂ ନିଜ କାନକୁ ବିଶ୍ୱାସ ହେବ ନାହିଁ । କିନ୍ତୁ ଲୀ ଚିଙ୍ଗ ୟୁନ ଯିଏକି ବିଶ୍ୱରେ ସବୁଠାରୁ ଦୀର୍ଘ ବର୍ଷ ବଞ୍ଚିଥିବା ବ୍ୟକ୍ତି ଏବେ ଶୀର୍ଷରେ ଅଛନ୍ତି । ସେ ଏବେ ଦୁନିଆରେ ନାହାଁନ୍ତି କିନ୍ତୁ ଯିବା ପୂର୍ବରୁ ସେ ନିଜର ଦୀର୍ଘାୟୁର ର-ହ-ସ୍ୟ କହିଥିଲେ ।

ସେ ଚୀନର ସିଚୁଆନରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏଠି ମଧ୍ୟ ସେ ନିଜର ଶେ-ଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ 1677 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ 6 ମଇ 1933 ରେ ମୃ-ତ୍ୟୁ-ବରଣ କରିଥିଲେ । ସେ ଜଣେ ହର୍ବଲିଷ୍ଟ ଥିଲେ । ସେ ପର୍ବତରେ ରହୁଥିଲେ ଏବଂ ଔଷଧ ବିକ୍ରି କରୁଥିଲେ । ସେ ମଧ୍ୟ ନିଜେ ଏହାକୁ ସେବନ କରୁଥିଲେ । ସେ ଖାଦ୍ୟରେ ଚାଉଳ ମ-ଦ ସେବନ କରୁଥିଲେ ।

ସେ ପ୍ରଥମେ ସେ-ନା-ରେ ଥିଲେ । ସେ 78 ବର୍ଷରେ ଅବସର ନେଇଥିଲେ ଏବଂ ସେ ତାଙ୍କର ସମସ୍ତ ଜୀବନ ସେ ଔଷଧରେ ବିତାଇଥିଲେ । ସେ ଔଷଧ ସଂଗ୍ରହ ପାଇଁ ଗାଂସୁ , ସାନସି , ତିବ୍ବତ ,ଭିଏତନାମ , ଥାଇଲ୍ୟାଣ୍ଡ ଏବଂ ମନଚୁରିଆ ମଧ୍ୟ ଯାତ୍ରା କରିଥିଲେ । ଲୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେନେରାଲ ୟୁ ଜୋଙ୍ଗଙ୍କ ସେ-ନା-ରେ କାର୍ଯ୍ୟ କରିବା ପାଇଁ ତାଙ୍କର 100 ତମ ଜନ୍ମଦିନରେ ରୟାଲ ହାଉସରୁ ଅଭିନଦନ ପଠାଯାଇଥିଲା । ଏହି ସ-ନ୍ଦେ-ଶ-ଟି ମଧ୍ୟ 150 ଏବଂ 200 ତମ ଜନ୍ମଦିନରେ ମଧ୍ୟ ଆସିଥିଲା । ପରେ ଚୀନର ସେନାପତି ତାଙ୍କ 250 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ର-ହ-ସ୍ୟ ଜାଣିବା ପାଇଁ ତାଙ୍କୁ ଘରକୁ ନେଇଯାଇଥିଲେ ।

ପ୍ରାକୃତିକ କାରଣ ପାଇଁ ଲୀଙ୍କର ମୃ-ତ୍ୟୁ ଘଟିଥିଲା ଅର୍ଥାତ ତାଙ୍କ ମୃ-ତ୍ୟୁ-ଟି ପ୍ରାକୃତିକ ଥିଲା । ତାଙ୍କର 24ଟି ପତ୍ନୀଙ୍କ ମଧ୍ୟରୁ 23 ଟି ପତ୍ନୀ ସେ ବ-ଞ୍ଚି-ଥି-ବା ଭିତରେ ମରିଯାଇଥିଲେ । 24 ତମ ପତ୍ନୀ ବଞ୍ଚିଥିବାର କାରଣ ଲୀଙ୍କ ମୃ-ତ୍ୟୁ ସମୟରେ ସେ 60 ବର୍ଷର ଥିଲେ । ଏକ ରେ-କ-ର୍ଡ ଅନୁସାରେ ଲୀଙ୍କର ପ୍ରାୟତ 200 ସନ୍ତାନ ଥିଲେ ।

Leave a Reply

Your email address will not be published. Required fields are marked *