ସ୍ବୀମିଙ୍ଗ ପୁଲରେ ମାଙ୍କଡମାନେ ବହୁ ମାତ୍ରାରେ କରିଲେ ମଜା, ଲୋକମାନେ କହିଲେ- ଏହାକୁ କୁହନ୍ତି ‘ଲକଡାଉନକୁ ଉପଭୋଗ କରିବା’ – ଦେଖନ୍ତୁ Video

ସୋସିଆଲ ମିଡିଆ(Social Media)ରେ ମାଙ୍କଡ ମସ୍ତିର ଗୋଟିଏ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ମାଙ୍କଡ ସ୍ବିମୀଙ୍ଗ ପୁଲରେ ମସ୍ତି କରୁଥିବାର ଦେଖାଯାଇଛି।

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଏହି କଥା ସହିତ ଭଲ ଭାବରେ ପରିଚିତ ଅଟନ୍ତି କି ମାଙ୍କଡ କେତେ ନଟଖଟ ଅଟନ୍ତି। ଏହି କଥାକୁ ଆପଣ ନିଜେ ମଧ୍ୟ ଅନୁଭବ କରିଥିବେ। ବୋଧହୁଏ ମାଙ୍କଡ଼ ଯେଉଁ ଅଞ୍ଚଳକୁ ଯାଇଥାନ୍ତି ସେମାନେ ସେଠାରେ ବହୁ ମାତ୍ରାରେ ଉତ୍ପାତ କରିଥାନ୍ତି। ଅନେକ ଜାଗାରେ ତ ମାଙ୍କଡ ଲୋକମାନଙ୍କୁ ଏତେ ବିରକ୍ତି କରିଥାନ୍ତି, ଯାହାର କୈାଣସି ସୀମା ନାହିଁ। ଭାରତ(India) ରେ କୋରୋନାଭାଇରସ(Coronavirus)ର ଘଟଣା ବହୁତ ଜୋରରେ ବଢ଼ିବାକୁ ଲାଗିଛି, ଏଥିପାଇଁ ଅନେକ ରାଜ୍ୟରେ ଲକଡାଉନ କରି ଦିଆଯାଇଛି। ରାଜ୍ୟ ସରକାର ଥୀମ ପାର୍କ ଏବଂ ସ୍ବୀମିଙ୍ଗ ପୁଲ ବନ୍ଦ କରି ଦେଇଛନ୍ତି।

ଗୋଟିଏ ପାର୍ଶ୍ବରେ ଯେଉଁଠାରେ ଲୋକମାନେ ନିଜ-ନିଜ ଘରେ ଅଛନ୍ତି, ତ ମାଙ୍କଡ ସ୍ବିମୀଙ୍ଗ ପୁଲରେ ଏହି ସୁଯୋଗର ଫାଇଦା ଉଠାଇ ଭରପୂର ମଜା ନେଇଛି।ସୋସିଆଲ ମିଡିଆରେ ମାଙ୍କଡ ମସ୍ତିର ଗୋଟିଏ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ମାଙ୍କଡ ସ୍ବିମୀଙ୍ଗ ପୁଲରେ ମସ୍ତି କରୁଥିବାର ଦେଖାଯାଇଛି। ଆଇପିଏସ ଅଫିସର ଦୀପାଂଶୁ କାବରାଭିଡିଓକୁ ସେୟାର କରି ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

https://twitter.com/DoctorAjayita/status/1389509534251634690?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1389509660227424257%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fmonkeys-enjoying-in-swimming-pool-during-lockdown-video-goes-viral-netizens-loved-its-643720.html

https://twitter.com/DoctorAjayita/status/1389509534251634690?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1389511696318877697%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fmonkeys-enjoying-in-swimming-pool-during-lockdown-video-goes-viral-netizens-loved-its-643720.html

ଆଇପିଏସ ଅଫିସର ଭିଡିଓ ସେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ନିୟମାନୁସାରେ ମନୁଷ୍ୟ ଘରେ ହିଁ ରହିବେ,ସ୍ବୀମିଙ୍ଗ ପୁଲ ବନ୍ଦ ରହିବ।ତ ମାଙ୍କଡମାନଙ୍କର ମଜା ଅଟେ।’ ସୋସିଆଲ ମିଡିଆରେ ଜୋରରେ ପ୍ରସିଦ୍ଧ ହେଉଥିବା ଏହି ଭିଡିଓରେ ଦେଖା ଯାଇଛି କି ଅନେକ ମାଙ୍ଗଡ ଏକା ସାଥିରେ ସ୍ବିମୀଙ୍ଗ ପୁଲରେ ଗାଧଉଛନ୍ତି। ମାଙ୍କଡ ପାଣିରେ ଡେ-ଉଁ ଥିବାର ଦେଖା ଯାଇଛନ୍ତି। ସ୍ବିମୀଙ୍ଗ ପୁଲରେ ମାଙ୍କଡମାନଙ୍କ ବ୍ୟତୀତ ଅନ୍ୟ କେହି ଦେଖାଯାଉ ନାହାନ୍ତି। ବାସ୍ତବରେ ସେହି ସମୟରେ ମନୁଷ୍ୟମାନେ ନିଜ ଘରେ ବନ୍ଦୀ ହୋଇ ଅଛନ୍ତି, ଏଥିପାଇଁ ମାଙ୍କଡମାନେ ଏହି ସୁଯୋଗର ଫାଇଦା ଉଠାଇବାରେ କୈାଣସି ବାଟକୁ ଛାଡ଼ି ନାହାନ୍ତି।

ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବରା(IPS Officer Dipanshu Kabra) ୫ମଇରେ ସେୟାର କରିଛନ୍ତି, ଯାହାର କିଛି ଘଣ୍ଟା ମଧ୍ୟରେ ୨ହଜାରରୁ ଅଧିକ ଭ୍ୟୁ ହୋଇ ସାରିଛନ୍ତି। ଏହା ସହିତ ୫୦୦ରୁ ଅଧିକ ଲାଇକ ଏବଂ ୧୦୦ରୁ ଅଧିକ ରି-ଟୁଇଟ ହୋଇ ସାରିଛି। ଯେମିତି ହିଁ ଏହି ଭିଡିଓକୁ ପୋଷ୍ଟ କରାଯାଇଛି ସେମିତି ହିଁ ସୋସିଆଲ ମିଡିଆରେ ଲୋକମାନେ ବହୁତ ଜୋରରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଭିଡିଓକୁ ଦେଖିବା ପରେ କିଛି ଲୋକଙ୍କର ନିଜ ମସ୍ତି ଭରା ଦିନ ଗୁଡିକ ମନେ ପଡି ଯାଇଛି।

Leave a Reply

Your email address will not be published. Required fields are marked *