୮ବର୍ଷ ପର୍ଯ୍ୟନ୍ତ ଛୁଆର ନାକରେ ପଶି ରହିଥିଲା ବ-ନ୍ଧୁ-କର ଗୁ-ଳି, ଏବେ ଏମିତି ଅବସ୍ଥା ହୋଇଯାଇଛି

ବ-ନ୍ଧୁ-କର ଗୁ-ଳି ବାସ୍ତବରେ କାହା ନାମରେ କେମିତି ପଶି ପାରିବ। ଯଦି ନାକରେ ପଶି ମଧ୍ୟ ଯାଇଛି ତାହା ପୁଣି ୮ ବର୍ଷ ପର୍ଯ୍ୟନ୍ତ କେମିତି ପଶି ରହିପାରିବ। ଏହା ତ ଅସମ୍ଭବ ଲାଗୁଛି କିନ୍ତୁ JAMA ଓଟୋ ଲୈରିଞ୍ଜୋଲାଜି_ହେଡ ଏଣ୍ଡ ନେକ ସର୍ଜରୀ ଜର୍ନଲରୁ ଏହି ଖବରଟି ପ୍ରକାଶିତ ହୋଇଛି। ଏହା ମୁତାବକ, ଗୋଟିଏ ଛୁଆର ନାକରେ ବ-ନ୍ଧୁ-କର ଗୁ-ଳି ୮ବର୍ଷ ପର୍ଯ୍ୟନ୍ତ ପଶି ରହିଥିଲା।

ଆସୁନଥିଲା ତାକୁ କୈାଣସି ଗନ୍ଧ

ଏହି ପଶି ଯାଇଥିବା ଗୁଳି କାରଣରୁ ତାକୁ କୈାଣସି ଗନ୍ଧ ଆସୁନଥିଲା। ତା ନାକରେ ପଶିଥିବା ଗୁ-ଳି କାରଣରୁ ଦୁର୍ଗନ୍ଧଜନକ ତରଳ ପଦାର୍ଥ ନାକରୁ ବୋହିବାକୁ ଲାଗିଥିଲା, ତ ତାକୁ ଡାକ୍ତରଙ୍କୁ ଦେଖାଯାଇଥିଲା। ଡାକ୍ତର ନାକର ପରୀକ୍ଷା କରିଥିଲେ। ପୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

୧୫ବର୍ଷ ବୟସରେ ଜଣାପଡ଼ିଲା

ଛୁଆଟି ଯେତେବେଳେ ୧୫ ବର୍ଷର ହୋଇଥିଲା ସେତେବେଳେ ସେ ପ୍ରଥମଥର ଏହି ସମସ୍ୟା ସହିତ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା। ଯେତେବେଳେ ଡାକ୍ତର ଛୁଆଟିର ନାକରେ ଟ୍ୟୁବ କ୍ୟାମେରା ଲଗାଇଥିଲେ ତ ଜାଣି ପାରିଲେ କି ତା ନାକରେ ସମସ୍ୟା ରହିଛି। ଏହାକୁ ଟରବିନେଟ ହାଇପରଟ୍ରଫି(Terbinate Hypertrophy) କୁହାଯାଏ। ଏହାଦ୍ଵାରା ତାର ନାକ ଫୁଲି ଯାଇଥିଲା।।

ଛୋଟବେଳେ ପଶିଥିଲା ଗୁଳି

ଡାକ୍ତରମାନେ ପରେ ପୁଣି ସୀଟୀ ସ୍କାନ କରିଥିଲେ। ଏଥିରୁ ଜଣାପଡିଥିଲା କି ନାକ ଭିତରେ ୯mmର ଗୋଲାକାର ସରଞ୍ଚନା ରହିଛି। ଏହାପରେ ତା ନାକର ସର୍ଜରୀ କରାଯାଇଥିଲା। ପରେ ତା ଘରଲୋକଙ୍କ ସହିତ କଥାବାର୍ତ୍ତା କରାଯାଇଥିଲା। ଜଣା ପଡିଲା କି ଯେତେବେଳେ ସେ ୮ କିମ୍ବା ୯ବର୍ଷର ହୋଇଥିଲା ସେତେବେଳେ ତା ନାକରେ ବ-ନ୍ଧୁ-କରେ ଗୁ-ଳି ପଶି ଯାଇଥିଲା। ସେହି ସମୟରେ ଏମିତି କିଛି ଲକ୍ଷଣ ସାମ୍ନାକୁ ଆସିନଥିଲା ତ ସେଥିପାଇଁ ସେମାନେ ଡାକ୍ତରଙ୍କୁ ଦେଖାଇନଥିଲେ।

ଗୁ-ଳିକୁ ଚିହ୍ନଟ କରିବା ବହୁତ କଷ୍ଟସାଧ୍ୟ ଥିଲା

ଏହି ଛୁଆର କେସରେ ଗୁ-ଳିକୁ ଚିହ୍ନଟ କରିବା ବହୁତ କଷ୍ଟସାଧ୍ୟ ଥିଲା। ଏମିତି ଏଥିପାଇଁ ହୋଇଥିଲା କି ଗୁ-ଳିଟି ସଂପୂର୍ଣ୍ଣ ଭାବରେ ନୂଆ ଟିସୁ ଦ୍ଵାରା ଘେରି ହୋଇ ଯାଇଥିଲା। ସୁସ୍ଥ ଦେଖା ଯାଉଥିବା ଟିସୁ ସଂପୂର୍ଣ୍ଣ ଭାବରେ ତା ଉପରେ ବଢି ଯାଇଥିଲା। ଡାକ୍ତର ଗୁ-ଳିକୁ ଦେଖିବା ପାଇଁ ପ୍ରଥମେ ଟିସୁକୁ ଅପରେସନ ମାଧ୍ୟମରେ ହଟାଇଥିଲେ। ଏହାପରେ ଯାଇ ଗୁ-ଳିର ସଠିକ ସୂଚନା ମିଳିଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *