ରୋଷେଇ ଘରୁ କେବେବି ସରିବାକୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ହେବ ସର୍ବନାଶ

ବନ୍ଧୁଗଣ ଆମେ ଏମିତି ଜିନିଷ ବିଷୟରେ ଜଣେଇବୁ ଯାହା ଆପଣଙ୍କର ରୋଷେଇ ଘରୁ ନସରିବା ଉଚିତ। ଯଦି ଆପଣଙ୍କର ରୋଷେଇ ଘରୁ ଏହି ଜିନିଷ ସରିଯାଉଛି ତେବେ ଆପଣଙ୍କୁ ଗରିବ ଏବଂ କାଙ୍ଗାଳ ହେବାରୁ କେହି ଅଟକାଇ ପାରିବେ ନାହିଁ। ଏବଂ ଖାଲି ଏତିକି ନୁହେଁ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇ ଯାଇପାରେ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ କ୍ଷତି ଘଟିପାରେ। ଏବଂ କେବେବି ଆପଣଙ୍କର ଘରେ ମାତା ଅନ୍ନପୂର୍ଣ୍ଣା ବାସ କରିବେ ନାହିଁ। ତେବେ ବନ୍ଧୁଗଣ ଏହି ଜିନିଷ ଗୁଡିକୁ ଭୁଲରେ ମଧ୍ୟ ରୋଷେଇ ଘରୁ ସରିବା ପାଇଁ ଦିଅନ୍ତୁ ନାହିଁ। ନଚେତ ହୋଇପାରେ ସର୍ବନାଶ।

ବନ୍ଧୁଗଣ ପ୍ରାଚୀନ ସମୟରେ ସମସ୍ତଙ୍କ ଘରେ ଚୁଲିରେ ରୋଷେଇ ହେଉଥିଲା ଏବଂ ସମସ୍ତଙ୍କର ଘରେ ଚୁଲିରେ ଅଗ୍ନି ଜଳୁଥିଲା। କିନ୍ତୁ ଆଜିକାଲି ଦୁନିଆରେ ପ୍ରାୟ ସମସ୍ତେ ହିଟର ଏବଂ ଇଂଡ଼େକ୍ସନରେ ରୋଷେଇ କରୁଛନ୍ତି। କିନ୍ତୁ ଏହା ଅଶୁଭ ହୋଇଥାଏ। କାରଣ ଆପଣଙ୍କର ଘରେ ଭଗବାନ ଅଗ୍ନିଦେବ ବାସ କରନ୍ତି ନାହିଁ । ଏଥିପାଇଁ ଆପଣଙ୍କର ଘର ପଞ୍ଚତତ୍ୱରୁ ବାହାର ରହିଥାଏ। ଏହାର ଅର୍ଥ ହେଉଛି କେବେବି ଆପଣଙ୍କର ରୋଷେଇ ଘରୁ ଅଗ୍ନି ସରିବା ପାଇଁ ଦିଅନ୍ତୁ ନାହିଁ। ପ୍ରାୟ ଲୋକଙ୍କ ଘରେ ଗ୍ୟାସରେ ରୋଷେଇ କରନ୍ତି।

ଆପଣଙ୍କୁ ଗୋଟିଏ କଥା ଜଣେଇ ଦେଉଛୁ ଯେ ଆପଣଙ୍କର ଗ୍ୟାସ ସିଲିଣ୍ଡର ସରିବା ପୂର୍ବରୁ ନୂଆ ସିଲିଣ୍ଡର ତୁରନ୍ତ ଆଣି ଘରେ ରଖିଦିଅନ୍ତୁ। ଏବଂ ଯଦି ଆପଣଙ୍କର ଘରେ ଚୁଲି ଅଛି ତେବେ ଏହା କରିବା ଆବଶ୍ୟକତା ହୋଇନଥାଏ। ଆପଣଙ୍କର ରୋଷେଇ ଘରୁ କେବେବି ଅଗ୍ନିଙ୍କୁ ସାରନ୍ତୁ ନାହିଁ। ନହେଲେ ଆପଣ ଗରିବ ଏବଂ କାଙ୍ଗାଳ ମଧ୍ୟ ହୋଇଯାଇପାରନ୍ତି।

ଆପଣଙ୍କର ଘରେ ମୁଖ୍ୟ ଖାଇବା ଜିନିଷ କେବେବି ନସରିବା ଉଚିତ। ଅର୍ଥାତ ଆପଣଙ୍କର ଘରେ ଅଟା ଏବଂ ଚାଉଳ କେବେବି ସରିବା ଶୁଭ ହୋଇନଥାଏ। ଆପଣଙ୍କର ଘରେ ଅଟା ସରିବା ମାନେ ଆପଣଙ୍କର ଘରେ ରାହୁ, କେତୁ ପ୍ରବେଶ କରିବା ସହିତ ସମାନ ହୋଇଥାଏ।ସେହ ବ୍ୟକ୍ତି ଲକ୍ଷ ଲକ୍ଷ ଉପାୟ କଲେ ମଧ୍ୟ ତାଙ୍କ ଘରେ ଏବଂ ତାର ନିବନ ଠାରୁ ଦରିଦ୍ରତା ହଟେ ନାହିଁ। ରୋଷେଇ ଘଟୁ ଭୁଲରେ ମଧ୍ୟ କେବେବି ଅଟା ନସରିବା ଉଚିତ।

ଯେଉଁ ଘରେ ଚାଉଳ ଏବଂ ଅଟା ସର୍ବଦା ରହିଥାଏ ସେହି ଘରେ ମା ଅନ୍ନପୂର୍ଣ୍ଣା ସର୍ବଦା ବାସ କରିଥାନ୍ତି। ଏବଂ ତାଙ୍କୁ ଲକ୍ଷପତି ବନେଇ ଦେଇଥାନ୍ତି। ମନେ ରଖନ୍ତୁ ଯେ ଅଟା ସରିବା ପୂର୍ବରୁ କୌଣସି ଉପାୟରେ ହେଉ ଘରେ ଅଟା ଆଣି ରଖନ୍ତୁ। ଏବଂ ଆପଣଙ୍କର ଘର ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ। ଏବଂ ମା ଅନ୍ନପୂର୍ଣ୍ଣା ମଧ୍ୟ ଆପଣଙ୍କର ଘରେ ବାସ କରିବେ।

ହଳଦୀ:

ଏହା ଏମିତି ଏକ ଜିନିଷ ଯାହା ଖାଦ୍ୟରେ ରଙ୍ଗ ବଦଳାଇ ଥାଏ। ହଲଦୀକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମାନାଯାଇଥାଏ। ଏବଂ ଯେଉଁ ଘରେ ଭଗବାନ ବିଷ୍ଣୁ ରହିଥାନ୍ତି ମା ଲକ୍ଷ୍ମୀ ଆପେ ଆପେ ସେହି ଘରେ ବାସ କରିଥାନ୍ତି। ଯଦି ଆପଣଙ୍କ ରୋଷେଇ ଘରୁ ହଳଦୀ ସରି ଯାଉଛି ତେବେ ଆପଣଙ୍କର ଘର ଉପରେ କେତେ ପ୍ରକାରର ସଂକଟ ମାଡି ଆସିଥାଏ। ହଳଦୀ ନ ରହିବା କାରଣରୁ ମା ଲକ୍ଷ୍ମୀ ଆପଣଙ୍କର ଘରେ ବାସ କରନ୍ତି ନାହିଁ। ଫଳରେ ଆପଣ ଭିକାରି ପାଲଟି ଯାଇ ପାରନ୍ତି।

ଲୁଣ:

ପ୍ରାଚୀନ କାଳରେ ଲୋକମାନେ ଏମିତି ଲୁଣ ବସ୍ତା ରଖୁଥିଲେ ଲୁଣ ଆଉ କିଣିବାକୁ ପଡୁନଥିଲା ଫଳରେ ଲୁଣ କେବେ ଘରୁ ସରୁନଥିଲା ମନେରଖନ୍ତୁ ଲୁଣ ଆପଣଙ୍କୁ ବହୁତ ପ୍ରକାରର ସାହାର୍ଯ୍ୟ କରିଥାଏ। ଏବଂ ଯେଉଁ ଘରେ ଲୁଣ ରହିଥାଏ ସେହି ଘରେ ନକରାତ୍ମକ ଶକ୍ତି କେବେବି ପ୍ରବେଶ କରିନଥାଏ। ସମସ୍ତ ପ୍ରକାରର ବାସ୍ତୁ ଦୋଷ ମଧ୍ୟ କଟି ଯାଇଥାଏ। ଯେମିତି ତାରକାରୀରେ ଲୁଣ ନଥିଲେ ତରକାରୀ ସୁଆଦିଆ ଲାଗେ ନାହିଁ ସେହିପରି ରୋଷେଇ ଘରେ ଲୁଣ ନଥିଲେ ଆପଣଙ୍କର ଜୀବନରେ ଏବଂ ଆପଣଙ୍କର ଘରୁ ଧନର ସ୍ୱାଦ ମିଳିନଥାଏ।

ଅର୍ଥାତ ଆପଣଙ୍କର ପାଖରେ ଧନ କେବେବି ରହିନଥାଏ ଏବଂ ପରିବାର ଲୋକଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥାଏ ଏବଂ ମତାନ୍ତର ଯୋଗୁ ଘରେ ଝଗଡା ଲାଗିଥାଏ। ତେବେ ମନେରଖନ୍ତୁ ଲୁଣକୁ କେବେବି ବା ମରିଗଲେ ମଧ୍ୟ ଆପଣଙ୍କର ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ।

ଜଳ ବା ପାଣି:

ଆଗରୁ ତ ଶୁଣିଥିବେ ଜଳ ବହୁଳେ ସୃଷ୍ଟି ନାଶ, ଏବଂ ଜଳ ବିହୁନେ ସୃଷ୍ଟି ନାଶ। ସେହିପରି ଯଦି ଆପଣଙ୍କ ରୋଷେଇ ଘରେ ସର୍ବଦା ଜଳ ରହିନଥାଏ ତେବେ ଜାଣିନେବେ ସର୍ବନାଶ ଘଟିବାକୁ ଯାଉଛି। ଯେଉଁ ଘରେ ସର୍ବଦା ଜଳ ରହିଥାଏ ସେହି ଘରେ ହସର ଲହରୀ ସର୍ବଦା ଖେଳି ରହିଥାଏ ଏବଂ ଘର ବ୍ୟକ୍ତିଙ୍କ କାର୍ଯ୍ୟରେ ସଫଳତା ମିଳିଥାଏ। ଯେଉଁ ଘରେ ପାଣି ନଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରିନ୍ତି ନାହିଁ। ସେଥିପାଇଁ ଆପଣ ଗରିବ ହୋଇ ଯାଇପାରନ୍ତି। ତେବେ ରୋଷେଇ ଘରୁ ଭୁଲରେ ମଧ୍ୟ ପାଣି ସରିବାକୁ ଦିଅନ୍ତୁ ନାହିଁ।

ଅଇଁଠା ବାସନ:

ପ୍ରାୟତଃ ସମସ୍ତଙ୍କ ଘରେ ଲୋକମାନେ ରାତ୍ରିରେ ଖାଇ ସାରି ଅଇଁଠା ବାସନ ପକେଇ ଦେଇଥାନ୍ତି। ଏହା ଘୋର ଅଶୁଭ ହୋଇଥାଏ। ଏହା ଦାରିଦ୍ରତାର ପ୍ରତୀକ ହୋଇଥାଏ। ରାତ୍ରିରେ ଅଇଁଠା ବାସନ ରଖିବା କାରଣରୁ ଘରେ ଅଲଗା ପ୍ରକାରର ଦୁର୍ଗନ୍ଧ ବାହାରି ଥାଏ। ଯେଉଁ ଦୁର୍ଗନ୍ଧ ଦ୍ୱାରା ମା ଲକ୍ଷ୍ମୀ ଘରେ କେବେବି ରହିପାରି ନଥାନ୍ତି। ଏହିପରି ସର୍ବଦା କରିବା ଦ୍ୱାରା ମା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କର ଘର ଛାଡ଼ି ଚାଲି ଯାଇଥାନ୍ତି।

ଏବେ ମୁଖ୍ୟ କଥା ମନେ ରଖନ୍ତୁ। କିଛି କିଛି ଘରେ ଅଟା ଚକଟିବା ସମୟରେ ଅଧିକ ଅଟା ପକେଇ ଦେଇଥାନ୍ତି ଏବଂ ଆବଶ୍ୟକ ରୁଟି କରି ସାରିବା ପରେ ବଳକା ଅଟାକୁ ଫ୍ରିଜ କିମ୍ବା ଗିନାରେ ରଖି ଦେଇଥାନ୍ତି। ଏବଂ ସେହି ବଳକା ଅଟାକୁ ପୁନଃ ଆସନ୍ତାକାଲି ବ୍ୟବହାର କରିଥାନ୍ତି। ତେବେ ମନେରଖନ୍ତୁ ଏମିତି କରିବା ଅଶୁଭ ହୋଇଥାଏ ଏବଂ ଘୋର ଅନର୍ଥ ହୋଇଥାଏ। ଏଥିପାଇଁ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏହା ଦ୍ୱାରା ଆପଣଙ୍କର ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଏବଂ ଅଚାନକ ଆପଣଙ୍କର ଦେହ ଅସୁସ୍ଥ ହୋଇ ଯାଇଥାଏ।

ଏବେ ଆମେ ଆପଣଙ୍କ ଆବଶ୍ୟକ କଥା ଜଣେଇବୁ, ଯାହା ରାତ୍ରିରେ କରିବା ଉଚିତ ହୋଇନଥାଏ। ବନ୍ଧୁଗଣ ରାତ୍ରିରେ କେବେବି ପିତା ଜିନିଷ ରାନ୍ଧନ୍ତୁ ନାହିଁ । ଯେମିତିକି କଲରା। ରାତ୍ରିରେ କଲରା ଭାଜିବା ଦ୍ୱାରା ଆପଣଙ୍କର ଘରେ ନକରାତ୍ମକ ଶକ୍ତି ବଢିଥାଏ। ଏହା ପରେ ଆପଣ ଯଦି ବି ଜାଣିଶୁଣି କଲରା ଭାଜୁଛନ୍ତି ବା ରାନ୍ଧୁଛନ୍ତି କି ଜାଣିକି ପ୍ରତିଥର ଭୁଲ କରୁଛନ୍ତି ତେବେ ଜାଣି ନିଅନ୍ତୁ ଏହା ସର୍ବଦା କରିବା ଦ୍ୱାରା ଆପଣଙ୍କର ଘରେ କଳହ ବଢିଥାଏ। ଏବଂ ଆପଣଙ୍କ ପରିବାରରେ ଦ୍ଵନ୍ଦ ସୃଷ୍ଟି ହୋଇଥାଏ।

ସର୍ବଦା ଘରେ କଳି ଝଗଡା ହେବା ଏହା ଅଶୁଭ ହୋଇଥାଏ। ଏବଂ ଏହା ଦରିଦ୍ରତାର ପ୍ରତୀକ ହୋଇଥାଏ। ଯେଉଁ ଘରେ ସର୍ବଦା କଳି ଝଗଡା ଚାଲିଥାଏ, ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ଫଳରେ ଆପଣଙ୍କର ଘରକୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ। ଫଳରେ ଆପଣଙ୍କ ଘରେ କେବେବି ଟଙ୍କା ରହିନଥାଏ।କାରଣ ଆପଣଙ୍କର ନିଜର ଭୁଲ ପାଇଁ ଏହାର ସମୁଖୀନ କରିବାକୁ ପଡିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *