ଅଙ୍କଲ- ଆଣ୍ଟି ରାସ୍ତାରେ ଏପରି ଡ୍ୟାନ୍ସ କଲେ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଦେଖନ୍ତୁ ଭିଡ଼ିଓ

ଏକ ପୁରାତନ କଥା ଅଛି ‘ ଯଦି ଆପଣ ବଞ୍ଚିବାକୁ ଚାହୁଁଛନ୍ତି ତେବେ ମୁକ୍ତ ଭାବରେ ବଞ୍ଚନ୍ତୁ ‘। ଏହି ଅଙ୍କଲ- ଆଣ୍ଟିଙ୍କୁ ଦେଖିବା ପରେ ଆପଣଙ୍କୁ ଏହା ଅନୁଭବ ହୋଇଯିବ । କାରଣ ସେମାନେ ଯେପରି ଭାବରେ ଜୀବନକୁ ଉପଭୋଗ କରୁଛନ୍ତି ଏବଂ ମନୋରଞ୍ଜନ କରୁଛନ୍ତି ଏହା ବହୁତ ଭିନ୍ନ ଅଟେ । ଏହି ଭିଡ଼ିଓଟିକୁ ଦେଖି ଲୋକମାନଙ୍କ ହୃଦୟ ପ୍ରସ୍ଫୁଟିତ ହୋଇ ଉଠୁଛି ଏବଂ ଏହି ଦମ୍ପତ୍ତିଙ୍କର ଖୁବ ପ୍ରସଂଶା କରାଯାଉଛି । ବିଶ୍ୱାସ କରନ୍ତୁ ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ମଧ୍ୟ କହିବେ , ‘ ୱା କି life ‘ ?

ସାଧାରଣତଃ ଯେଉଁ ବୟସରେ ଲୋକମାନେ ଚଲାବୁଲା କିମ୍ବା ବସିଉଠି ପାରନ୍ତି ନାହିଁ , ସେହି ବୟସରେ ଏହି ଅଙ୍କଲ- ଆଣ୍ଟି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଆପଣ ଭିଡ଼ିଓରେ ଦେଖି ପାରିବେ କିପରି ରାସ୍ତା ନିକଟରେ ଗୀତ ବାଜୁଛି ଏବଂ ରାସ୍ତା ଉପରେ ଅଙ୍କଲ- ଆଣ୍ଟି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଡ୍ୟାନ୍ସ ସମୟରେ ଦୁହେଁ ଏକରୁ ଅଧିକ ଷ୍ଟେପ ମଧ୍ୟ କରୁଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ କିଛି ଲୋକ ଚକିତ ଥିବା ବେଳେ କିଛି ଲୋକଙ୍କ ହୃଦୟ ଥରି ଉଠିଛି ।

ସର୍ବ ପ୍ରଥମେ ଆପଣ ଏହି ଭିଡ଼ିଓଟିକୁ ଦେଖନ୍ତୁ :

https://twitter.com/fred035schultz/status/1390662844346216452?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390662844346216452%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fold-couple-amazing-dance-video-goes-to-viral-647400.html

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି :

ତେବେ ଆପଣ ଏହି ଭିଡ଼ିଓ ଦେଖିଲେ । ଏହି ଭିଡ଼ିଓଟିକୁ ଦେଖି ଆପଣଙ୍କୁ ମଜା ଲାଗିଥିବ । ସୋସିଆଲ ମିଡ଼ିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏହି ଭିଡ଼ିଓକୁ ‘ Fred Schultz ’ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡ଼ିଓ ସହ କିଛି ମଜାଳିଆ କ୍ୟାପସନ ମଧ୍ୟ ଲେଖାହୋଇଛି । କିନ୍ତୁ ଏହି ଭିଡ଼ିଓଟି ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଖବରଟି ଲେଖାହେବା ପୂର୍ବରୁ ଚାରିଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି ଏବଂ 16 ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଏତିକି ନୁହେଁ ବରଂ ୟୁଜରମାନେ ବାରମ୍ବାର ଏହି ଭିଡ଼ିଓରେ କମେଣ୍ଟ ମଧ୍ୟ କରୁଛନ୍ତି ।

https://twitter.com/fred035schultz/status/1390662844346216452?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390663189487042568%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-couple-amazing-dance-video-goes-to-viral-647400.html

https://twitter.com/fred035schultz/status/1390662844346216452?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390663298262216708%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-couple-amazing-dance-video-goes-to-viral-647400.html

https://twitter.com/fred035schultz/status/1390662844346216452?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390663654950031361%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-couple-amazing-dance-video-goes-to-viral-647400.html

https://twitter.com/fred035schultz/status/1390662844346216452?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390669915477118986%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-couple-amazing-dance-video-goes-to-viral-647400.html

https://twitter.com/fred035schultz/status/1390662844346216452?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390684389638479873%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-couple-amazing-dance-video-goes-to-viral-647400.html

Leave a Reply

Your email address will not be published. Required fields are marked *