ରାଧିକା ମରଚେଣ୍ଟ ଙ୍କ ଠାରୁ କମ ଷ୍ଟାଇଲିଷ୍ଟ ନୁହଁନ୍ତି ନିତା ଅମ୍ବାନୀ ଙ୍କ ବୋହୂ ସ୍ଲୋକା ମେହେତା

ଦେଶର ସବୁଠାରୁ ଅମୀର ବିଜନେସ ମ୍ୟାନ ମୁକେଶ ଅମ୍ବାନୀ ଙ୍କ ବୋହୂ ମେହେତା ସେମିତି ରେ ତ ସିମ୍ପିଲ ରହିଥାନ୍ତି କିନ୍ତୁ ଯେବେ କଥା ଷ୍ଟାଇଲିଷ୍ଟ ଏବଂ ଫେଶନ ର ଆସେ ତ ଅମ୍ବାନୀ ପରିବାର ର ହେବାକୁ ଥିବା ସାନ ବୋହୁ ରାଧିକା ମରଚାଣ୍ଟ ଙ୍କ ବି କମ ନୁହେଁ। ଏବେ ଅମ୍ବାନୀ ପରିବାର ରେ କେବଳ ଅନନ୍ତ ଅମ୍ବାନୀ ଙ୍କ ର ବାହାଘର ହେବା ବାକି ଅଛି। ନୀତା ଅମ୍ବାନୀ ସ୍ଲୋକା ମେହେତା ଏବଂ ରାଧିକା ମରଚାଣ୍ଟ ଙ୍କୁ ବହୁତ ଭଲ ପାଆନ୍ତି। ନିତା ଅମ୍ବାନୀ ଅଧିକାଂଶ ସମୟ ସ୍ଲୋକା ମେହେତା ଏବଂ ରାଧିକା ମରଚାଣ୍ଟ ଙ୍କ ସହ ବିତାଇଥାନ୍ତି।

ପତି ଆକାଶ ଅମ୍ବାନୀ ଙ୍କ ସହିତ ସ୍ଲୋକା ମେହେତା ରୋମାଣ୍ଟିକ ଅନ୍ଦାଜ ରେ ଫଟୋ ଉଠାଇଛନ୍ତି।ଏହା ସହିତ ସ୍ଲୋକା ମେହେତା ତାଙ୍କ ବାହାଘର ରେ ସାଥୀ ମାନଙ୍କ ସହ ନଜର ଆସିଥିଲେ।

ସ୍ଲୋକା ମେହେତା ଙ୍କ ହେବାକୁ ଥିବା ଦେବରାଣୀ ରାଧିକା ମରଚାଣ୍ଟ ଙ୍କ ସହିତ ନଜର ଆସିଥିଲେ। ଇଶା ଅମ୍ବାନୀ ମଧ୍ୟ ବହୁତ ଫ୍ୟାନସିବୁଲ ନଜର ଆସିଥିଲେ।

ସ୍ଲୋକା ମେହେତା ଅଧିକ ଥର ଫଟୋ ଉଠନ୍ତି ନାହିଁ କିନ୍ତୁ ତାଙ୍କ ବାହାଘର ସମୟରେ ଯେଉଁ ଫଟୋ ଉଠାଇଥିଲେ ତାହା ଭାଇରାଲ ହୋଇଯାଇଥିଲା।

<p>अपनी शादी के मौके पर श्लोका मेहता अपनी ननद ईशा अंबानी और एक फ्रेंड के साथ। इस तस्वीर में श्लोका मेहता बेहद स्टाइलिश नजर आ रही हैं।</p>

ନିଜ ବାହାଘର ରେ ସ୍ଲୋକା ମେହେତା ତାଙ୍କ ନଣନ୍ଦ ଇଶା ଅମ୍ବାନୀ ଏବଂ ଜଣେ ସାଙ୍ଗଙ୍କ ସହ ନଜର ଆସିଥିଲେ

ସ୍ବାମୀ ଆକାଶ ଅମ୍ବାନୀ ଙ୍କ ସ୍ଲୋକା ମେହେତା ରୋମାଣ୍ଟିକ ଅନ୍ଦାଜ ରେ ଫଟୋ ଉଠାଇଥିଲେ।ଏଥିରେ ତାଙ୍କ ଅନ୍ଦାଜ ବହୁତ ଭଲ ଥିଲା।

ସ୍ବାମୀ ଆକାଶ ଅମ୍ବାନୀ ଏବଂ ସ୍ଲୋକା ମେହେତା ବାହାଘର ପରେ ମଧ୍ୟ ବହୁତ ଭଲ ଫଟୋ ଉଠାଇଥିଲେ।

ନଣନ୍ଦ ଇଶା ଅମ୍ବାନୀ ଙ୍କ ସହିତ କିଛି ଫଟୋ ଉଠାଇଥଲେ। ଦୁଇ ଜଣ ପରିବାର ପୂର୍ବରୁ ଭଲ ସାଙ୍ଗ ମଧ୍ୟ ଥିଲେ।ଇଶା ଅମ୍ବାନୀ ଏବଂ ସ୍ଲୋକା ମେହେତା ଛୋଟ ବେଳୁ ସାଙ୍ଗ ଥିଲେ।

ସ୍ଲୋକା ମେହେତା ଏବଂ ପତି ଆକାଶ ଅମ୍ବାନୀ ଏବଂ ଜଣେ ଭଲ ସାଙ୍ଗ ସହିତ ସିମ୍ପିଲ୍ ଭାବରେ ନଜର ଆସିଥିଲେ। ସ୍ଲୋକା ମେହେତା ଙ୍କ ଲାଇଫ ଷ୍ଟାଇଲ ଉଚ୍ଚ କୋଟିର ଅଟେ।

ଆଉଟିଙ୍ଗ ସମୟରେ ସ୍ଲୋକା ମେହେତା ଏବଂ ପତି ଆକାଶ ଅମ୍ବାନୀ ଙ୍କ ସହିତ ନଜର ଆସିଥିଲେ।

ସାଙ୍ଗ ମାନଙ୍କ ସହ ମସ୍ତି କରୁଥିଲା ବେଳେ ସ୍ଲୋକା ମେହେତା ବହୁତ ଭଲ ଫଟୋ ଉଠାଇଥିଲେ।ତାଙ୍କର ବହୁତ ଭଲ ସାଙ୍ଗ ମଧ୍ୟ ଅଛନ୍ତି।

ପତି ଆକାଶ ଅମ୍ବାନୀ ଙ୍କ ସହିତ ସ୍ଲୋକା ମେହେତା ଆଉଟିଙ୍ଗ ସମୟରେ ବହୁତ ସୁନ୍ଦର ନଜର ଆସିଥିଲେ।

ଆକାଶ ଅମ୍ବାନୀ ଙ୍କ ସହିତ ସ୍ଲୋକା ମେହେତା ତାଙ୍କ ବାହାଘର ଆଲବମ୍ ଫଟୋ ମଧ୍ୟ ସେୟାର କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *