ଏଠାରେ ମଣିଷଙ୍କ ଠାରୁ ପଶୁମାନଙ୍କ ପର୍ଯ୍ୟନ୍ତ ହଠାତ ହୋଇ ଯାଇଥିଲେ ପଥର, ଜାଣନ୍ତୁ ସମ୍ପୂର୍ଣ କାହାଣୀ

ସାଧାରଣ ଭାବରେ ଏମିତି କେବଳ କଥା-କାହାଣୀରେ ହିଁ ଶୁଣିବା ପାଇଁ ମିଳିଥାଏ କି କୈାଣସି ମନୁଷ୍ୟ କିମ୍ବା ପଶୁ ପଥର ହୋଇ ଯିବ। କିନ୍ତୁ ଇଟାଲୀରେ ଗୋଟିଏ ଏମିତି ପ୍ରାଚୀନ ସହର ଅଛି, ଯେଉଁଠାରେ ଏମିତି ଘଟଣା ସତରେ ହୋଇଥିଲା। ସେଠାରେ ରହୁଥିବା ମନୁଷ୍ୟ ମାନଙ୍କ ଠାରୁ ନେଇ ପଶୁମାନଙ୍କ ପର୍ଯ୍ୟନ୍ତ ପଥରର ହୋଇ ଯାଇଥିଲେ। ପଥରରୁ ପ୍ରସ୍ତୁତ ସେମାନଙ୍କ ଶରୀର ଆଜି ମଧ୍ୟ ସେହି ସହରରୁ ମିଳିଥାଏ। ଏହାକୁ ଦେଖି ସେମାନଙ୍କୁ ଏମିତି ଲାଗିଥାଏ, ଯେମିତି ସେମାନେ ମନୁଷ୍ୟ ନୁହଁନ୍ତି ବରଂ ପଥରର କୈାଣସି ମୂର୍ତ୍ତି ଅଟନ୍ତି, କିନ୍ତୁ ଯେତେବେଳେ ଲୋକମାନେ ଏହା ପଛର ସତ୍ୟତା ଜାଣି ଦେଇଥାନ୍ତି,ତ ସେମାନଙ୍କ ହୃଦୟ ମଧ୍ୟ କମ୍ପି ଉଠିଥାଏ।

ବାସ୍ତବରେ, ଆମେ କହୁଛୁ ପୋମ୍ପଇ ସହର ବିଷୟରେ, ଯେଉଁଠାରେ ପାଖାପାଖି ୧୯୪୦ବର୍ଷ ପୂର୍ବରୁ ଲୋକମାନେ ରହୁଥିଲେ। ଶହଶହ ବର୍ଷ ପୂର୍ବରୁ ଏହି ସହରରେ ଗୋଟିଏ ଏମିତି ଭୟାନକ ଘଟଣା ଘଟିଥିଲା କି ଗୋଟିଏ ଝଟକାରେ ହିଁ ପୂରା ସହର ଧ୍ୱଂସ ହୋଇ ଯାଇଥିଲା।ଏହି ସ୍ଥାନରୁ ବୈଜ୍ଞାନିକ ମାନଙ୍କୁ ଅନେକ ଏମିତି ପ୍ରମାଣ ମିଳିଛି, ଯାହାର ଆଧାରରେ ସେ କହିଥାନ୍ତି କି ବୋଧହୁଏ ହିଁ ସେହି ସମୟରେ ଏଠାରେ କୈାଣସି ମନୁଷ୍ୟ ବଞ୍ଚି ପାରିଥିବ।

ପୋମ୍ପଇ ପାଖାପାଖି ୧୭୦ଏକରରେ ବ୍ୟାପି ରହିଛି।ଏଠାରେ ଉପସ୍ଥିତ ଖଣ୍ଡହରୋଂ ଆଧାରରେ ଏହା ମନା ଯାଇଥାଏ କି ଏହି ସହରରେ ପାଖାପାଖି ୧୧ହଜାରରୁ ୧୫ହଜାର ଲୋକ ରହୁଥିବେ। କିଛି ବର୍ଷ ଏଠା ଖୋଳା ହେବା ପରେ ପତ୍ନତତ୍ତ୍ଵ ବିଭାଗକୁ ଗୋଟିଏ ଘୋଡାର ଶରୀର ଏବଂ ତା’ର କବଚ ମିଳିଥିଲା,ଯାହା ପଥରର ହୋଇ ଯାଇଥିଲା।ଏହା ବ୍ୟତୀତ ଏଠାରୁ ଜଣେ ମନୁଷ୍ୟର ମୁଣ୍ଡ ମଧ୍ୟ ମିଳିଥିଲା,ଯାହା ସୀସାର ହୋଇ ଯାଇଥିଲା।

ବାସ୍ତବରେ,ପୋମ୍ପଇର ପାଖାପାଖି ନ୍ୟାପଲ୍ସର ଖାଡିରେ ଗୋଟିଏ ଜ୍ୱାଳାମୁଖୀ ରହିଛି,ଯାହା ନାମ ମାଉଣ୍ଟ ବସୁବୀୟସ ଅଟେ।୭୯ ଶତାବ୍ଦୀରେ ଏହି ଜ୍ୱାଳାମୁଖୀ ହଠାତ ଫାଟି ଯାଇଥିଲା, ଯେଉଁ କାରଣରୁ ବହୁତ ମାତ୍ରାରେ ଲାର୍ଭା, ପାଉଁଶ ଏବଂ ଗ୍ୟାସ ବାହାରି ଥିଲା। ଏହାଦ୍ଵାରା ବହୁତ ମାତ୍ରାରେ ଧ୍ୱଂସ ଖେଳି ଯାଇଥିଲା।

ପୋମ୍ପଇରେ ରହୁଥିବା ଲୋକମାନେ ଯେପର୍ଯ୍ୟନ୍ତ ସହରକୁ ଛାଡ଼ି କେଉଁଆଡେ ପଳାଇ ଯାଉଥିଲେ, ସେପର୍ଯ୍ୟନ୍ତ ଜ୍ୱାଳାମୁଖୀର ଲାର୍ଭା ଏପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।ଏହି କାରଣରୁ ଏହି ଅଞ୍ଚଳ ଏତେ ଗରମ ହୋଇ ଯାଇଥିଲା କି ଲୋକମାନଙ୍କ ରକ୍ତ ଗରମ ହେବାକୁ ଲାଗିଥିଲା ଏବଂ ଖପୁରୀ ଫାଟି ଯାଇଥିଲା।ଏହା ସହିତ ଲାର୍ଭାର କବଜାରେ ଆସିବା ଦ୍ଵାରା ଏମାନଙ୍କର ଭୟଙ୍କର ମୃତ୍ୟୁ ହୋଇ ଯାଇଥିଲା।ପରେ ଯେତେବେଳେ ତାପମାତ୍ରା ଖସିବା କାରଣରୁ ଲାର୍ଭା କଠିନ ଅବସ୍ଥାକୁ ଆସି ଯାଇଥିଲା ତ ମନୁଷ୍ୟମାନଙ୍କ ଶରୀର ମଧ୍ୟ ପଥର ହୋଇ ଯାଇଥିଲା।

ପୋମ୍ପଇ ବ୍ୟତୀତ ଜ୍ବଳାମୁଖୀ ଅନ୍ୟ ଗୋଟିଏ ଛୋଟ ସହରକୁ ଧ୍ବଂସ କରି ଦେଇଥିଲା, ଯାହାର ନାମ ଥିଲା ହର୍କୁଲେନିୟମ।କୁହାଯାଏ କି ଯେତେବେଳେ ଜ୍ୱାଳାମୁଖୀ ଫାଟିଥିଲା,ତ ନିଜ ଜୀବନକୁ ବଞ୍ଚେଇବା ପାଇଁ ପାଖାପାଖି ୩୦୦ଲୋକ ଏଠାର ଡଙ୍ଗା ଘରେ ପଶି ଯାଇଥିଲେ, କିନ୍ତୁ ଭୟଙ୍କର ଗରମ ଏବଂ ଲାର୍ଭା କାରଣରୁ ଭୟାନକ ଭାବରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା।ବର୍ଷ୧୯୮୦ରେ ସେମାନଙ୍କ ପଥରରେ ତିଆରି ଶବ ଏଠାରୁ ଜବତ କରା ଯାଇଥିଲା।ପୋମ୍ପଇ ଏବଂ ହର୍କୁଲେନିୟମ ଦୁଇଟି ଯାକ ସହର ପରିଶେଷରେ ୟୁନେସ୍କୋର ଧରୋହର ତାଲିକାରେ ସାମିଲ ଅଛି।

Leave a Reply

Your email address will not be published. Required fields are marked *