ଆସୁଛି ମଇ ୨୦୨୧ ଆଉ ଆଣୁଛି ୫ ଟି ରାଶି ପାଇଁ ଖୁସି ଖବର। ଜାଣନ୍ତୁ କେଉଁ ରାଶିରେ କଣ ହେବ

ବନ୍ଧୁଗଣ ଆସନ୍ତା ମଇ ମାସଟି କିଭଳି ରହିବ ସମ୍ପୂର୍ଣ ୧୨ ଟି ରାଶି ବା ସମସ୍ତ ରାଶି ପାଇଁ ଆସୁଥିବା ଏହି ମଇର ମାସଟି ୨୦୨୧। କିପରି ରହିବ ଗ୍ରହ ମାନଙ୍କର ଗୋଚର ଓ ରାଶି ପରିବର୍ତ୍ତନ। ଆପଣଙ୍କ ଜୀବନରେ କଣ ବଡ଼ ପରିବର୍ତ୍ତନ ଆଣି କରି ଆସିବ ଓ କେଉଁ ରାଶି ମାନଙ୍କ ପାଇଁ କିଛି ସାବଧାନତା ମଧ୍ୟ ରହିଅଛି ତାହା ମଧ୍ୟ ଏହି ପୋଷ୍ଟରେ ଜାଣିପାରିବେ।

ମେଷ ରାଶି:

କର୍ମ କ୍ଷେତ୍ରରେ ଲଭବାନ ହେବାର ସୁଯୋଗ ପାଇବେ। ବ୍ୟବସାୟର ସ୍ଥିତି ମଜବୁତ ହେବ। ପାରିବାରିକ ଦାୟିତ୍ୱ ବଢିବ। କଠିନ ପରିଶ୍ରମ ଦ୍ୱାରା ଲାଭବାନ ହୋଇପାରନ୍ତି। କିନ୍ତୁ କିଛି ମାନସିକ ଅଶାନ୍ତି ବୃଦ୍ଧି ପାଇପାରେ। ମହିଳା ମାନେ ଦୁଃଖିତ ରହିବେ। ଛାତ୍ର ଛାତ୍ରୀ ମାନେ ସଫଳତା ପାଇବେ।

ବୃଷ ରାଶି:

ବ୍ୟବସାୟରେ ଉନ୍ନତ ହେବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଆକସ୍ମିକ ଧନ ଲାଭର ସୁଯୋଗ ଆସିବ। ପାରୁବାରିକ ସହଯୋଗ ମିଳିବ। ତେବେ କିଛି ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ତ ଆପଣ ଶରୀରକୁ ନେଇ ବିଶେଷ ଯତ୍ନବାନ ହୁଅନ୍ତୁ। ମହିଳାମାନେ ସୁଖୀ ହେବେ। ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଅଗ୍ରଗତି କରିବେ।

ମିଥୁନ ରାଶି:

କର୍ମ କ୍ଷେତ୍ରରେ ଉନ୍ନତି ଆସିବ। ଅଟକି ରହିଥିବା ଧନ ଫେରି ଆସିବ। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗ ମିଳିବ। ମହିଳାମାନେ ସୁଖୀ ହେବେ ଓ ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ।

କର୍କଟ ରାଶି:

ଦୈନିକ ରୋଜଗାରରେ ଉନ୍ନତି ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ଧନ ଲାଭର ସୁଯୋଗ ଆସିବ। ପାରିବାରିକ ଚିନ୍ତା ବୃଦ୍ଧି ପାଇବ। ନିର୍ମାଣ କାର୍ଯ୍ୟରେ କିଛି ବାଧା ବିଘ୍ନ ଦେଖା ଦେଇପାରେ। ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ। ମହିଳା ମାନେ ଧର୍ମ କାର୍ଯ୍ୟରେ ମନ ବୋଳାଇବେ। ଛାତ୍ର ଛାତ୍ରୀ ମାନେ ସଫଳତା ବୃଦ୍ଧି କରିବେ।

ସିଂହ ରାଶି:

ଚାକିରୀ କ୍ଷେତ୍ରରେ ଉନ୍ନତି, ଇଛିତ କାର୍ଯ୍ୟ ପୂରଣ ହେବ। ମାନସମ୍ମାନ ଲାଭ ହେବ। ଗୃହ ଓ ଭୂମି ଲାଭର ସୁଯୋଗ ଅଛି। ବନ୍ଧୁଙ୍କ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ। ମହିଳା ମାନେ ଧର୍ମ କାର୍ଯ୍ୟରେ ମନ ବୋଳାଇବେ।ଛାତ୍ର ଛାତ୍ରୀ ମାନେ ଶିକ୍ଷାରେ ମନ ବୋଳାଇବେ।

କନ୍ୟା ରାଶି:

ଅବରୋଧ ହୋଇଥିବା କାର୍ଯ୍ୟ ସମ୍ପର୍ଣ ହେବ। କୌଣସି ଦିଗରୁ ଅର୍ଥ ଲାଭ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଧର୍ଯ୍ୟରେ ସମସ୍ତ କାର୍ୟ୍ଯରେ ସଫଳତା ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ତ ଆପଣ ନିଜ ଖର୍ଚ୍ଚ ଉପରେ ଧ୍ୟାନ ରଖନ୍ତୁ।ମହିଳା ମାନେ ଚିନ୍ତିତ ରହିବେ। ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିବେ।

ତୁଳା ରାଶି:

ଦୈନିକ ରୋଜଗାରର ଉନ୍ନତି ହେବ। ମାନ ସମ୍ମାନ ବୃଦ୍ଧି ହେବ। ଅର୍ଥ ଲାଭ ହୋଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ। ଅପବ୍ୟୟ ହୋଇପାରେ। ମହିଳା ମାନେ ସୁଖୀ ହେବେ ଓ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ସଫଳତା ଲାଭ କରିବେ।

ବିଛା ରାଶି:

ବ୍ୟବସାୟରେ ଲାଭବାନ ହେବେ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ। ପାରିବାରିକ ସୁଖ ବୃଦ୍ଧି ହେବ। ମାନ ସମ୍ମାନ ବୃଦ୍ଧି ପାଇବ। ମହିଳା ମାନେ ସୁଖୀ ହେବେ। ଛାତ୍ର ଛାତ୍ରୀ ମାନେ ଉନ୍ନତି କରିବେ।

ଧନୁ ରାଶି:

କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରେ। ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ। ପାରିବାରିକ ଚିନ୍ତା ବୃଦ୍ଧି ପାଇବ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ଯାତ୍ରାରେ ଖର୍ଚ୍ଚନ୍ତ ହୋଇପାରନ୍ତି। ଚିନ୍ତିତ ରହିବେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ମାସଟି ସେତଟା ଭଲ ରହିବ। ନାହିଁ। ଅସଫଳ ହୋଇପାରନ୍ତି।

ମକର ରାଶି:

କର୍ମ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ। ବ୍ୟବସାୟରେ ଉନ୍ନତି ହେବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ସହଯୋଗ ମିଳିବ।କୌଣସି ଶୁଭ ସମ୍ବାଦ ପାଇପାରନ୍ତି। ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗୀତାରେ ସଫଳତା ଲାଭ କରିବେ।

କୁମ୍ଭ ରାଶି:

କର୍ମ କ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଦୂର ଯାତ୍ରାରେ ସୁଖୀ ହୋଇପାରନ୍ତି। ଅପବ୍ୟୟ ହୋଇପାରେ। ଆର୍ଥିକ ଅଭାବ ଦେଖାଦେଇପାରେ। ଶାରୀରିକ ଅସୁସ୍ଥା ଦେଖା ଦେଇପାରେ। ମହିଳା ମାନେ ସୁଖୀ ହେବେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ମଇର ମାସଟି ସେତଟା ଭଲରେ ଯିବ ନାହିଁ।

ମୀନ ରାଶି:

ବ୍ୟବସାୟରେ ଲାଭବାନ ହେବେ। ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରେ। ଅର୍ଥଲାଭର ସୁଯୋଗ ଅଛି। ମାନ ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ସୁଖ ବୃଦ୍ଧି ପାଇବ। ଶ-ତ୍ରୁ ମାନେ ପରାଜିତ ହେବେ। ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ। ମହିଳା ମାନେ ସୁଖୀ ହେବେ। ଓ ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିବେ।

Leave a Reply

Your email address will not be published. Required fields are marked *