Lockdown: ଡିପ୍ରେଶନକୁ ଚାଲି ଯାଇଥିଲେ ବ୍ୟକ୍ତି ଜଣଙ୍କ, ସାଇକେଲ ଉଠାଇଲେ ଏବଂ କରିଦେଲେ ଏହି କାର-ନାମା

ଲକଡାଉନରେ ବହୁତ ଲୋକଙ୍କ ଚାକିରୀ ଚାଲି ଯାଇଛି, ସେମାନେ ଚିନ୍ତିତ ହୋଇ ପଡିଛନ୍ତି। ଲୋକମାନେ ଘରେ ବ-ନ୍ଦହୋଇ ରହି ମଧ୍ୟ ବି-ରକ୍ତ ହୋଇ ଗଲେଣି। ଏମିତି କି ସେହି ସମୟରେ ଆ-ତ୍ମ-ହ-ତ୍ୟା କେ-ସ ମଧ୍ୟ ବହୁତ ଅଧିକ ବଢି ଯାଇଥିଲା। କିନ୍ତୁ କେରଳର ଜଣେ ଯୁବକ, ସେହି ସବୁ ଲୋକମାନଙ୍କ ପାଇଁ ଆଦର୍ଶ ହୋଇ ସାମ୍ନାକୁ ଆସିଛନ୍ତି। ବ୍ୟକ୍ତି ଜଣଙ୍କ ନାମ ଗୋଗୁଲ ଅଟେ। ଲକଡାଉନରେ ତାଙ୍କର ମଧ୍ୟ ଚାକିରି ଚାଲି ଯାଇଥିଲା, ସେ ମଧ୍ୟ ଚିନ୍ତିତ ଥିଲେ। କିନ୍ତୁ ସାଇକେଲ ତାଙ୍କ ସବୁ ସମସ୍ୟାର ସମାଧାନ କରି ଦେଇଥିଲା। ସେ ସାଇକେଲ ଉଠାଇଥିଲେ ଏବଂ ଚଲାଇ ଥିଲେ।

ବିଜୁଳି ବିଭାଗରେ କରିଥିଲେ ଚାକିରି

ଗୋଗୁଲ କହିଥିଲେ କି ସେ ବିଜୁଳି ବିଭାଗରେ ପ୍ରୋଜେକ୍ଟ ଇଞ୍ଜିନିୟର ପଦରେ କାର୍ଯ୍ୟରତ ଥିଲେ। କିନ୍ତୁ ଯେମିତି ହିଁ ଲକଡାଉନ ହୋଇଥିଲା ସେହି ସମୟରେ ତାଙ୍କ ଚାକିରି ଚାଲି ଯାଇଥିଲା। ଏହାପରେ ସେ ଡିପ୍ରେଶନକୁ ଚାଲି ଯାଇଥିଲେ।

ସେ ନିଜ ଯାତ୍ରା ଆରମ୍ଭ କରି ଦେଇଛନ୍ତି

କୁହାଯାଏ ଜୀବନରେ ମନୁଷ୍ୟ ଯେବେ ମଧ୍ୟ ବି-ର-କ୍ତ ହୋଇଯାଏ ତାକୁ ଯାତ୍ରା କରିବା ଉ-ଚିତ। ଏହି କଥାକୁ ଧ୍ୟାନରେ ରଖି ସେ ଯାତ୍ରା କରିବା ପାଇଁ ସ୍ଥିର କରିଥିଲେ। ସେ ନିଜକୁ ଏହି ଖ-ରା-ପ ସମୟରୁ ବାହାର କରିବା ପାଇଁ ସାଇକେଲ ବାହାର କରିଥିଲେ ଏବଂ ସେ ଯାତ୍ରା କରିବା ପାଇଁ ବାହାରି ପଡ଼ିଥିଲେ।

୫୦୦୦କିଲୋମିଟର ଚଲାଇ ସାରିଛନ୍ତି

ସେ କେରଳରୁ ଜାମ୍ମୁ କାଶ୍ମୀର ଆଡ଼କୁ ସାଇକେଲରେ ବାହାରି ପଡ଼ିଥିଲେ। ସେ ବି ସାଧାରଣ ସାଇକେଲ.. ଗିୟର ବାଲା ନୁହେଁ। ଲୋକମାନେ ଏହି ଯାତ୍ରା ସମୟରେ ତାଙ୍କୁ ବହୁତ ଭଲପାଇବା ଦେଇଥିଲେ, ସମ୍ନାନ ଦେଇଥିଲେ।

ପରିବାରର ରଖିବେ ଧ୍ୟାନ

 

View this post on Instagram

 

A post shared by Gogul Nair (@mallu.trekker)

ସେ କହିଥିଲେ କି ଯାତ୍ରା ଶେ-ଷ କରି ସେ ସିଧା ଘରକୁ ଯିବେ। ସେଠାକୁ ଯାଇ ସେ ପୁଣିଥରେ ଚାକିରି କରିବେ। ନିଜ ଛୁଆ ମାନଙ୍କର ଧ୍ୟାନ ମଧ୍ୟ ରଖିବେ।

କେଉଁଆଡ଼ୁ ହେଉନଥିଲା ଆମଦାନୀ

ଗୋଗୁଲ କହିଥିଲେ ତାଙ୍କ ଚାକିରି ଲକଡାଉନ ସମୟରେ ଚାଲି ଯାଇଥିଲା। ସେଠାରେ କୈାଣସି କାମ ନଥିଲା। ଆମଦାନୀର ମାଧ୍ୟମ ହିଁ ବ-ଞ୍ଚି ନଥିଲା। ଏହାପରେ ସେ ଡିପ୍ରେଶନକୁ ଚାଲି ଯାଇଥିଲେ। ଘରଲୋକ ମଧ୍ୟ ବାର-ବାର ଚାକିରୀର ଦାବି କରୁଥିଲେ। ଛୁଆମାନେ ମଧ୍ୟ ଜିନିଷ ପତ୍ର ପାଇଁ ଦାବି କରୁଥିଲେ। ସେହି ସମୟରେ ସେ ଆ-ତ୍ମ-ହ-ତ୍ୟା ପାଇଁ ଚିନ୍ତା କରିଥିଲେ କିନ୍ତୁ ପୁଣି ନିଜ ଘରୁ ହିଁ ସାଇକେଲ ଧରି ଦେଶ ଭ୍ର-ମ-ଣ ପାଇଁ ବାହାରି ପଡ଼ିଥିଲେ।

ବିଭିନ୍ନ ପ୍ରକାରର ଲୋକଙ୍କ ସହିତ ଦେଖା ହୋଇଥିଲେ

ଏହି ଯାତ୍ରା ସମୟରେ ସେ ବିଭିନ୍ନ ପ୍ରକାର ଲୋକଙ୍କ ସହିତ ଦେଖା ହୋଇଥିଲେ। ଲୋକମାନେ ଏମିତି କି ତାଙ୍କ ଘରେ ମଧ୍ୟ ରହିବା ପାଇଁ ଜାଗା ଦେଇଥିଲେ ଏବଂ ତାଙ୍କର ମାନ-ସମ୍ନାନ କରିଥିଲେ।

ଯୁବକମାନଙ୍କ ପାଇଁ ପ୍ରେରଣା

 

View this post on Instagram

 

A post shared by Gogul Nair (@mallu.trekker)

ଗୋଗୁଲ ସାଇକେଲରେ ହିଁ ଦେଶର ଭ୍ରମଣ କରିଥିଲେ। ଏମିତି କି ବର୍ତ୍ତମାନ ସେ ପୁଣିଥରେ ଜାମ୍ମୁ କାଶ୍ମୀରରୁ କେରଳ ସାଇକେଲରେ ହିଁ ଯିବେ। ତାଙ୍କ କାହାଣୀ ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ଆଦର୍ଶ ଅଟେ ଯେଉଁମାନେ ହାର ମାନି ଯାଇଥାନ୍ତି। ଉଠନ୍ତୁ, ତାହା କରନ୍ତୁ ଯାହା ଆପଣଙ୍କର କରିବା ପାଇଁ ପସନ୍ଦ ଆସୁଛି। ଯେଉଁଥିରୁ ଆପଣଙ୍କୁ ଶାନ୍ତି ମିଳିବ।

Leave a Reply

Your email address will not be published. Required fields are marked *