ଏହି ମାସରେ ଭଗବାନ ଶନିଦେବ ହେଲେ ଖୁସି, ଢ଼ାଳିବେ ପ୍ରଚୁର ଧନ ଏହି ରାଶି ମାନଙ୍କ ଉପରେ।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ଏହି ମାସରେ ଭଗବାନ ଶନିଦେବ ହେଲେ ଖୁସି, ଢ଼ାଳିବେ ପ୍ରଚୁର ଧନ ଏହି ରାଶି ମାନଙ୍କ ଉପରେ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦଶା ଦିଶରେ ଅଦଳ ବଦଳ ହୋଇଥାଏ, ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ। କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରି ନଥାଉ। ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ।କିନ୍ତୁ ଏହି ଠାରେ ଆମେ କହିଦେଉଛୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଶନିଗ୍ରହ ବିଷୟରେ କହିବାକୁ ଯାଉଛୁ।

ତେବେ ବନ୍ଧୁଗଣ ଅମର ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ଯେତେବେଳେ କାହାର ଉପରେ ଖୁସି ହୁଅନ୍ତି, ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଥାଏ। ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡ଼ିଥାଏ ତାହା ଠାରୁ ଅଧିକ ସେହି ଲୋକ ଲୋକମାନଙ୍କୁ ଖୁସି ଦେଇଥାନ୍ତି। ଭଗବାନ ଶନିଦେବ କାହାର ଶତୃ ନୁହନ୍ତି ବରଂ ମିତ୍ର ଅଟନ୍ତି। ଶନିଦେବ ଜଣେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି। ଯିଏକି ପ୍ରତ୍ୟକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁ ଲୋକମାନେ ଅନୈତିକ ଏବଂ ଭୁଲ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ।

ଆପଣଙ୍କୁ ଜଣେଇ ଦେଉଛୁ ଯେ ଯେତେବେଳେ ଭଗବାନ ଶନିଦବ ନିଜର ଚଳନ ବଦଳାଇ ଥାନ୍ତି ତେବେ ସେହି ରାଶି ମାନଙ୍କର ଅନୁସାରେ କାହାର ଉପରେ ଭାରି ପଡ଼ିଥାନ୍ତି ତ କାହାର ଉପରେ ଖୁସି ହୋଇଥାନ୍ତି। ଏମିତିରେ ସବୁ ୧୨ ଗୋଟି ରାଶି ମାନଙ୍କ ଉପରେ ଭଗବାନ ଶନିଦେବଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କର ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନିଦେବଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୂର୍ଣ ରହିବେ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ।

ମେଷ ରାଶି:

ଏହି ରାଶି ଉପରେ ଭଗବାନ ଶନିଦେବ ଖୁସିରେ ରହିବେ। ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ଭଗବାନ ଶନିଦେବଙ୍କର ଅସୀମ କୃପା ହେବ ଏବଂ ଏହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଏହାର ମଝିରେ ଏହି ରାଶିର ଲୋକ ମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବ ପୂରଣ କରିଦେବେ। କିନ୍ତୁ ଏଥିରେ ମାତ୍ର ଗୋଟିଏ ସର୍ତ୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବ ଙ୍କର ଉପରେ ସମ୍ପୂର୍ଣ ଭରସା ଏବଂ ବିଶ୍ୱାସ କରିବା ନିହାତି ଦରକାର।

ସିଂହ ରାଶି:

ଭଗବାନ ଶନିଦେବଙ୍କର କୃପା ଏହି ରାଶି ଉପରେ ମଧ୍ୟ ବର୍ଷୀବ ଏବଂ ଏମାନଙ୍କର ଭିତରେ କୌଣସି ପ୍ରକାରର ଆତ୍ମବିଶ୍ୱାସର ଅଭାବ ଆଉ ରହିବ ନାହିଁ। ଏମାନଙ୍କର ସମସ୍ତ ମନସ୍କାମନା ଭଗବାନ ଶନିଦେବଙ୍କର ଦ୍ବାରା ପୁରଣ ହୋଇଯିବ। କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ ପରିଶ୍ରମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର।

କନ୍ୟା ରାଶି:

ଆପଣଙ୍କର କରଜ ଭଗବାନ ଶନି ମହାରାଜ ଦୂରେଇ ଦେବେ କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜ ଜୀବନସାଥୀଙ୍କ ସହିତ କାଟିବାକୁ ପଡ଼ିବ। ତେବେ ଯାଇ ଭଗବାନ ଶନିଦେବଙ୍କର କୃପା ଦ୍ବାରା ଆପଣଙ୍କର ସାରା ଜୀବନ ସୁଖମୟ ରହିବ। ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ। ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ, ତେବେ ଆପଣ ନିଜର ମାତା ପିତାଙ୍କର ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ।

ତୁଳା ରାଶି:

ସଫଳତା ଆପଣଙ୍କର କବାଟ ସାମ୍ନାରେ ଛିଡା ହୋଇଛି। ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ ଯେ କୌଣସି କଳି ଝଗଡା ଠାରୁ ଆପଣ ଦୂରେଇ ରୁହନ୍ତୁ। ତେବେ ଯାଇ ଆପଣଙ୍କର ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଭଗବାନ ଶନିଦେବନଙ୍କର କୃପାରୁ ବ୍ୟର୍ଥ କାମରୁ ନିବୃତ ହୋଇ ନିଜର କାମ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଭଗବାନ ଶନିଦେବଙ୍କର କୃପାରୁ ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ।

କର୍କଟ ରାଶି:

ଏହି ରାଶି ଉପରେ ଭଗବାନ ଶନିଦେବ ଖୁସିରେ ରହିବେ। ଏମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ଭଗବାନ ଶନିଦେବଙ୍କର କୃପା ଅସୀମ କୃପା ହେବ। ଏବଂ ତାହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ, ତେବେ ଏହାର ମଝିରେ ମଝିରେ ଏହି ରାଶିର ଲୋକ ମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏବଂ ଏମାନଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଜୋରସୋରରେ ଚାଲୁ ହେବ।

କୁମ୍ଭ ରାଶି:

ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନସାଥୀଙ୍କର ସହିତ ଆପଣଙ୍କର ସମ୍ପର୍କ ବହୁତ ମଜବୁତ ରହିବ। ଏବଂ ଏହି ବର୍ଷ ଆପଣ ନୁଆ ବାହାନ କିଣିବାର ମନ ବଳାଇ ପାରନ୍ତି। ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କ ଘର ଉପରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ଲାଗି ରହିବ।

ଶନିଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ଶନିଦେବ “

Leave a Reply

Your email address will not be published. Required fields are marked *