କାହାଣୀ ଏଭଳି ଏକ ନେତାଙ୍କର ଯିଏ କି, ବ୍ରସ କରିବା ଓ ଗାଧୋଇବାକୁ ଘୃଣା କରୁଥିଲେ

ଆମ ସମାଜରୁ ଦୂରରେ ଥିବା ଜଙ୍ଗଲର ଆଦିବାସୀମାନେ ବ୍ରସ କରିବା ତଥା ଗାଧୋଇବା କାମ କରୁନଥିବେ। ଏହା ସହ ଅଳ୍ପ କିଛି ଲୋକ ମିଳିବେ ଯିଏ ବ୍ରସ କରିବାକୁ ଘୃଣା କରନ୍ତି। କିନ୍ତୁ ଆଜି ଆମେ ଜାଣିବା ଯେ, ଏକ ମହାନ ନେତା, ଯିଏ ତାଙ୍କ ଜୀବନରେ କେବେ ବ୍ରସ କରି ନାହାନ୍ତି।

ସେହି ନେତାଙ୍କ ବିଷୟରେ:

ସେହି ନେତାଙ୍କ ବିଷୟରେ ‘ ଦି ପ୍ରାଇଭେଟ ଲାଇଫ ଅଫ ଚେୟାରମ୍ୟାନ ମାଓ ‘ ନାମକ ବହି ଡ. ‘ଜୀ ଶୀ ଲୀ’ଙ୍କ ଦ୍ଵାରା ଲେଖା ଯାଇଥିଲା। ତାଙ୍କ ନାମ ମାଓସ୍ତେ ତୁଙ୍ଗ ଅଟେ। ତାଙ୍କୁ ମାଓ ଜୋଡ଼ାଙ୍ଗ ମଧ୍ୟ ଡାକୁଥିଲେ। ସେହି ବହିରେ ମାଓଙ୍କର ଅନେକ ବିଚିତ୍ର କଥା ଲେଖାଯାଇଥିଲା।

ପୁସ୍ତକରେ କଣ ଲେଖା ଯାଇଥିଲା:

ସେହି ପୁସ୍ତକରେ ଜୀ ଶୀ ଲୀ କହିଥିଲେ କି,” ମାଓ କେବେ ଉଠିଲା ପରେ ଦାନ୍ତ ଘଷୁ ନଥିଲେ। ସେ ତାଙ୍କ ପାଟି ସଫା କରିବା ପାଇଁ ପ୍ରତିଦିନ ଚାହାର ଏକ ଢୋକ ନେଉଥିଲେ। ତାଙ୍କ ଦାନ୍ତ ଦେଖାଯାଉଥିଲା ଯେପରି କେହି ହଳଦୀ ରଙ୍ଗ ଦେଇଦେଇଛି”। କେବଳ ବ୍ରସ କରୁନଥିଲେ ଏହା ସହ ସେ ସ୍ନାନ ଭି ବହୁତ ଅଳ୍ପଦିନ କରୁଥିଲେ। ତାଙ୍କୁ ସ୍ନାନ କରିବା ପାଇଁ ଘୃଣା ଆସିଥାଏ।

ମାଓଙ୍କ ସହ ତାଙ୍କ ପଲଙ୍କ ଯାଉଥିଲା:

ମାଓଙ୍କ ଶୋଇବା ଓ ଉଠିବା କାମରେ ପୃଥିବୀର ଓଲଟା କରୁଥିଲେ। ଅର୍ଥାତ ଯେତେବେଳେ ଲୋକମାନେ ଶୋଉଥିଲେ, ସେତେବେଳେ ମାଓ କାମ କରୁଥିଲେ। ଆଉ ଯେତେବେଳେ ଲୋକମାନେ ଉଠୁଥିଲେ, ସେତେବେଳେ ସେ ଶୋଇବାକୁ ଯାଉଥିଲେ। ତାଙ୍କର ଅନ୍ୟ ଏକ କଥା ଚର୍ଚ୍ଚାକୁ ଆସିଥିଲା ଯେ, ସେ ତାଙ୍କ ନିଜ ପଲଙ୍କରେ ସବୁବେଳେ ଶୋଉଥିଲେ। ଏମିତିରେ ସେ ବିଦେଶ ଗଲେ ଭି ନିଜର ପଲଙ୍କ ନେଇଯାଉଥିଲେ।

ମାଓଙ୍କ ବିଷୟରେ ଚୀନର ଲୋକମାନଙ୍କ ମତ:

ମାଓଙ୍କ ଜନ୍ମ ୧୮୯୩ ମସିହାର ଡିସେମ୍ବର ମାସ ୨୬ ତାରିଖରେ ହୋଇଥିଲା। ସେ ହୁନାନ ପ୍ରାନ୍ତର ଶାଓଶାନ କସବେର ନିବାସୀ ଥିଲେ। ସେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରଶାସକ ଥିଲେ। ତେଣୁ ତାଙ୍କୁ ବିଂଶ ଶତାବ୍ଦୀରେ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାମ ଦିଆଯାଇଥିଲା। ଆର୍ଥିକ, ଟେକ୍ନିକ, ସାଂସ୍କୃତିକ ବିକାଶ ତାଙ୍କ ନୀତି ଓ କାର୍ଯ୍ୟକ୍ଷମତା ଦ୍ୱାରା ଆଗେଇଥିଲା। ଏଥିପାଇଁ ଚୀନ ପୃଥିବୀର ଏକ ଶକ୍ତିଶାଳୀ ଦେଶର ମାନ୍ୟତା ଦିଆଯାଇଥିଲା।

ମାଓଙ୍କ ସମୟରେ ଅକାଳ ପଡ଼ିଥିଲା:

ମାଓ ଏକ ଅଭିଯାନ ଆରମ୍ଭ କରିଥିଲେ। ଯାହାର ନାମ ଥିଲା ‘ଫୋର ପେଷ୍ଟ କମ୍ପାନୀ’। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଯେ, ୪ଟି ଜୀବ (ଯଥା ଗୌରୈୟା ପକ୍ଷୀ, ମୂଷା, ମଶା, ମାଛି) କୁ ମାରିବା ପାଇଁ କୁହାଯାଇଥିଲା। କିନ୍ତୁ ତାଙ୍କର ଏହି ଅଭିଯାନରେ ଚୀନରେ ଏକ ବିଶାଳ ଭୋକମାରୀ ଅକାଳ ପଡ଼ିଲା। ଏହି ଅକାଳରେ ପ୍ରାୟ ୧.୫୦ କୋଟି ଲୋକ ଅର୍ଥାତ ଦେଢ଼ କୋଟି ଲୋକ ମରିଯାଇଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *