ଡକ୍ଟର ମାନଙ୍କ ଦାବି, କେବଳ ଗୋଟିଏ ଟେଷ୍ଟରେ ଜଣାପଡିବା ୫୦ ପ୍ରକାରର କ୍ୟାନସର, ବର୍ଷକ ପୂର୍ବରୁ ଜଣା ପଡିବ

ଇଙ୍ଗଲଣ୍ଡର ନେସନାଲ ହେଲ୍ଥ ସର୍ବିସ ବା ଏନଏଚଏସ ଜଲଦି ବ୍ଲଡ ଟେଷ୍ଟର ଏକ ଏମିତି ଟ୍ରାଏଲ ଆରମ୍ଭ କରିପାରିବ। ଯେଉଁଥିରେ ୫୦ରୁ ଅଧିକ ପ୍ରକାରର କ୍ୟାନସରକୁ କାଫି ଆରମ୍ଭ ସ୍ଟେଜରୁ ହିଁ ଡିଟେକ୍ଟ କରାଯାଇ ପାରିବ ଏବଂ ଏଥିରେ କେତେକ ଲୋକମାନଙ୍କର ଜୀବନ ବଞ୍ଚେଇବାରେ ସାହାର୍ଯ୍ୟ ମିଳି ପାରିବ। ଏହି ଟେଷ୍ଟ ସାହାର୍ଯ୍ୟରେ କୌଣସିବି ମଣିଷକୁ କ୍ୟାନସର ହେବା ପୂର୍ବରୁ ଟ୍ୟୁମର ସ୍ପଟସର କେତେ ବର୍ଷ ପୂର୍ବେ ସନ୍ଧାନ ଲଗେଇ କରିହେବ ଯେଉଁଥିରେ ରୋଗୀଙ୍କର ବଞ୍ଚିବା ଆଶଂକା ବଢିଯିବ।

ଏହି ଟେଷ୍ଟର ନାମ ଗ୍ୟାଲେରୀ ଟେଷ୍ଟ ଏବଂ ଏନଏଚଏସର ଔଷଧ ଅଟେ କି ଏଥିରେ ୫୦ରୁ ଅଧିକ କ୍ୟାଧସରକୁ ଡିଟେକ୍ଟ କରା ଯାଇପାରିବ। ଏହି ଟେସ୍ଟସର ପ୍ରଥମ ଟ୍ରାୟଲରରେ ବହୁତ ସକାରତ୍ମକ ଆସିଥିଲା। ମନାଯାଉଛି ଯେ ଏନଏଚଏସ ଏକ ବଡ ସ୍ତରରେ କ୍ୟାନସର ସ୍କ୍ରିନିଙ୍ଗ ପ୍ରୋଗରାମ ରଖିପାରିବେ। ଯେଉଁଥିରେ ବହୁତ ଲୋକ ବଞ୍ଚାଇ ହେବ। ଏହି ଟେଷ୍ଟକୁ ଏମିତି ଡିଜାଇନ କରାଯାଇଛି ଯେଉଁଥିରେ ଏହା ରକ୍ତରେ ହୋଇଥିବା ଆଣବିକ ପରିର୍ବତ୍ତନ କୁ ଡିଟେକ୍ଟ କରିପାରିବ ଯାହା କ୍ୟାନସର ପାଇଁ ହୋଇଥାଏ।

ଆସନ୍ତା ତିନି ବର୍ଷରେ ଏକ ପାଏଲଟ ପ୍ରୋଜେକ୍ଟ ଅନୁସାରେ ୫୦ ରୁ ୭୯ ବୟସର ଏକ ଲକ୍ଷ ଚାଳିସ ହଜାର ଲୋକମାନଙ୍କୁ ଏହି ଟେଷ୍ଟ ପାଇଁ କୁହାଯିବ ଏବଂ ଏହି ପ୍ରୋଜେକ୍ଟକୁ ଆସନ୍ତା ତିନି ବର୍ଷ ମଧ୍ୟରେ ମୁକାବିଲା କରିବର ଆଶା ରହିଛି। ଏହି ଆମେରିକାର କୈଲିଫୋର୍ନିଆ ସହରର କମ୍ପାନୀ ଗ୍ରେଲ ଫଣ୍ଡ କରୁଛି ଏବଂ ଏହି କମ୍ପାନୀ ଏହି ବଲ୍ଡ ଟେଷ୍ଟ କୁ ଡିଜାଇନ କରିଛି ଏବଂ ଏହି କମ୍ପାନୀ ଯଦି ସମ୍ପୁର୍ଣ୍ଣ ଭାବରେ ସଫଳ ପ୍ରମାଣ ହୁଏ ତେବେ ଏହି ଟେଷ୍ଟକୁ ଆସନ୍ତା କିଛି ବର୍ଷ ଭିତରେ ଦଶ ଲକ୍ଷ ଲୋକଙ୍କ ଉପରେ ଟ୍ରାୟଲ କରାଯାଇ ପାରିବ।

ଗତ କିଛି ବର୍ଷ ଠାରୁ ବୈଜ୍ଞାନିକ କ୍ୟାନସର କୁ ରୋକିବା ପାଇଁ ଭରଷା ଯୋଗ୍ୟ ବ୍ଲଡ ଟେଷ୍ଟ କୁ ଡେଭେଲପ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ଏହା ବହୁତ ଜଟିଳ ପ୍ରମାଣ ହୋଇଛି। ଏହି ଟେଷ୍ଟକୁ ନେଇ କେତେକ ଡକ୍ଟର ଏବଂ ବୈଜ୍ଞାନିକ ପଜେଟିଭ ଅଛନ୍ତି। ବୈଜ୍ଞାନିକ ମାନଙ୍କର ଦାବି ଏହାକି କାସି କରି ମୁଣ୍ଡ,ଗଳା,ଓବେରୀ ଏବଂ ଅଗ୍ନାଶୟ କ୍ୟାନସରକୁ ନେଇ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରିବ। କାରଣ ଏହି କ୍ୟାନସରର ଚିକିତ୍ସା ବହୁତ ଜଟିଳ ହୋଇଥାଏ ଏବଂ ଏଥିରେ ରୋଗୀ ବଞ୍ଚିବା ସମ୍ଭାବନା ବହୁତ କମ ଥାଏ।

ଏନଏଚଏସର ବସ ସାଇମନ ସ୍ଟୀବନ୍ସ କହିଛନ୍ତି କି ସାଧାରଣ ଭାବରେ ଲୋକ କ୍ୟାନସରକୁ ଡିଟେକ୍ଟ କରିବାରେ ବହୁତ ଡେରି କରିଦିଅନ୍ତି। ଯେଉଁଥିରେ ହୋଇଥିବା ରୋଗରେ ପିଡିତ ଲୋକ ନିଜର ଜୀବନ ହରାଇ ଥାନ୍ତି। କିନ୍ତୁ ଏହି ଟେଷ୍ଟ ଏହି ଅନୁସାରେ ଗେମ ପରିର୍ବତ୍ତନ ପ୍ରମାଣିତ ହୋଇପାରେ ଯାହା ଏକ ବଲ୍ଡ ସାମ୍ପୁଲ ସାହାର୍ଯ୍ୟରେ ନିଜର ଦେଶର ଲୋକଙ୍କୁ କ୍ୟାନସର ପାଇଁ ସ୍କ୍ରିନିଙ୍ଗ କରିପିରିବ।

Leave a Reply

Your email address will not be published. Required fields are marked *