Viral Video: ଜୀବନ୍ତ ସାପକୁ ଗିଳିଦେଲା ନାଗରାଜ, ଭାଇରାଲ ଭିଡିଓ ଦେଖିଲେ ହୋଇଯିବ ଆଶ୍ଚର୍ଯ୍ୟ

ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ସମୟରେ ଆଇଏଫଏସ ବୈଭବ ସିଂହ କ୍ୟାପଶନରେ ଲେଖିଛନ୍ତି- ରାଜାଙ୍କ ପରି ବ୍ରେକଫାଷ୍ଟ କରନ୍ତୁ। ଯାହା ପରଠାରୁ ହିଁ ଏହି ଭିଡିଓ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ସା-ପର ନାମ ଶୁଣିବା ମାତ୍ରେ ହିଁ ଅନେକ ଲୋକ ବହୁତ ଜୋରରେ ଡ-ରି ଯାଇଥାନ୍ତି। ଏମିତିରେ ତ ପୂରା ଦୁନିଆରେ ସା-ପର ଶହଶହ ପ୍ରଜାତି ଦେଖା ଯାଇଥାଏ, ଯେଉଁଥିରୁ ଅନେକ ପ୍ରଜାତିର ସା-ପ ବହୁତ ଭୟ-ଙ୍କର ହୋଇଥାନ୍ତି। ଯଦି ଏମାନଙ୍କ ମଧ୍ୟରୁ କୈାଣସି ସା-ପ ମନୁଷ୍ୟକୁ କାମୁଡି ଦେବ ତାହେଲେ ପୁଣି ତା’ର ବଞ୍ଚିବା ଅସମ୍ଭବ ହୋଇ ଯାଇଥାଏ। ସାପମାନଙ୍କର ବି-ଷାକ୍ତ ପ୍ରଜାତିମାନଙ୍କ ମଧ୍ୟରେ କିଙ୍ଗ କୋବରା ସା-ପ ଏତେ ବିଷାକ୍ତ ହୋଇଥାଏ କି ତାର କାମୁଡିବାର କିଛି ସମୟପରେ ହିଁ ମନୁଷ୍ୟ ଜୀବନ ଚାଲି ଯାଇଥାଏ, ଯେତେବେଳେ କି କିଛି ସା-ପ ନିଜ ଶି-କା-ର-କୁ ଜୀବନ୍ତ ହିଁ ଗିଳି ନେଇଥାନ୍ତି।

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଏମିତି ହିଁ ସାପର ଭିଡିଓ ଜୋ-ରରେ ମୁଖ୍ୟ ଖବର ପାଲଟିଛି। ଏହି ଭିଡିଓରେ ଦେଖା ଯାଉଛି କି ଗୋଟିଏ ସା-ପ ଅନ୍ୟ ସା-ପକୁ ଜୀବନ୍ତ ଗିଳି ଦେଉଥିବାର ଦେଖା ଯାଉଛି। ଏହି ଭିଡିଓକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଯାହାକୁ ଭାରତୀୟ ବନ ସେବା ଅଧିକାରୀ ବୈଭବ ସିଂ-ହ ସେୟାର କରିଛନ୍ତି। ଯାହା ପରଠାରୁ ହିଁ ଏହି ଭିଡିଓ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଏଠାରେ ଦେଖନ୍ତୁ ଭିଡିଓ-

ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ସମୟରେ ଆଇଏଫଏସ ବୈଭବ ସିଂହ କ୍ୟାପଶନରେ ଲେଖିଛନ୍ତି- ରାଜାଙ୍କ ପରି ବ୍ରେକଫାଷ୍ଟ କରନ୍ତୁ,ବୈଭବ ସିଂହ ଏହି ଭିଡିଓ ୧୬ଅପ୍ରେଲରେ ସେୟାର କରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖା ଯାଉଛି କି ଭୋକ ଲାଗିବାରୁ ଗୋଟିଏ ସା-ପ ଅନ୍ୟ ସାପକୁ ଖାଇବା ପାଇଁ ଚେଷ୍ଟା କରୁଛି। ଗୋଟିଏ ସା-ପ ଅନ୍ୟ ସା-ପର ଫଣାକୁ ନିଜ ମୁହଁରେ କାମୁଡି ରଖିଛି ଏବଂ ଧୀରେ-ଧୀରେ ତାକୁ ଗିଳିବାରେ ଲାଗିଛି। ଭିଡ଼ିଓରେ ଦେଖା ଯାଉଥିବା ସା-ପ କିଙ୍ଗ କୋବରା ଅଟେ, ଯାହା ପ୍ରାୟତଃ ଅନ୍ୟ ସା-ପ ମାନଙ୍କୁ ନିଜ ଭୋଜନ କରି ଦେଇଥାଏ।

ସୋସିଆଲ ମିଡିଆରେ ଯେମିତି ହିଁ ଏହି ଭିଡିଓକୁ ପୋଷ୍ଟ କରାଯାଇଛି ସେମିତି ହିଁ ଲୋକମାନେ ବହୁ ମାତ୍ରାରେ ନିଜ ପ୍ରତିକ୍ରିୟା ଜମା କରିଛନ୍ତି। ଯେଉଁଠାରେ କିଛି ଲୋକ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବାର କହିଛନ୍ତି, ସେଠାରେ କିଛି ଲୋକ ଏହି ଭିଡିଓକୁ ଦେଖି ଭ-ୟ-ଭୀତ ହୋଇ ଯାଇଛନ୍ତି। ଏହି ଘଟଣାକୁ ଫ୍ଲାଇଓଭର ଉପରେ ଉପସ୍ଥିତ କିଛି ଲୋକ ଦେଖିଛନ୍ତି। ହେଲେ ଦେଖୁ ଦେଖୁ ହିଁ ଭିଡିଓରେ ଦେଖା ଯାଉଥିବା ଗୋଟିଏ ସା-ପ ଅନ୍ୟ ସା-ପକୁ ପୂରା ଗିଳି ଦେଇଥାଏ ଏବଂ ସେଠାରୁ ଚାଲି ଯାଇଥାଏ।

Leave a Reply

Your email address will not be published. Required fields are marked *