ବିନା କପଡ଼ାରେ ଇନ୍‌ଷ୍ଟା LIVE କଲେ ଅଭିନେତ୍ରୀ ଗହନା ବଶିଷ୍ଠ, ଫ୍ୟାନ୍ସଙ୍କୁ ପଚାରିଲେ, ‘ମୁଁ କିଛି ପିନ୍ଧି ନାହିଁ…କ’ଣ ମୁଁ …

ସୋସିଆଲ ମିଡିଆରେ ପ୍ରାୟତଃ ଅଭିନେତା ଏବଂ ଅଭିନେତ୍ରୀଙ୍କର ଅନେକ ଭିଡ଼ିଓ ଭାଇରଲ ହୋଇଥାଏ । ଯେଉଁ ଭିଡ଼ିଓ ଗୁଡ଼ିକ ମଧ୍ୟରୁ କିଛି ଟ୍ରୋଲ ଭିଡ଼ିଓ ହୋଇଥାଏ ଆଉ କିଛି ପ୍ରଶଂସନୀୟ ଭିଡ଼ିଓ ହୋଇଥାଏ । ଅନେକ ସମୟରେ ଦର୍ଶକ ନିଜ ମନ ଇଚ୍ଛା ଅଭିନେତା ଏବଂ ଅଭିନେତ୍ରୀଙ୍କ ବିଷୟରେ ଅନେକ କିଛି ଖରାପ କଥା କହିଥାନ୍ତି । ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହା ହେଉଛି ଅଭିନେତ୍ରୀ ଗହନା ବଶିଷ୍ଠ ଙ୍କର । ତେବେ ଏହି ଭିଡ଼ିଓ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ବର୍ତ୍ତମାନ ଗହନା ବଶିଷ୍ଠ ଅର୍ଥାତ ବନ୍ଦନା ତିୱାରୀ ଲାଇଭ ଆସିଛନ୍ତି ତାହା ପୁଣି ନ-ଗ୍ନ ଅବସ୍ଥାରେ । ତେବେ ତାଙ୍କର ଏପରି ଲାଇଭ ଆସିବା ପଛରେ କିଛି କାରଣ ମଧ୍ୟ ସେ ନିଜ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ତାଙ୍କ କହିବା କଥା ଯେ ସେ ଯେଉଁ ଅବସ୍ଥାରେ ଲାଇଭ ଆସିଛନ୍ତି ସେ କଣ ଭ୍ଲୋଗର ଭଳି ଦେଖାଯାଉନ୍ତି କି । ସେ ପ୍ରଶ୍ନ କରିଛନ୍ତି ଯେ – ‘ ମୁଁ ବର୍ତ୍ତମାନ ଯେଉଁ ରୂପରେ ଇନଷ୍ଟା ରେ ଲାଇଭ ଆସିଛି ମୁଁ କଣ ଭ୍ଲୋଗର ଭଳି ଦେଖା ଯାଉଛି କି ? ମୁଁ କଣ ଶସ୍ତା ଦେଖା ଯାଉଛି କି ? ତେବେ ମୁଁ ଏପରି କେମିତି ଲାଗୁଛି ଯେ ଆପଣ ତାହାକୁ ପର୍ଣ୍ଣ କଟେଣ୍ଟ ରେ କାଉଣ୍ଟ କରୁଛନ୍ତି ? ମୋ କାମରୁ କିଛି ଏପରି ଲାଗୁଛି କି ?

 

View this post on Instagram

 

A post shared by Gehana Vasisth (@gehana_vasisth)

ତାଙ୍କ କହିବା କଥା ଯେ ଶୁଟିଂ ସମୟରେ ସେ ଭଲ ଭଲ କପଡ଼ା ପିନ୍ଧି ଥାଆନ୍ତି କିନ୍ତୁ ତଥାପି ସମସ୍ତେ କହନ୍ତି ଯେ ସେ ପର୍ଣ୍ଣ କଣ୍ଟେଣ୍ଟ ରେ କାମ କରୁଛନ୍ତି । କିନ୍ତୁ ଲାଇଭ ରେ ସେ ବିନା ପୋଷାକ ରେ ଆସିଛନ୍ତି କିନ୍ତୁ କେହି କିଛି କହୁ ନାହାଁନ୍ତି । ତାଙ୍କର କୌଣସି ଆକ୍ଟିଭିଟି ମଧ୍ୟ ସେପରି ହୋଇନାହିଁ । ତେବେ ଗହନା ବଶିଷ୍ଠ ଅ-ଶ୍ଳୀ-ଳ ଚଳଚିତ୍ର ନିର୍ମାଣ ଅଭିଯୋଗ ରେ ଅଡ଼ୁଆରେ ପଡ଼ିବା କାରଣରୁ ସେ ଲାଇଭ ଆସି ମୁହଁ ଖୋଲିଥିଲେ ।

Leave a Reply

Your email address will not be published. Required fields are marked *