ଯେଉଁ ପିଲା ଇଞ୍ଜେକ୍ସନ ଦେଇ କରିଥିଲେ ବାଇସେସ୍ପ, ତାଙ୍କର ବର୍ତମାନ ଏପରି ଅବସ୍ଥା ହୋଇଯାଇଛି ଦେଖିଲେ ବିଶ୍ୱାସ ହେବନି

ପ୍ରଥମେ ଏହା ଦେଖନ୍ତୁ…

ଲୋକ ଓର୍କଆଉଟ ସହିତ ବର୍ତମାନ ଅଲଗା-ଅଲଗା ପ୍ରକାରର ଇଞ୍ଜେକ୍ସନ ମଧ୍ୟ ନେବାକୁ ଲାଗିଛନ୍ତି। ଏ ହେଉଛନ୍ତି ଋସର Kirill Tereshin, ସେ ମଧ୍ୟ ବଡ଼ି ଇଞ୍ଜେକ୍ସନ ନେଇ ବନାଇଛନ୍ତି। ବିଶେଷକରି ବାଇସେସ୍ପ। କିନ୍ତୁ ଏହାର ଫଳାଫଳ ଏତେ ଭୟଙ୍କର ଥିଲା କି ଦେଖୁଥିବା ଲୋକ ଜୀବନରେ କେବେବି ବଡ଼ି କରିବା ପାଇଁ ଓଲଟା ସିଧା ପ୍ରଡକ୍ଟର ବ୍ୟବହାର କରିବେ ନାହିଁ।

କ’ଣ ନେଇଥିଲେ ସେ?

ଇଣ୍ଡିଆ ଟାଇମ୍ସ ମୁତାବକ, Kirill ନିଜ ବାଇସେସ୍ପକୁ ବୃଦ୍ଧି କରିବା ପାଇଁ ସେଥିରେ ପେଟ୍ରୋଲିୟମ ଜେଲୀ ଢାଳିଥିଲେ। ସେ ଇଞ୍ଜେକ୍ସନ ମାଧ୍ୟମରେ ଏହାକୁ ନେଇଥିଲେ।

ବର୍ତମାନ ହୋଇଛି ଅନେକ ପ୍ରକାରର ସମସ୍ୟା

Kirillଙ୍କ ଏହି ହରକତ କାରଣରୁ ତାଙ୍କର ଦୁଇ ବାହୁ ଫୁଲି ଯାଇଛି। ଦେଖିବାକୁ ତାହା ବଡ଼ ଲାଗୁଛି କିନ୍ତୁ ତା ଭିତରେ ମଜବୁତ ବିଲକୁଲ ବି ନାହିଁ। ଏହି କାରଣରୁ ତାଙ୍କ ମସଲ୍ସ ଦୁର୍ବଳ ହୋଇଯାଇଛି। ସେ କେବଳ ୨୪ବର୍ଷର ଅଟନ୍ତି। କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା କାରଣରୁ ତାଙ୍କ ଇମ୍ୟୁନ ସିଷ୍ଟମ ଉପରେ ବହୁତ ପ୍ରଭାବ ପଡିଛି।

ତାଙ୍କ ଭୁଲ କାରଣରୁ ହିଁ ହୋଇଛି ଏସବୁ

ସେ କହଛନ୍ତି କି ଏସବୁ ତାଙ୍କ ନିଜ ଭୁଲ କାରଣରୁ ହିଁ ହୋଇଛି। ସେ ୨୦ବର୍ଷର ଥିଲେ ଯେତେବେଳେ ସେ ଏହି ଭୁଲ କରିଥିଲେ। ହେଲେ ତାଙ୍କୁ ଡାକ୍ତର ମଧ୍ୟ ଚେତାବନୀ ଦେଇଥିଲେ କି ଏମିତି କରିବା ତାଙ୍କ ପାଇଁ ବିପଦଜନକ ହୋଇପାରେ।

ବର୍ତମାନ କରିଛନ୍ତି ସର୍ଜରୀ

ବର୍ତମାନ ସେ ସର୍ଜରୀ କରିଛନ୍ତି। ଡ଼ା. ସେହି ଦୁର୍ବଳ ମସଲ୍ସକୁ ବାହାର କରି ଦେଇଛନ୍ତି, ଯାହା ତାଙ୍କୁ ଅସୁବିଧାରେ ପକାଉଥିଲା। ସେ କହିଛନ୍ତି କି ଏହି ସର୍ଜରୀ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସର୍ଜରୀ ଥିଲା। ଏହା ପୂର୍ବରୁ ସେ ନିଜ ହାତକୁ ମଧ୍ୟ ହଲାଇ ପାରୁନଥିଲେ।

କରନ୍ତୁ ନାହିଁ ଏମିତି

ଆମେ ଆମ ପାଠକମାନଙ୍କୁ ଏହି ନିବେଦନ କରୁଛୁ କି ଶରୀର ଯେମିତି ଅଛି ଯଦି ଆପଣ ସନ୍ତୁଷ୍ଟ ନୁହଁନ୍ତି ତାହାଲେ ତାକୁ ଠିକ କରିବା ପାଇଁ ବାସ୍ତବ ଚେଷ୍ଟା କରନ୍ତୁ। ଔଷଧ ଉପରେ ନିର୍ଭର କରନ୍ତୁ ନାହିଁ। ବର୍କଆଉଟ ଉପରେ ଧ୍ୟାନ ଦିଅନ୍ତୁ। ବାକି Kirillଙ୍କ କାହାଣୀରୁ ଆପଣ ମଧ୍ୟ କିଛି ନା କିଛି ତ ଶିଖି ହିଁ ଥିବେ।

Leave a Reply

Your email address will not be published. Required fields are marked *