ରେ-ଡଲା-ଇଟ ଠାରେ ଗାଡିରୁ ବାହାରି ପୁଅଜଣଙ୍କ କରିବାକୁ ଲାଗିଲେ Moonwalk, ଦେଖିଲେ ଲାଗିବ ଯେମିତି ପାଦରେ ଲାଗିଛି ଚକ- ଦେଖନ୍ତୁ Video

ଏହି ଭିଡିଓରେ ଜଣେ ପୁଅ ବହୁତ ଆରାମରେ ରେ-ଡଲା-ଇଟରେ ମୁନବାକ(Moonwalk) କରୁଥିବାର ନଜର ଆସିଛନ୍ତି। ତାଙ୍କ ମୁନବାକ ଡ୍ୟାନ୍ସ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି।

ଦୁନିଆରେ ସମସ୍ତଙ୍କ ଭିତରେ କିଛି ନା କିଛି ଟ୍ୟାଲେଣ୍ଟ ନିଶ୍ଚିତ ଥାଏ। ପୁଣି ସେ ଗରିବ ହୁଅନ୍ତୁ କିମ୍ବା ଧନୀ ସମସ୍ତଙ୍କ ଭିତରେ କିଛି ନା କିଛି ଏମିତି ପ୍ରତିଭା ନିଶ୍ଚିତ ଥାଏ, ଯାହା ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ। ଏମିତି ହିଁ କିଛି ଦେଖିବାକୁ ମିଳିଛି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ।ଏହି ଭିଡିଓରେ ଜଣେ ପୁଅ ବହୁତ ଆରାମରେ ରେ-ଡଲା-ଇଟ-ରେ ମୁନବାକ(Moonwalk) କରୁଥିବାର ନଜର ଆସିଛନ୍ତି। ତାଙ୍କ ମୁନବାକ ଡ୍ୟାନ୍ସ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏହି ଭିଡିଓ David Herrmann ସେୟାର କରିଛନ୍ତି। ଏହି ଭାଇରାଲ ଭିଡିଓରେ ଜଣେ ପୁଅଙ୍କୁ କମାଲ ମୁନବାକ କରୁଥିବାର ଦେଖାଯାଇଛି। ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି। ଭିଡ଼ିଓରେ ଆପଣ ଦେଖି ପାରିବେ ପୁଅଟି କେମିତି ରେ-ଡଲା-ଇଟ ଠାରେ ଗାଡ଼ି ରଖୁଛନ୍ତି ଏବଂ ଗାଡିରୁ ବାହାରି ମୁନବାକ କରିବାକୁ ଲାଗୁଛନ୍ତି।ସେ ଏମିତି ମୁନବାକ କରୁଛନ୍ତି,କି ତାଙ୍କୁ ଦେଖି ଏମିତି ଲାଗୁଛି ଯେମିତି ତାଙ୍କ ପାଦରେ ଚକ ଲାଗିଛି।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୦ଲକ୍ଷରୁ ମଧ୍ୟ ଅଧିକ ଥର ଦେଖା ଯାଇ ସାରିଛି।ଟିକିଟକରେ ଏହି ଭିଡିଓ Kamil Szpejenkowski ସେୟାର କରିଛନ୍ତି। ଭିଡ଼ିଓରେ ଲୋକମାନେ ବହୁ ମାତ୍ରାରେ କମେଣ୍ଟ ମଧ୍ୟ କରୁଛନ୍ତି ଏବଂ ଏହା ସହିତ ପୁଅଙ୍କର ବହୁ ମାତ୍ରାରେ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ପୁଅଙ୍କ ଡ୍ୟାନ୍ସ ଲୋକମାନଙ୍କ ହୃଦୟକୁ ଜିତି ନେଇଛି। ଲୋକମାନେ ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି ବାସ୍ତବରେ ଏହି ପୁଅ ଏତେ ଭଲ ଡ୍ୟାନ୍ସ କେମିତି କରି ପାରୁଛନ୍ତି।

Leave a Reply

Your email address will not be published. Required fields are marked *