ନୋଥ ହେଉଛି ନୀତା ଅମ୍ବାନୀଙ୍କର ସବୁଠାରୁ ପ୍ରିୟ ଗହଣା, ଦେଖନ୍ତୁ ତାଙ୍କ ନାକଗୁଣା କଲେକ୍ସନ

ଦେଶର ସବୁଠାରୁ ଧନୀ ପରିବାର କିମ୍ବା ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ବ୍ୟବସାୟ ଦୁନିଆରେ ଏକ ବଡ଼ ନାମ ରହିଛି। ପୁଣି, ହାଇ ପ୍ରୋଫାଇଲ ବିଜିନେସ ସହିତ ଅମ୍ବାନୀ ପରିବାର ନିଜର ହାଇ କ୍ବାଲିଟୀ ଲାଇଫ ଷ୍ଟାଇଲ ପାଇଁ ମଧ୍ୟ ଜଣା ଯାଇଥାନ୍ତି। ଏହି ତାଲିକାରେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ନାମ ପ୍ରମୁଖ ଅଟେ, ଯାହାଙ୍କ ଲାଇଫ ଷ୍ଟାଇଲ ବୋଧହୁଏ ମୁଖ୍ୟ ଖବର ହୋଇ ରହିଥାଏ। କେବଳ ଏତିକି ନୁହେଁ ତାଙ୍କ ଫେଶନ ସେନ୍ସର ମଧ୍ୟ ବହୁତ ପ୍ରଶଂସା କରାଯାଇ ଥାଏ।

ଜଣା ଯାଉଛି କି ନୀତା ଅମ୍ବାନୀ ଏକ ସଫଳ ବିଜନେସ ମହିଳା ହେବା ସହିତ ଜଣେ ଗୃହିଣୀ ମଧ୍ୟ ଅଟନ୍ତି। ଅର୍ଥାତ ସ୍ପଷ୍ଟ ହେଉଛି କି ବିଜିନେସ ବ୍ୟତୀତ ନିଜ ଘର ପରିବାରର ମଧ୍ୟ ଭଲରେ ଧ୍ୟାନ ରଖିଥାନ୍ତି। କେବଳ ଏତିକି ନୁହେଁ ନୀତା ନ୍ୟୁ ଟ୍ରେଣ୍ଡ ଫେସନ ହିସାବରେ ଚାଲିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ତାଙ୍କୁ ହୀରାର ବଡ଼ବଡ଼ ଗହଣା ବହୁତ ପସନ୍ଦ ଆସିଥାଏ,ଏହା ବ୍ୟତୀତ ତାଙ୍କୁ ନାକରେ ନୋଥ ପିନ୍ଧିବାକୁ ମଧ୍ୟ ବହୁତ ପସନ୍ଦ ଆସିଥାଏ। ତ ଆସନ୍ତୁ ଦେଖିବା ନୀତା ଅମ୍ବାନୀଙ୍କ ନୋଥ କଲେକ୍ସନର କିଛି ସୁନ୍ଦର ଫଟୋ..

ଦେଖନ୍ତୁ ନୀତା ଅମ୍ବାନୀଙ୍କ ନୋଥ କଲେକ୍ସନର ଫଟୋ…

ଏମିତିରେ ତ ନୋଥର ଫେଶନ ପୁରୁଣା ହୋଇ ସାରିଲାଣି, କିନ୍ତୁ ନୀତା ଅମ୍ବାନୀଙ୍କୁ ନୋଥ ବହୁତ ପସନ୍ଦ ଆସିଥାଏ। ଏହିଫଟୋରେ ଆପଣ ଦେଖି ପାରୁଥିବେ କି ନୀତା ଅମ୍ବାନୀ ଅସଲି କୁନ୍ଦନର ନୋଥ ପିନ୍ଧିଛନ୍ତି। ଜଣା ଯାଉଛି କି ନୀତା ଅମ୍ବାନୀଙ୍କ ପରିବାରର ସ୍ଵତନ୍ତ୍ର ଉତ୍ସବରେ ଏହି ନୋଥରେ ନଜର ଆସିଥାନ୍ତି। ଏହି ନୋଥ ତାଙ୍କ ସୁନ୍ଦରତା ଉପରେ ଆହୁରି ଚମକ ଆଣିଥାଏ।

ନୀତା ଅମ୍ବାନୀ ପୁରୁଣା ନୋଥ ଫେଶନରେ ଏକ ନୂଆ ଟ୍ରେଣ୍ଡ ସେଟ କରି ଦେଇଛନ୍ତି।ନୀତା ନିଜ ପୁଅ ଆକାଶର ପ୍ରୀ-ବେଡିଙ୍ଗ ଉତ୍ସବରେ ଗୋଲାପି ଲୁକରେ ନଜର ଆସିଥିଲେ, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଫଟୋରେ ଆପଣ ଦେଖି ପାରୁଥିବେ କି ନୀତା ପ୍ଲାଟିନମରେ ପ୍ରସ୍ତୁତ ନୋଥ ପିନ୍ଧିଥିଲେ, ଯେଉଁଥିରେ ହୀରା ଯୋଡା ହେଇଥିଲା। ଏଥିରେ ନୀତା ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ନୀତାଙ୍କ ନୋଥ କଲେକ୍ସନରେ ମୋତି ନୋଥ ମଧ୍ୟ ସାମିଲ ଅଛି। ଏହି ନୋଥକୁ ମଧ୍ୟ ନୀତା ଅମ୍ବାନୀ ଅନେକ ଥର ପିନ୍ଧି ଥିବାର ନଜର ଆସିଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ସେ ମୋତି ଏବଂ ହୀରାରେ ପ୍ରସ୍ତୁତ ଏହି ସୁନ୍ଦର ନୋଥକୁ ନିଜ ଝିଅ ଇର୍ଷାର ବାହାଘରରେ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ସୁନ୍ଦରତା ଦେଖିବା ଭଳି ହୋଇଥିଲା।

ନିଜ ପୁଅ ଆକାଶ ଅମ୍ବାନୀର ବାହାଘର ଉତ୍ସବରେ ନୀତା ଏକ ଗ୍ରୀନ ଏମରେଲ୍ଡର ସେଟ ପିନ୍ଧିଥିଲେ,ଯାହା ସହିତ ସେ ମ୍ୟାଚିଙ୍ଗ ନୋଥ ପିନ୍ଧିଥିଲେ। ଏହି ଭାରି ନୋଥ ନୀତାଙ୍କ ସୁନ୍ଦରତାରେ ଆହୁରି ଚମକ ଆଣି ଦେଇଥିଲା।

ସମସ୍ତ ବଡ଼ ଗହଣା ମଧ୍ୟରେ ନୀତା ଅମ୍ବାନୀଙ୍କ ପ୍ରିୟ ଗହଣା ହେଉଛି ତାଙ୍କ ନୋଥ, ଦେଖନ୍ତୁ ତାଙ୍କର ଗୋଟିଏ ପରେ ଗୋଟିଏ ହୀରା ନୋଥର କଲେକ୍ସନ” ନୀତା ଅମ୍ବାନୀଙ୍କ ନୋଥ କଲେକ୍ସନରେ ଏକ ସୁନାର ନୋଥ ମଧ୍ୟ ସାମିଲ ଅଛି, ଯାହା ବହୁତ ସୁନ୍ଦର ଅଟେ। ଏହି ନୋଥର ବିଶେଷତ୍ଵ ଏହା ହେଉଛି କି ଏଥିରେ ବଡ଼ ବଡ଼ ହୀରା ଯୋଡି ହୋଇ ରହିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *