ବାହାଘର ବାର୍ଷିକୀରେ ସ୍ତ୍ରୀ ପିନ୍ଧିଲେ ଗୋଟିଏ କିଲୋ ସୁନାର ହାର, ଭିଡିଓ ଭାଇରଲ ହେଲାପରେ ସ୍ବାମୀଙ୍କୁ ପୋ-ଲି-ସ ଡାକିନେଲେ ଥା-ନା-କୁ

ବିବାହ ବାର୍ଷିକୀରେ ଜଣେ ମହିଳାଙ୍କୁ ୧କିଲୋ ଓଜନର ‘ସୁନାର ହାର’ ପିନ୍ଧାଇବା ଭାରି ପଡି ଯାଇଥିଲା। ସୋସିଆଲ ମିଡିଆରେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଥିଲା ତ ପୋ-ଲି-ସ ମହିଳାଙ୍କ ସ୍ବାମୀଙ୍କୁ ହିଁ ଥା-ନା-କୁ ଡ଼ାକି ନେଇଥିଲେ। ମୁମ୍ବାଇର ଭିମ୍ବଡୀ, କୋଗାମ୍ବ କ୍ଷେତ୍ରରେ ରହୁଥିବା ବାଲୁ କୋଲୀ ପୋ-ଲି-ସ-କୁ ଯେତେବେଳେ ହାରର ବାସ୍ତବତା ବିଷୟରେ ଜଣାଇଥିଲେ, ସେତେବେଳେ ଯାଇ ଘ-ଟ-ଣାର ସମାଧାନ ହୋଇଥିଲା।

ସୋସିଆଲ ମିଡିଆରେ ରୁଆବ ଦେଖେଇବା ପାଇଁ ଲୋକମାନେ କ’ଣ କ’ଣ ସବୁ କରୁନାହାନ୍ତି? ମୁମ୍ବାଇର ଭିମ୍ବଡୀ, କୋଗାମ୍ବ କ୍ଷେତ୍ରରେ ରହୁଥିବା ବାଲା କୋଲୀଙ୍କୁ ଏମିତି କରିବା ଭାରି ପଡି ଯାଇଥିଲା। ବାସ୍ତବରେ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର ହୋଇଥିଲା, ଯେଉଁଥିରେ ବାଲା କୋଲୀଙ୍କ ସ୍ତ୍ରୀ ବହୁତ ଓଜନିଆ ମଙ୍ଗଳସୂତ୍ର(ହାର) ପିନ୍ଧିଥିବାର ଦେଖା ଯାଇଥିଲେ। ଏହି ହାର ଏତେ ଲମ୍ବା ହୋଇଥିଲା କି ମହିଳାଙ୍କ ଆଣ୍ଠୁ ପର୍ଯ୍ୟନ୍ତ ପହଞ୍ଚୁଥିଲା। ସମସ୍ତେ ଏତେ ବଡ଼ ‘ସୁନାର ହାର’ ଦେଖି ଦାନ୍ତ ତଳେ ଆଙ୍ଗୁଠି କାମୁଡି ଦେଇଥିଲେ।

ସୋସିଆଲ ମିଡିଆର ଅଲଗା-ଅଲଗା ପ୍ଲାଟଫର୍ମରେ ହାର ସହିତ ଯୋଡା ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା ତ କୋଗାମ୍ବ ଥା-ନା ପୋ-ଲି-ସ-ଙ୍କ-ର ମଧ୍ୟ ଏହା ଉପରେ ନଜର ପଡ଼ିଥିଲା। ପୋ-ଲି-ସ ପୁଣି ବାଲା କୋଲୀଙ୍କୁ ଥା-ନା-କୁ ଡ଼ାକି ନେଇଥିଲେ। ଜଣେ ସିନିୟର ଇନ୍ସ-ପେ-କ୍ଟରଙ୍କ ମୁତାବକ ବାଲା କୋଲି ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ଏମିତି କରିବା ଜରୁରୀ ଥିଲା। ବାଲା କୋଲୀ ପୁଣି ଯାହା ପୋ-ଲି-ସ-ଙ୍କୁ କହିଥିଲେ, ସେଥିରୁ ହାରର କିଛି ଅନ୍ୟ କାହାଣୀ ସାମ୍ନାକୁ ଆସିଥିଲା।

ବାଲା କୋଲୀଙ୍କ ମୁତାବକ ବାହାଘର ବାର୍ଷିକୀ ସେ କିଛି ଅଲଗା ପ୍ରକାରରେ ପାଳନ କରିବାର କଥା ଚିନ୍ତା କରିଥିଲେ। ଏଥିପାଇଁ ବିବାହବାର୍ଷିକୀ ଦିନ କେକ କଟା ଯାଇଥିଲା ଏବଂ ବାଲା କୋଲୀ ଏହି ସୁଯୋଗରେ ସ୍ତ୍ରୀଙ୍କ ପାଇଁ ସିନେମା ଗୀତ ମଧ୍ୟ ଗାଇଥିଲେ। ସେହି ସୁଯୋଗରେ ବାଲା କୋଲୀଙ୍କ ସ୍ତ୍ରୀ ଯେଉଁ ହାର ପିନ୍ଧିଥିଲେ, ସେହି ହାର ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଆସିବା ପରେ ସମସ୍ତଙ୍କ ଆଶ୍ଚର୍ଯ୍ୟର କାରଣ ହୋଇ ଯାଇଥିଲା।

ଅସଲି ସୁନାରେ ହୋଇନଥିଲା ହାର

ବାଲା କୋଲୀ ପୋ-ଲି-ସ-ଙ୍କୁ କହିଥିଲେ କି ଏହି ମଙ୍ଗଳସୂତ୍ର ଅସଲି ସୁନାର ନଥିଲା ଏବଂ ଏହାକୁ କଲ୍ୟାଣର ଗୋଟିଏ ଜୁଏଲାରୀ ଦୋକାନରେ ବନେଇଥିଲେ। ପୋ-ଲି-ସ ଜୁଏଲାରୀ ଦୋକାନରୁ ମଧ୍ୟ ଜାଣିଥିଲେ କି ହାର ସୁନାରେ ତିଆରି ହୋଇନାହିଁ।

ବାଲା କୋଲୀ ପରେ ସ୍ପଷ୍ଟ କରି ଦେଇଥିଲେ କି “ସ୍ତ୍ରୀଙ୍କୁ ବିବାହ ବାର୍ଷିକୀରେ ଦେବାପାଇଁ ଏହି ମଙ୍ଗଳସୂତ୍ର ବହୁତ ଦିନ ପୂର୍ବରୁ ପ୍ରସ୍ତୁତ କରିଥିଲେ। ଏକ କିଲୋ ଓଜନର ଏହି ହାର ୩୮,୦୦୦ ଟଙ୍କାରେ ପ୍ରସ୍ତୁତ କରିଥିଲେ। ଏହି ହାରକୁ ବାହାଘର ବାର୍ଷିକୀରେ ପିନ୍ଧିବାର ଥିଲା। ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ପୋ-ଲି-ସ ମୋତେ ଥା-ନା-କୁ ଡ଼ାକିଥିଲେ ତ ମୁଁ ସମସ୍ତ ସତ୍ୟ ବିଷୟରେ ଜଣାଇଥିଲି।”

ପୋ-ଲି-ସ ସ୍ବାମୀଙ୍କୁ ଦେଇଥିଲେ ଏହି ଉପଦେଶ

ପୋ-ଲି-ସ ବାଲା କୋଲୀଙ୍କୁ ବୁଝାଇଥିଲେ କି ସୋସିଆଲ ମିଡିଆରେ ଏହି ପ୍ରକାରର ଫଟୋ ଏବଂ ଭିଡିଓ ଦେବା ବି-ପ-ଦ ଠାରୁ କମ ନୁହେଁ। ପୋ-ଲି-ସ ଲୋକମାନଙ୍କୁ ନିବେ-ଦନରେ ମଧ୍ୟ କହିଥିଲେ କି ସୁନାର ଅଳଙ୍କାର ପିନ୍ଧି ଏହି ପ୍ରକାରର ଫଟୋ ସୋସିଆଲ ମିଡିଆରେ ଅପ-ଲୋଡ଼ କରିବାଟା ଅପରା-ଧୀ-ମାନଙ୍କୁ ନିମନ୍ତ୍ରଣ କରିବା ଭଳି ଅଟେ। ପଚରାଉଚରା ପରେ ପୋ-ଲି-ସ ବାଲା କୋଲୀଙ୍କୁ ଥା-ନା-ରୁ ଯିବାପାଇଁ ଦେଇଥିଲେ।

Leave a Reply

Your email address will not be published. Required fields are marked *