ଦାବି-ଶତାବ୍ଦୀ ପୂର୍ବରୁ ମଙ୍ଗଳଗ୍ରହରେ ବାସ କରୁଥିଲା ମଣିଷ…

ଦୁନିଆରେ କରୋନା ଭାଇରସ ପାଇଁ ବର୍ତ୍ତମାନ ପରିସ୍ଥିତି ବହୁତ ଖରାପ ଅଛି। ତା ସହିତ ୨୦୨୦ରେ ଗୋଟେ ପରେ ଗୋଟେ ଏପରି ଘଟଣା ହେଇଚାଲିଛି ଯାହା ଲୋକଙ୍କ ଚିନ୍ତା ବଢ଼ାଇଛି। ଏବେ ନାସା ଏକ ଇଣ୍ଟେର୍ଭିଉରେ ଏହା ଘୋଷଣା କରିଛେ ଯେ ସେ ମଙ୍ଗଳ ଗ୍ରହରୁ କିଛି ସାମ୍ପୁଲ ଆଣୁଛନ୍ତି।ଓ ଏହା ସମ୍ଭବ କି ଏହା ଦ୍ବାରା ପୃଥିବୀରରେ ଏକ ଭୟାନକ ରୋଗ ବ୍ୟାପିପାରେ। ଏହା ଭିତରେ ଏବେ କାମ୍ପିରେସି ଥିଓରେଷ୍ଟ ଦାବି କରିଛି କି ଶତାବ୍ଦୀ ପୂର୍ବରୁ ମଙ୍ଗଳ ଗ୍ରହରେ ଥିବା ଏକ କଲୋନୀ ମିଳିଥିଲା। ଏହାର ପ୍ରମାଣ ପାଇଁ ସେ ଏହାର ଫୋଟୋ ସେୟାର କରିଛନ୍ତି।

ୟୁଟୁବରେ ET Data Base ନାମରେ ଚ୍ୟାନେଲ ଚଳାଉଥିବା ସ୍କଟ ସି ବରିଙ୍ଗ ବିଜ୍ଞାନର ଜଣା ଶୁଣା ନାମ ଅଟେ। ସେ ନିଜ ଥିଓରୋଜି ଦ୍ବାରା ଦୁନିଆର ଧ୍ୟାନ ନିଜ ଆଡ଼କୁ ଆଣିଛନ୍ତି।

ସ୍କଟ ପୂର୍ଵରୁ ବି ମଙ୍ଗଳରେ ମୁଷା ଠୁ ନେଇ ଏଲିଅନ ମାନଙ୍କୁ ଦେଖାଯାଇଥିବା ଦାବି କରିଛନ୍ତି। ଏବେ ସେ ଏକ ନୂଆ ଦାବା କରୁଛନ୍ତି । ତାଙ୍କର କହିବା ଅଟେକି ବର୍ତ୍ତମାନ ତାଙ୍କୁ କିଛି ପ୍ରମାଣ ମିଳିଛି ଯେଉଁଥିରେ ସଫା ଜଣାପଡୁଛି ମଙ୍ଗଳଗ୍ରହରେ ଜୀବନ ଥିଲା।

<p>ये तीनों ही तस्वीर रोवर से ली गई है। इसमें से एक में बड़े-बड़े दो काले पत्थर नजर आ रहे हैं, जो पिरामिड जैसे लग रहे हैं। स्कॉट का दावा है कि तस्वीर में पिरामिड का बस एक हिस्सा नजर आ रहा है।&nbsp;</p>

ଏହି ଫୋଟୋ ନାସାର ରୋବରରୁ ନିଆ ଯାଇଛି। ଏଥିରେ ପୁରୁଣା ଐତିହାସିକ ପଥର ଦେଖାଯାଉଛି। ନିଜ ଦାବି ପାଇଁ ସ୍କଟ ତିନୋଟି ଫୋଟୋ ସେୟାର କରିଛନ୍ତି।

ଏହି ସବୁ ଫୋଟୋ ରୋବରରୁ ନିଆଯାଇଛି ଯେଉଁଥିରେ ଦୁଇଟି ବଡ଼ କଳା ପଥର ଦେଖାଯାଇଛି ଓ ଯାହା ପିରାମିଡ ଭଳି ଦେଖାଯାଉଛି। ସ୍କଟଙ୍କ ଦାବିକି ଏହି ପିରାମିଡରେ କେବଳ ଏକ ପଟ ନଜର ଆସୁଛି।

google

ମାଟିତଳେ ମଧ୍ୟ ପିରାମିଡର ଅଂଶ ଲୁଚି ରହିଛି।ସ୍କଟଙ୍କ ଦାବିକି ଏହା ଚାରି ପଟ ତିଆରି ପିରାମିଡ ଓ ଏହାର କିଛି ଅଂଶ ମାଟି ତଳେ ଅଛି।ଦ୍ୱିତୀୟ ପଥରର ସ୍କଟ ଏକ ବ୍ୟକ୍ତିର ଚେହେରା ପ୍ରକାଶ କରିଛନ୍ତି ଯିଏକି ହେଲମେଟ ପିନ୍ଧିଛି। ସ୍କଟ କହିଛନ୍ତି ଏଥିରେ ଆଖି ଓ ନାକ ମଧ୍ୟ ହୋଇଛି।

<p>अपने फॉलोवर्स को स्कॉट ने बताया कि ये पत्थर इंसान के चेहरे को दिखा रहा है। जिसके साथ नाक, आंख और गाल का नीचे का हिस्सा दिख रहा है। स्कॉट ने इसे बेहद अजीब बताया।&nbsp;</p>

ସ୍କଟ କହିଛନ୍ତି ଏହା ମଣିଷ ମାନଙ୍କ ଚେହେରା ଭଳି ଲାଗୁଛି। ଯେଉଁଥିରେ ସଫା ଆଖି, ନାକ ,ଗାଲ ଦେଖାଯାଉଛି। ସ୍କଟ ଏହାକୁ ଆଶ୍ଚର୍ଯ୍ୟ କହିଛନ୍ତି।

<p>स्कॉट के अनुसार एक ही जगह पर पिरामिड के आकार का पत्थर और फिर दूसरे में इंसान का चेहरा, ये कोई इत्तेफाक नहीं हो सकता। ये इस बात का सबूत है कि सदियों पहले मंगल ग्रह पर जिंदगी मौजूद थी। ये तस्वीरें मंगल ग्रह पर एलसी माउंटेन नाम की जगह से ली गई है। इस जगह पर समय-समय पर जिंदगी होने का दावा किया जाता है।&nbsp;</p>

ସ୍କଟ କହିଛନ୍ତି ଏକ ସ୍ଥାନରେ ପିରାମିଡ ଆକାରର ପଥର ଓ ମଣିଷ ଚେହେରା ଏହା ପଛରେ କିଛି କାରଣ ଥାଇ ପାରେ।ଏହା ଏହି କଥାର ପ୍ରମାଣ କି ଏଠାରେ ଜୀବନ ଥିଲା। ଏହି ଫୋଟୋ ମଙ୍ଗଳଗ୍ରହର ଏଲେସି ପର୍ବତରୁ ନିଆଯାଇଛି। ଏହି ସ୍ଥାନରେ ଅନେକ ଥର ଜୀବନ ଥିବା ଦାବି କରାଯାଇଛି।

ସ୍କଟଙ୍କ ଏହି ଦାବି ପରେ ସୋସିଆଲ ମିଡିଆରେ ତାଙ୍କୁ ସମର୍ଥନ ମିଳିଛି। ଅନେକ ଲୋକଙ୍କୁ ସେହି ପଥରରେ ମଣିଷ ଦେଖାଯାଇଛି। ଏବେ ଏହା ଜଣା ପଡିବ ଏହା ପଛର ସତ୍ୟତା ଏବେ କିନ୍ତୁ ବିଜ୍ଞାନରେ ହଲଚଲ ସୃଷ୍ଟିହୋଇଛି।

Leave a Reply

Your email address will not be published. Required fields are marked *