ମରିଗଲେ ବି ତକିଆ ତଳେ ଏହି ଜିନିଷ ରଖି ଶୁଅନ୍ତୁ ନାହିଁ। ନହଲେ ମାଡି ଆସିବା ଦରିଦ୍ରତା

ବନ୍ଧୁଗଣ ଆମେ ଆମ ଦୈନିକ ଜୀବନରେ କିଛି ଏମିତି ଛୋଟ ଛୋଟ ଭୁଲ କରିଥାଉ ଯାହା ବହୁତ ମାମୁଳିତ ହୋଇଥାଏ କିନ୍ତୁ ତାହାର ଖରାପ ପ୍ରଭାବ ଆମ ଜୀବନ ଉପରେ ଅଧିକ ପଡିଥାଏ। ଯଦି ଆମର ଜ୍ୟୋତିଷଶାସ୍ତ୍ରର ବିସ୍ତାର ରୂପେ ଅଧ୍ୟୟନ କରିବା ତ ସେଥିରେ କିଛି ଏମିତି କଥା କୁହାଯାଇଛି ଯାହା ବାସ୍ତବରେ ଆମ ଜୀବନର ପ୍ରତ୍ୟକ କ୍ଷେତ୍ରରେ ପ୍ରଭାବ ପକାଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଆଉ ବାସ୍ତୁଶାସ୍ତ୍ରର ସହାୟତାରେ ଆପଣ ନିଜ ଜୀବନର ଛୋଟ ବଡ଼ ସମସ୍ୟାର ସହଜ ସମାଧାନ ପାଇପାରିଥାଉ।

ଆର୍ଥିକ କିମ୍ବା ସାମାଜିକ କିମ୍ବା ଚାକିରୀ, ବ୍ୟବସାୟ, ଜମି, ବିଲ ବାଡ଼ି କିମ୍ବା କ୍ୟାରିୟର କୁ ଜଡିତ ହୋଇଛି। କିଛି ଏମିତିବି ସହଜ ଉପାୟ ଯୋଡି ଅଛି ଆପଣଙ୍କ ଅଭ୍ୟାସରେ। ହଁ ବନ୍ଧୁଗଣ ଆମେ ସକାଳୁ ଉଠିବାଠୁ ନେଇ ରାତି ଶୋଇବା ପର୍ଯ୍ୟନ୍ତ ଗୋଟେ ମେସିନ ସମାନ ସବୁ କାମ କରିନିଆଯାଇଥାଏ। କାରଣ ଏହି ସବୁ କାମ ଆମ ଅଭ୍ୟାସ ବନିଯାଇଥାଏ। ସେଥିପାଇଁ ଯଦି ଅଳ୍ପ ପାରୁବର୍ତନ ଆମେ ଆମ ଦିନଚର୍ଯ୍ୟା ଏବଂ ଅଭ୍ୟାସରେ କରିନେବା ତ ହୋଇପାରେ ଆମକୁ ଆମର ସମସ୍ୟାର ସମାଧାନ ମିଳିଯିବ। ପ୍ରତିଦିନ ଅଭ୍ୟାସ ମଧ୍ୟରୁ ଗୋଟିଏ ଅଭ୍ୟାସ ହେଲା ତକିଆ ତଳେ କିଛି ନାଁ କିଛି ରଖି ଶୋଇବାର କିମ୍ବା ନିଜ ପାଖରେ କିଛି ଅନାବଶ୍ୟକ ଜିନିଷ ରଖି ଶୋଇବାର।

ବନ୍ଧୁଗଣ ତକିଆ ଆମ ମାନଙ୍କ ପାଇଁ ଗୋଟିଏ ମହତ୍ୱପୂର୍ଣ ବସ୍ତୁ ଅଟେ। କାରଣ ବହୁତ ଲୋକ ବିନା ତକିଆରେ ଶୋଇ ପାରନ୍ତି ନାହିଁ। କିଛି ଲୋକଙ୍କ ଅଭ୍ୟାସ ଥାଏ ସେମାନେ ନିଜ ପାଖରେ କିଛି ବସ୍ତୁ ରଖି ଶୁଅନ୍ତି।ଯେମିତି ରବଲ ବେଣ୍ଡ, କ୍ଲିପ, ବୁକ ଇତ୍ୟାଦି ତକିଆ ତଳେ ରଖି ଶୋଇଥାନ୍ତି। କିନ୍ତୁ ହୋଇପାରେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କର କ୍ଷତି କରିଥାଏ। ଯଦି ଆପଣ ଜଣା ଅଜଣାରେ ଶୋଇବା ସମୟରେ କିଛି ଏମିତି ଜିନିଷ ନିଜ ପାଖରେ ରଖି ଶୋଉଛନ୍ତି ଯାହା ଆପଣଙ୍କୁ ନରଖିବା ଦରକାର। ଆଉ ଏଥିପାଇଁ ଆପଣଙ୍କ ଜୀବନରେ ସମସ୍ୟା, ଚିନ୍ତା, ଦୁଃଖ ଆଉ ସଂକଟ ଆସିଥାଏ। ତ ଆସନ୍ତୁ ବନ୍ଧୁଗଣ ଜାଣିବା ସେହିସବୁ ବସ୍ତୁ କଣ ଯାହାକୁ ନିଜ ପାଖରେ ରଖି ଶୋଇବା ବିଲକୁଲ ଭଲ ନୁହେଁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତ ଆସନ୍ତୁ ଜାଣିନେବା ତକିଆ ତଳେ କେଉଁ ଜିନିଷ ରଖି ଶୋଇବା ଭଲ ନୁହଁ।

ବହି:

ବନ୍ଧୁଗଣ ବହୁତ ଲୋକ ଶୋଇବା ପୂର୍ବରୁ ବହି ପଢିବା ପସନ୍ଦ କରନ୍ତି। ଆଉ ନିଦ ଆସିବା ଦ୍ୱାରା ସେହି ବହିକୁ ତକିଆ ତଳେ ରଖି ଶୋଇଯାନ୍ତି। କିନ୍ତୁ ବନ୍ଧୁଗଣ ଯଦି ଏହି ବହି ଧାର୍ମିକ ବହି ଉପରେ ଅଟେ ତ ଠିକ ଅଛି। କାରଣ ସେମାନଙ୍କର ଆମ ଉପରେ ସ-କ-ରା-ତ୍ମ-କ ପ୍ରଭାବ ପଡିଥାଏ। କିନ୍ତୁ ଯଦି ବହି ଭୁତ, ପ୍ରେତ ବା ହିଂସା ଉପରେ ଅଟେ ତ ନିଶ୍ଚିତ ରୂପେ ସେଥିରେ ନା-କା-ରା-ତ୍ମ-କ ଉର୍ଜାର ପ୍ରଭାବ ଥାଏ। ଯାହାର ନ-କା-ରା-ତ୍ମ-କ ପ୍ରଭାବ ଆମର ମାନସିକ ସ୍ଥିତି ଉପରେ ପଡିଥାଏ। ଯେଉଁ ଦ୍ୱାରା ଆମର ମାନସିକ ସ୍ଥିତିବି ପ୍ରଭାବିତ ହୋଇଥାଏ। ତ ସେଥିପାଇଁ କେବେବି ନିଜ ପାଖରେ ବହି ରଖି ଶୁଅନ୍ତୁ ନାହିଁ।

ପର୍ସ:

ବହୁତ ଜଣଙ୍କର ଏହି ଅଭ୍ୟାସ ଥାଏ କି ସେମାନେ ନିଜ ପର୍ସ ଆଉ ଟଙ୍କାକୁ ତକିଆ ତଳେ ରଖି ଶୋଇଥାନ୍ତି। କିନ୍ତୁ ଏମିତି କରିବା ପୁରାପୁରି ଭୁଲ। ପର୍ସ କିମ୍ବା ଟଙ୍କା ତକିଆ ତଳେ ରଖି ଶୋଇବା ଦ୍ୱାରା ଅନାବଶ୍ୟକ ଖର୍ଚ୍ଚ ବଢିଥାଏ ଆଉ ତା ସହ ଆମକୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିଥାଏ। ଟଙ୍କାକୁ ସବୁବେଳେ ଆଲମାରୀ ଆଉ ସିନ୍ଦୁକରେ ରଖନ୍ତୁ। ହଁ କିଛି ବିଶେଷ ଗ୍ରହର ଶାନ୍ତି ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା କିମ୍ବା ରୂପର ମୁଦ୍ରାକୁ ଆପଣ ନିଜ ତକିଆ ତଳେ ରଖି ସୋଇପାରି ବେ।

ଘଡି:

ବନ୍ଧୁଗଣ ଘଡି ଏକ ଏପରି ଜିନିଷ ଅଟେ ଯାହା ଆମ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ ଅଟେ। ସମୟ ଦେଖାଇବା ସହିତ ଘଡି ସମୟର ମହତ୍ୱକୁ ବି ବୁଝାଇଥାଏ। କିନ୍ତି ଜ୍ୟୋତିଷ ଶାସ୍ତ୍ରରେ ଘଡିକୁ ତକିଆ ତଳେ ରଖି ଶୋଇବାକୁ ନିସେଦ୍ଧ ମାନାଯାଇଛି। ବୈଜ୍ଞାନିକ ଦୃଷ୍ଟିକଣରୁ ମଧ୍ୟ ଏହା ଭଲ ନୁହଁ।ତକିଆ ତଳେ ବା ଶୋଇବା ପାଖରେ ଘଡି ରଖି ଶୋଇବା ଦ୍ୱାରା ଏହାର ନାକାରାତ୍ମକ ପ୍ରଭାବ ଆମ ମନ ଏବଂ ମସ୍ତିଷ୍କ ଉପରେ ପଡିଥାଏ।ତା ସହିତ ଏଥି ଦ୍ୱାରା ଆମ ଜୀବନର ସୁଖଶାନ୍ତି ପ୍ରଭାବିତ ହୋଇଥାଏ। ସେଥିପାଇଁ ଶୋଇବା ପାଖରେ କିମ୍ବା ତକିଆ ତଳେ ଘଡି ରଖି ଶୁଅନ୍ତୁ ନାହିଁ।

ବନ୍ଧୁଗଣ ବହୁତ ଲୋକ ନିଜ ଘର ଗାଡି ଦୁକାନ ଅଲମାରିର ଚାବି ନୀତି ତକିଆ ତଳେ ରଖି ଶୋଇଥାନ୍ତି। ଏମିତି କରି ନିଜ ଜୀବନରେ ଅନେକ ସମସ୍ୟାକୁ ଆପଣ ନିଜ ଜୀବନକୁ ଅମନ୍ତ୍ରଣ କରିଥାନ୍ତି। କାରଣ ବ୍ୟକ୍ତି କିଛି ଡର, ଭ୍ରମ, କିମ୍ବା ବିଶ୍ୱାସର କାରଣରେ ଯଦି ଏମିତି କରୁଛନ୍ତି ତ ଏହାର ଅର୍ଥ ସେହି ବ୍ୟକ୍ତିର ମନ, ମସ୍ତିଷ୍କରେ ଆଗରୁ ହିଁ ନ-କା-ରା-ତ୍ମ-କ ବିଚାର ଚାଲୁଥାଏ। ଏହି ସବୁ ବସ୍ତୁକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ସେମାନେ ଏହି ବସ୍ତୁର ସମ୍ପୃକ୍ତରେ ଅଧିକ ଆସିବେ। ଆଉ ଜୀବନରେ ଅଧିକ ସଙ୍କଟ ସମସ୍ୟାର ସାମ୍ନା କରିବାକୁ ପଡେ। ସେଥିପାଇଁ ଭୁଲରେ ମଧ୍ୟ ଏହିସବୁ ଜିନିଷ ତକିଆ ତଳେ ରଖି ଶୁଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *