ହନିମୁନ ପାଇଁ ଦୁବାଇ ଗଲେ ନେହା-ରୋହନ ପ୍ରୀତ, ଏମିତି ସଜା ଗଲା ତାଙ୍କ ଘର

ସିଙ୍ଗର ନେହା କକଡ ଆଉ ରୋହନ ପ୍ରୀତଙ୍କ ବାହାଘର ବହୁତ ଚର୍ଚ୍ଚାରେ ଅଛି । ଦୁଇ ଜଣଙ୍କ ଲଭ ଷ୍ଟୋରୀ ରୁ ଆରମ୍ଭ କରି ବାହାଘରର ସବୁ ରସମ ପର୍ଯ୍ୟନ୍ତ, ସବୁକିଛି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିଜେ ନେହା ମଧ୍ୟ କିଛି ଫଟୋ ସେୟାର କରିଥିଲେ।

ଏବେ ବାହାଘର ପରେ ନେହା ଏବଂ ରୋହନ ପ୍ରୀତ ନିଜ ହନିମୁନ ପାଇଁ ବାହାରିଛନ୍ତି।ଦୁଇ ଜଣ ହନିମୁନ ପାଇଁ ଦୁବାଇ ବାହାରିଛନ୍ତି।ଯେଉଁ ହୋଟେଲ ରେ ନେହା ଏବଂ ରୋହନ ପ୍ରୀତ ଙ୍କ ର ରହିବାର ଅଛି।ତାର ଗୋଟେ ଭିଡିଓ ସାମ୍ନା କୁ ଆସିଛି।

ହୋଟେଲ ତରଫରୁ ନେହା ରୋହନ ପ୍ରୀତଙ୍କ ପାଇଁ ବହୁତ ସଜା ଯାଇଛି । ଫୁଲ ପତ୍ରରେ ସଜା ହୋଇଥିବା ସେହି ରୁମ ବହୁତ ସୁନ୍ଦର ନଜର ଆସୁଛି । ରୁମର ସବୁ ଜାଗାରେ ଫୁଲ ସଜାଯାଇଛି।

ସୋସିଆଲ ମିଡିଆରେ ଏହି ହୋଟେଲର ଭିଡିଓ ଫ୍ୟାନ କ୍ଲବ ତରଫରୁ ଭାଇରାଲ କରାଯାଇଛି। ଭିଡିଓକୁ ଦେଖି ଫ୍ୟାନ ମାନେ ବହୁତ ଖୁସି ହୋଇଯାଇଛନ୍ତି। ଏବେ ସମସ୍ତେ ନେହା ଏବଂ ରୋହନ ପ୍ରୀତଙ୍କର ଆହୁରି ବହୁତ ଫଟୋର ଅପେକ୍ଷା ରେ ଅଛନ୍ତି।

ନେହାଙ୍କର ଏୟାରପୋର୍ଟର ଏକ ଭିଡିଓ ଭାଇରାଲ ହୋଇଥିଲା। ନେହା ବହୁତ ପିଇବାର ନଜର ଆସିଥିଲେ। ତାଙ୍କର ଲେଖା ଥିଲା କି – ଆପଣ ସୁରକ୍ଷିତ ରୁହନ୍ତୁ । ଏହା ପଢି ନେହା ବହୁତ ଖୁସି ହୋଇଯାଇଥିଲେ ।

ନେହା ୨୪ ଅକ୍ଟୋବର ରେ ଦିଲ୍ଲୀ ରେ ବାହା ହୋଇଥିଲେ। କରୋନା ପ୍ରଭାବରୁ ବହୁତ କମ ସମ୍ପର୍କୀୟ ଆସିଥିଲେ, କିନ୍ତୁ ଏହି କପୁଲ ବହୁତ ଏଞ୍ଜୟ କରିଥିଲେ।

କେବେହେଲେ ରୋହନ ପ୍ରୀତ – ନେହା ଙ୍କ ପାଇଁ ନାଚୁ ଥିବାର ଦେଖା ଯାଇଥିଲା ତ, କେତେବେଳେ ନେହା ତାଙ୍କ ପାଇଁ ଗୀତ ମଧ୍ୟ ଗାଇଥିଲେ।ପ୍ରତି ମୁହୁର୍ତ୍ତ କୁ ଦୁଇ ଜଣ ବହୁତ ଭଲ ଭାବରେ ବିତାଇ ଥିଲେ।ବାହାଘର ର ପ୍ରତ୍ୟେକ ଫଟୋ ଏବେ ଲୋକପ୍ରିୟ ହୋଇଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *