ବିବାହ ପାଇଁ ନେହା ନିଜଠାରୁ ୭ ବର୍ଷ ସାନ ସ୍ୱାମୀଙ୍କୁ ପ୍ରପୋଜ କରିଥିଲେ, କିନ୍ତୁ ମନା କଲା ପରେ ଏପରି ବନିଲା କଥା

ମୁମ୍ବାଇ : ବଲିଉଡର ପ୍ଲେବ୍ୟାକ ସିଙ୍ଗର ନେହା କକ୍କଡ ଅକ୍ଟୋବର ୨୪କୁ ରୋହନପ୍ରୀତ ସିଂହଙ୍କୁ ବିବାହ କରିଥିଲେ। ଏବେ ସେ ନିଜ ଜୀବନକୁ ବହୁତ ଏନଜୟ କରୁଛନ୍ତି। କପିଲ ସର୍ମାଙ୍କ ଶୋ ରେ ନେହା କକ୍କଡ ୭ବର୍ଷ ସାନ ରୋହନପ୍ରୀତ ସିଂହଙ୍କ ସହିତ ଅଂଶ ଗ୍ରହଣ କରିଥିଲେ ଏବଂ ନିଜ ସଂମ୍ପର୍କ ବିଷୟ ସବୁ ଖୋଲିକି କହିଥିଲେ। ସେମାନେ ନିଜ ବିଷୟରେ ବହୁତ କିଛି ଖୁଲାସା କରିଛନ୍ତି। ନେହା ରୋହନଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।

ରୋହନପ୍ରୀତ ସିଂହଙ୍କ ସହ ନେହାଙ୍କର ଅଗଷ୍ଟ ମାସରେ ଚଣ୍ଡୀଗଡରେ ପ୍ରଥମ ଦେଖା ହୋଇଥିଲା ବୋଲି ନେହା କହିଛନ୍ତି। ନେହା କହିଛନ୍ତି କି ସେହି ପ୍ରଥମ ଦେଖାର ପ୍ରତ୍ୟେକ କଥା ମୋର ମନେ ଅଛି।

ଏହି ଇନ୍ଟ୍ରବ୍ୟୁରେ ନେହାଙ୍କୁ ରୋହନଙ୍କ ବିଷୟରେ ଏବଂ ରୋହନଙ୍କ ନେହାଙ୍କ ବିଷୟରେ ପଚରା ଯାଇଥିଲା ଯାହା ଦୁଇ ଜଣଙ୍କୁ ଭଲ ଲାଗେ। ରୋହନ ଏହି ବିଷୟରେ କହିଲେ କି ସେ ନେହାଙ୍କୁ ତାଙ୍କ ଜୀବନରେ ପାଇଁ ବହୁତ ବଦଳି ଯାଇଛନ୍ତି।

ରୋହନ କହିଛନ୍ତି କି ନେହା ଲୋକମାନଙ୍କୁ ଯେତେ ଭଲ ଲାଗାନ୍ତି ତା ଠାରୁ ମଧ୍ୟ ସେ ବହୁତ ଭଲ ଅଟନ୍ତି। ସେଇଠି ନେହା କହିଛନ୍ତି କି ରୋହନ ବହୁତ କ୍ୟୁଟ ଏବଂ ସ୍ନେହି ଅଟନ୍ତି ତାଙ୍କର ଏହି ଗୁଣ ମତେ ତାଙ୍କ ଆଡକୁ ଟାଣି ନେଲା।

ନେହା ଏହା ସହିତ ଏହା ମଧ୍ୟ କହିଛନ୍ତି କି ରୋହନ ବହୁତ ଭଲ ମଣିଷ ଏବଂ ହ୍ୟାଣ୍ଡସମ ମଧ୍ୟ। ନେହା ଏହା ସହିତ ଆଉ ଏକ କଥାର ଖୁଲାସା ମଧ୍ୟ କରିଛନ୍ତି କି ଶୁଟ ସରିଯିବା ପରେ ରୋହନ ନେହାଙ୍କର ସ୍ନାପ ଚାଟ ଆଇଡି ମଧ୍ୟ ମଗିଥିଲେ।

କିନ୍ତୁ ସେ ନେହାଙ୍କୁ ହ୍ବାଟସପରେ ମେସେଜ କରିଥିଲେ। ରୋହନଙ୍କ ଏହି ସମ୍ପର୍କରେ ବହୁତ ସମସ୍ୟା ମଧ୍ୟ ଆସିଥିଲା। ନେହା କହିଥିଲେ କି ସେ ରୋହନଙ୍କ ସହିତ ବିବାହ କରିବା ପାଇଁ ଚାହୁଁଛନ୍ତି ବୋଲି ରୋହନପ୍ରୀତଙ୍କୁ କହିଥିଲେ।

କିନ୍ତୁ ନେହା କହିଥିଲେ କି ପ୍ରଥମେ ରୋହନପ୍ରୀତ ମନା କରି ଦେଇଥିଲେ। ସେ ବାରମ୍ବାର କହୁଥିଲେ କି ମତେ ୨୫ ବର୍ଷ ଅଟେ । କିନ୍ତୁ ଗୋଟିଏ ଦିନ ରୋହନପ୍ରୀତ ନେହାଙ୍କୁ କହିଥିଲେ କି ସେ ତାଙ୍କ ବିନା ଗୋଟିଏ ଦିନ ମଧ୍ୟ ରହି ପାରିବେ ନାହିଁ।

ନେହା ଏବଂ ରୋହନପ୍ରୀତ ଅକ୍ଟୋବର ୨୪ କୁ ଦିଲ୍ଲୀରେ ବିବାହ କରିଥିଲେ। ଏହାପରେ ଦୁଇ ଜଣ ଚଣ୍ଡୀଗଡରେ ରିସେପ୍ଶନ କରିଥିଲେ। ଲକଡାଉନ ସମୟରେ ନେହାଙ୍କ ବିବାହ ସମାରୋହ ସବୁଠାରୁ ବଡ

ଥିଲା। ୨୦୨୦ର ସବୁଠାରୁ ବଡ ବିବାହ ବୋଲି ଏହାକୁ କୁହାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *